Home Articles posted by odadmin (Page 16)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୦/୩ : ଜଳବାୟୁ ପରିବର୍ତ୍ତନ ସହିତ ଧରାପୃଷ୍ଠରୁ ବହୁ ଜୀବଜନ୍ତୁ ମଧ୍ୟ ଧିରେ ଧିରେ ଲୋପ ପାଇବାରେ ଲାଗିଛି ।ଦିନ ଥିଲା ଗାଆଁ ଗହଳରେ ମାଆ ମାନେ ଘର ଚଟିଆକୁ ଦେଖାଇ ନିଜ ଛୁଆର ଅଝଟ ପଣ ଦୂର କରିବା ସହିତ ଘର ଚଟିଆ ସମ୍ପର୍କରେ ନାନା ଗୀତ ଗାଇ ନିଜ ଛୁଆକୁ ଖୁଆଇ ଦେଉଥିଲା । ଅଗଣା ଚାଳରେ ବସା ବାନ୍ଧି ଥିବା ଘର ଚଟିଆ ଗୁଡ଼ିକ ମଧ୍ୟ କିଚିରି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୩ : ଶୁକ୍ରବାର ଅପରାନ୍ହ ୪ ଘଣ୍ଟା ସମୟରେ କଣ୍ଟାମାଳ ଥାନା ସମ୍ମୁଖରୁ କାର ସହ ୨୯୬ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କଣ୍ଟାମାଳ ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଖବର ପାଇ ଆଇଆଇସି ବାସୁଦେବ ଭୋଇଙ୍କ ନେତୃତ୍ବରେ କଣ୍ଟାମାଳ ପୋଲିସର ଏକ ଟିମ୍ ଥାନା ସମ୍ମୁଖରେ ଗୋଟିଏ କାରକୁ ଅଟକାଇ ଯାଞ୍ଚ କରିଥିଲେ ।ସେଥିରେ ଗଞ୍ଜେଇ ମିଳିଥିଲା […]Continue Reading
Odisha News
ଭୁବନେଶ୍ୱର/ଓଡ଼ିଶା, ୨୦/୩ : ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ଆଜିକାଲିର ପାଶ୍ଚାତ୍ୟ ଖାଦ୍ୟ ସଂସ୍କୃତି ଭିତରେ ଆମର ଏହି ପାରମ୍ପରିକ ଖାଦ୍ୟ ଯେପରି ହଜି ନଯାଏ, ସେଥିପାଇଁ ଏହି ଦିବସଟି ସମସ୍ତ ଓଡ଼ିଆଙ୍କୁ ଏକଜୁଟ କରିବାର ପ୍ରୟାସ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ ‘ପଖାଳ’ର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ପର୍ଯ୍ୟଟନ Continue Reading
Odisha News
ଭୁବନେଶ୍ୱର, ୨୦/୩ : ଆଜି ହେଉଛି ବିଶ୍ୱ ପଖାଳ ଦିବସ । ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସଭାବେ ପାଳନ କରାଯାଏ । କୋଟି ଓଡ଼ିଆଙ୍କ ମଉଡ଼ମଣୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ପଖାଳ । ପ୍ରତିଦିନ ମହାପ୍ରଭୁଙ୍କ ନିକଟରେ ଲାଗି ହୁଏ ପଖାଳ । ଏହା ଛପନ ଭୋଗ ମଧ୍ୟରୁ ଗୋଟିଏ । କେବଳ ପ୍ରଭୁ ଜଗନ୍ନାଥ ନୁହଁନ୍ତି ପ୍ରତ୍ୟେକ ଓଡ଼ିଆ ପଖାଳ ପ୍ରିୟ । ଖାଲି ସେତିକି ନୁହେଁ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ […]Continue Reading
National News
NEW DELHI, MAR 20 : India’s aviation regulator has advised airlines to avoid parts of the Gulf airspace and prepare contingency plans as tensions escalate in West Asia, sources said. The Directorate General of Civil Aviation (DGCA) has asked carriers to factor in evolving security risks and ensure operational readiness, including alternate routing strategies. The […]Continue Reading
Odisha News
ରାଇରଙ୍ଗପୁର/ଓଡ଼ିଶା,୨୦/୩ : କାହିଁକି ବନ୍ଦ ବାମନଘାଟି । ୪୮ ଘଣ୍ଟା ବନ୍ଦ ପାଳନ କରୁଛି ମୟୁରଭଞ୍ଜ ଆଦିବାସୀ ଏକତା ମଞ୍ଚ। ଏହି ବନ୍ଦ୍‌ରେ ସମସ୍ତ ଅଫିସ, ଦୋକାନ ବଜାର, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସହ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।ବିଶୋଇ, ରାଇରଙ୍ଗପୁର, ବହଳଦା ଓ ତିରିଂ ଅଞ୍ଚଳର ସମସ୍ତ ଛକରେ ସଂଗଠନ ର କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି । ତିରିଂ ଥାନା ଅଞ୍ଚଳର ନାବାଳିକାଙ୍କୁ ଅସଦାଚରଣ ପ୍ରତିବାଦ ବେଳେ […]Continue Reading
Bollywood Top Stories
By Lipsa Priyadarshini Berhampur, March 20: In a landmark step towards India’s clean energy transition, Matikhala village in Odisha’s Ganjam district has emerged as a model of rural solar adoption, setting a benchmark at the national level. Fully solarised under the PM Surya Ghar Muft Bijli Yojana (ULA Model), the initiative demonstrates how decentralised renewable […]Continue Reading
Business News Top Stories
By Arendra Giri Joda/Barbil: Bringing pride to the nation and showcasing exceptional sporting talent, athletes from Jindal Sports Hostel have achieved remarkable success at the Acropolis International Wushu Open Tournament held in Athens, Greece, from 13th to 15th March 2026. Two promising players from the hostel secured one gold and one silver medal at the […]Continue Reading
Top Stories
By Prassan Kumar Paikaraya Khordha, Mar 19 : An awareness workshop on Prevention of Child Marriage and Child Sexual Abuse Act was held at Begunia Panchayat Samiti Conference Hall. The workshop was organized by the District Child Protection Unit and Plan India. Begunia Panchayat Samiti and Block Level  Child Welfare  Protection Committee Chairman Laxmidhara Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୯/୩ : ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଉପଲକ୍ଷେ ଧର୍ମଶାଳା ବ୍ଲକରେ ପ୍ରଶାସନ ପକ୍ଷରୁ ପଥ ଉତ୍ସବ ଆୟୋଜିତ ହୋଇଛି। ମହୋତ୍ସବର ମାହୋଲକୁ ଆହୁରି ମନୋରଞ୍ଜନଧର୍ମୀ କରିବା ତଥା ସାରା ଜିଲ୍ଲାରେ ଲୋକଙ୍କ ନିକଟରେ ଏହାକୁ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ପଥ ଉତ୍ସବ ହୋଇଥିଲା।ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ପଥ ଉତ୍ସବର ବେଶ୍ ମଜା ନେଇଥିଲେ। Continue Reading