Home Articles posted by odadmin (Page 179)
Top Stories
By A.K Sahoo Bhubaneswar, Dec. 18: Tata Power’s Odisha distribution companies on Thursday sought to allay consumer concerns over the levy of Additional Security Deposit (ASD) in electricity bills, asserting that the mechanism is a statutory requirement under the Electricity Act, 2003 and is regulated by the Odisha Electricity Regulatory Commission (OERC). Addressing a Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୮ /୧୨ : ବୌଦ୍ଧ ଟାଉନ୍ ହଲ୍‌ରେ ୧୮ ଡିସେମ୍ବର ୨୦୨୫ ତାରିଖରେ ପ୍ରଭାତ ୯.୦୦ ରୁ ଦିନ ୨.୦୦ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ନିର୍ଦ୍ଧାରିତ ସମୟାନୁସାରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଚାକିରି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ ଉପସ୍ଥିତ ହୋଇଥିଲେ।ବିଶେଷକରି ମହିଳା ପ୍ରାର୍ଥୀମାନଙ୍କର ଉତ୍ସାହଜନକ ଅଂଶଗ୍ରହଣ କାର୍ଯ୍ୟକ୍ରମର ଆକର୍ଷଣୀୟ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟଜଳେଶ୍ୱର, ୧୮/୧୨: ଗତମାସ ନଭେମ୍ବର ୧୩ ତାରିଖ ଦିନ ଅପରାହ୍ନ ପ୍ରାୟ ୦୧.୦୦-୦୧.୩୦ ସମୟରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସଦର ବ୍ଲକର ସଦର ଥାନା ନିକଟରେ ଥିବା ଖାନନଗର ଗ୍ରାମ ପାଶ୍ୱର୍ରେ ଥିବା ଏକ ଗୋଚର ଭୂମିରେ ସେହି ଗ୍ରାମର ମହିଳାମାନଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରୁଥିବା କିଛି ସ୍ତ୍ରୀଲୋକ (ମହିଳା)ଙ୍କ ଅନ୍ୟ ମାନଙ୍କର ସୁଯୋଗ ନେଇ ବନ୍ଦ ହୋଇପଡ଼ିଥିବା ବ୍ୟାଟେରୀ ଫେକ୍ଟିରେ ମାଲିକ ବେଣୁଧର ରାଉଳ ଏବଂ ତାର ଜଗୁଆଳୀ ଏସ୍‌.କେ. Continue Reading
National News
BIHAR, DEC 18 : He did nothing wrong,” is how Union Minister Giriraj Singh on Thursday chose to defend Bihar Chief Minister Nitish Kumar whose recent act of assault against a Muslim woman doctor at a public event in Patna triggered widespread backlash. The BJP minister was responding to Monday’s incident in Patna where Nitish […]Continue Reading
Odisha News
ଜଗତସିଂହପୁର, ୧୮/୧୨ : ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ ଶାଶୁଙ୍କର ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ୫୫ ବର୍ଷୀୟ ସବିତା ବିଶ୍ଵାଳ। ଏନେଇ ଜଗତସିଂହପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।ସୂଚନା ମୁତାବିକ, ଓଡ଼ିଶୋ ଗ୍ରାମର ସ୍ବର୍ଣ୍ଣଲତା ସ୍ବାଇଁ ଓ ତାଙ୍କ ବୋହୁ ଐଶ୍ୱରୀଆ ରାୟଙ୍କ ମଧ୍ୟରେ ନିୟମିତ କଳି ଝଗଡା ଲାଗି ରହୁଥିଲା। ତେବେ ଏହି […]Continue Reading
Odisha News
ଜୟପୁର,୧୮/୧୨: କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି କୋର୍ଟରେ ମାମଲା ଡାଏରୀ ଦାଖଲ କରିବା ପାଇଁ ଉକ୍ତ ପିଏସ୍‌ରେ ପୂର୍ବରୁ ପଞ୍ଜୀକୃତ ଏକ ମାମଲାରେ କୋର୍ଟରେ ଦାଖଲ କରିଥିଲେ। ଯାହାର ସେ ତଦନ୍ତକାରୀ ଅଧିକାରୀ ଥିଲେ।ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା ଏବଂ କୋର୍ଟ ଏହି ମାମଲାରେ କେସ୍ ଡାଏରୀ ଡାକରା Continue Reading
Odisha News
ବାଲେଶ୍ୱର, ୧୮/୧୨ : ବାଲେଶ୍ୱର ଜିଲ୍ଲା ସୋର ମେଡ଼ିକାଲ ପରିସରରେ ଥିବା ଆହାର କେନ୍ଦ୍ରରୁ ବନ୍ଧୁକ ଜବତ ହୋଇଛି । ବନ୍ଧୁକ ରଖିଥିବା ଯୁବକ ଚମ୍ପଟ୍ ମାରିଥିବାବେଳେ ପୋଲିସ ତାକୁ କାବୁ କରିଛି ।ପ୍ରାପ୍ତ ସୂଚନା ମୁତାବକ, ଯୁବକ ଜଣକ ସୋର ମେଡ଼ିକାଲରେ ଥିବା ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିଲେ । ତାଙ୍କ ନିକଟରେ ବସିଥିବା ଆଉ ଜଣେ ବ୍ୟକ୍ତି ଯୁବକଙ୍କ ପକେଟରେ ଏକ ବନ୍ଧୁକ ଦେଖି ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ । ସୁରକ୍ଷାକର୍ମୀ ଆସି ବନ୍ଧୁକ ଛଡ଼ାଇବା […]Continue Reading
Odisha News
ମୟୂରଭଞ୍ଜ/ ମୋରଡା,୧୮/୧୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର ହେବା ସହିତ ୫ଜଣ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ଗୋପୀବଲ୍ଳଭପୁରରୁ ଏକ ବୋଲେରୋ ଯୋଗେ ୯ଜଣ ଲୋକେ ରାସଗୋବିନ୍ଦପୁର ଥାନା ଅଧୀନ ଝାଟିଅଡା ଗ୍ରାମର ଏକ ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ କୌଣସି କାରଣ ବଶତଃ ନଳଗଜା ପୋଲରୁ ଚାଳିଶ ଫୁଟ ତଳକୁ ବୋଲେରୋଟି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୮/୧୨ : ବୌଦ୍ଧ ସଦର ଟୁଟୁସିଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟୀୟ ଆବିଷ୍କାର ଅଭିଯାନ ଅଧିନସ୍ଥ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ରନାଥ ଗୁରୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି କମଳକାନ୍ତ Continue Reading