ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୫/୧ : ସ୍ଥାନୀୟ ମାରୁୱାଡ଼ି ସମ୍ପ୍ରଦାୟ ପକ୍ଷରୁ ବାବା ଶ୍ୟାମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ରାଜସ୍ଥାନର ଖାଟୁ ଅଂଚଳରେ ଏହା ବ୍ୟାପକ ଭାବେ ପାଳିତ ହେଉଥିବା ବେଳେ ଖୋର୍ଦ୍ଧାରେ ମଧ୍ୟ ଏହାକୁ ଆନନ୍ଦ ହୁଲାସରେ ପାଳନ କରାଯାଇଛି ।ଖୋର୍ଦ୍ଧା ସହରସ୍ଥିତ ମାରୁଓ୍ବାଡ଼ି ପଟି ଧର୍ମଶାଳାରୁ ଏକ ସୁସଜ୍ଜିତ ରଥ ବାହାରି ମେନ୍ରୋଡ଼ ଦେଇ ଗୋଡ଼ିପୋଖରୀ ସ୍ଥିତ ଲକ୍ଷ୍ମୀନାରାୟଣ ମଣ୍ଡପ ଠାରେ ପହଁଚିଥିଲା। Continue Reading




