Home Articles posted by odadmin (Page 140)
Top Stories
By Mahendra Darjee Muribahal, Balangir: Two poultry farmers have been arrested by Muribahal police for allegedly cheating Premium Chick Feed Private Limited Company. According to reports, on January 18,t he wife of poultry farmer Bhojaraj Mahakur from Kumbhari village informed the company that all the poultry birds had been destroyed in a fire. However,when company […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୧ : ୧୬ତମ ଜାତୀୟ ମତଦାତା ଦିବସ–୨୦୨୬ ଅବସରରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ନାୟକ, ଆଇଏଏସ୍ଙ୍କୁ SVEEP କାର୍ଯ୍ୟକ୍ରମ ଓ ଇଲେକ୍ଟୋରାଲ ଲିଟରେସି କ୍ଲବ (ELC ) କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଶ୍ରେଷ୍ଠ DEO ଭାବେ ସମ୍ମାନିତ କରାଯାଇଛି।ଏହି ସମ୍ମାନ ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଓଡ଼ିଶା ଏବଂ ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶାଙ୍କ ଦ୍ୱାରା ଭୁବନେଶ୍ୱର ରାଜ୍ୟ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୮/୧ : ନୟାଗଡ଼ ନିକଟସ୍ଥ ଥିବା ଦୁର୍ଗାପ୍ରସାଦ ଗ୍ରାମ ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ଏକଦିବାସିୟ ସ୍ମାଶ ଭଳି ଟୁର୍ନାମେଣ୍ଟ ଦୀର୍ଘବର୍ଷ ଧରି କ୍ଲବ ଦ୍ୱାରା ଏହି ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ଚାଲିଆସୁଛି ।ସମସ୍ତ କ୍ଲବ ମେମ୍ବର ମାନଙ୍କ ପ୍ରଚେଷ୍ଟାରେ ୨୫ବର୍ଷରେ ପାଦଥାପିଛି ଜୟଦୁର୍ଗା କ୍ଲବ କ୍ଷ ଏହି ରାଜ୍ୟସ୍ଥରୀୟ ଭଲିବଲ ଟୁର୍ନାମେଣ୍ଟ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରୁ ଖେଳାଳି ଏବଂ ଏହାସହିତ ବାହ୍ୟ ରାଜ୍ୟରୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୨୮/୧ : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ପ୍ଲାନ ଇଣ୍ଡିଆ ତରଫରୁ କିଶୋର ନ୍ୟାୟ ଆଇନ ବାଲ୍ୟବିବାହ ନିଷେଧ ତଥା ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଆଇନରେ ସ୍ବତନ୍ତ୍ର ଜୁଭେନାଇଲ ପୁଲିସ ୟୁନିଟର ଭୂମିକା ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି।ଏହାକୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ Continue Reading
Odisha News
ରାଉରକେଲା, ୨୮/୧ : ରାଉରକେଲାରେ ଅନୁଷ୍ଠିତ ୨୫ତମ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ଓଡ଼ିଶା ମାଇନିଂ କର୍ପୋରେସନ୍ ପାଭିଲିୟନକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା କରିଛନ୍ତି । ସେ ୮୮୮୪ କୋଟିର ୨୦ଟି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ୬୮୩୨ ଚାକିରି ମଧ୍ୟ ସୃଷ୍ଟି ହେବ Continue Reading
National News
NEW DELHI, JAN 28: Social, religious and literary icons of poll-bound states of West Bengal, Tamil Nadu, Assam and Kerala received special mention in President Droupadi Murmu’s address to the joint sitting of both Houses of Parliament on Wednesday. At the outset of her 62-minute speech, Murmu said India is now celebrating 150 years of […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୮/୧ : ଗତ ୧୮ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମର କୁକୁଡ଼ା ଚାଷୀ ଭୋଜରାଜ୍ ମହାକୁରଙ୍କ ସ୍ତ୍ରୀ ପ୍ରିମିୟମ ଚିକ୍ ଫିଡ ପ୍ରାଇଭେଟ୍ ଲିମିଟେଡ କମ୍ପାନୀକୁ ଜଣାଇଲେ ।ସେମାନେ ଦେଇଥିବା ସମସ୍ତ କୁକୁଡ଼ା ପୋଡ଼ି ନଷ୍ଟ ହୋଇଯାଇଛି।ଏହା ଶୁଣି କମ୍ପାନୀ ର ଷ୍ଟାଫ୍ ମାନେ ଆସି ଦେଖିଲେ ମାତ୍ର ୧୦୦ ରୁ ୧୫୦ ଟି ପକ୍ଷୀ ଫାର୍ମ ଭିତରେ ପୋଡ଼ି ମରିଥିବା ଜାଣିଲେ।କୁକୁଡ଼ା ଫାର୍ମ Continue Reading
Odisha News
ଭୁବନେଶ୍ୱର, ୨୮/୧ : ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ। ବାଦ୍ ପଡିଛି ଅତ୍ୟାବଶକୀୟ ସେବା। ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତିନିଟି ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ।ଧାନ ମଣ୍ଡିରେ ଅବ୍ୟବସ୍ଥା, ପ୍ରଦୂଷଣ ନାଁରେ ଫାଇନ୍ ଆଦାୟ ଓ ଟାଟା ପାୱାରର ମନମାନି ବିରୋଧରେ କରାଯିବ ବନ୍ଦ […]Continue Reading