Home Articles posted by odadmin (Page 1386)
Odisha News
ନୂଆଦିଲ୍ଲୀ,୧୫/୭: ବିଳମ୍ବିତ ମଙ୍ଗଳବାରେ ଉତ୍ତରାଖଣ୍ଡର ଡେରାଡୁନ୍ ଅନ୍ତର୍ଗତ ଚୁକ୍କୁୱାଲାରେ ଗୋଟାଏ କୋଠା ଭୁଶୁଡ଼ି ପଡ଼ିବା କାରଣରୁ ତିନି ଜଣଙ୍କର ପ୍ରାଣହାନୀ ଘଟିବା ସହ ଅନେକେ ଭଙ୍ଗା ଘର ଭିତରେ ପୋତି ହୋଇ ପଡ଼ିଥିବା ଆଶଙ୍କା ହେଉଛି।ରାଜ୍ୟ ବିପର‌୍ୟ୍ୟୟ ପ୍ରଶମନ ବଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଛି। ପରେ ଜାତୀୟ ବିପର‌୍ୟ୍ୟୟ ପ୍ରଶମନ ବଳକୁ ମଧ୍ୟ ଡକାଯାଇଛି।ଭାଙ୍ଗି ପଡ଼ିଥିବା କୋଠାର ସ୍ତୂପ ମଧ୍ୟରୁ ଉଦ୍ଧାରକାରୀମାନେ Continue Reading
Odisha News
ଭୁବନେଶ୍ୱର ୧୫।୦୭: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୮୯୮ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୧୧ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୦୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ତେବେ ଚିହ୍ନଟ ହୋଇଥିବା ୬୧୮ ସଂକ୍ରମିତଙ୍କ […]Continue Reading
Odisha News
ଭୁବନେଶ୍ୱର ୧୫।୭: ବୁଧବାର ଦିନ ଠାରୁ ରାଜ୍ୟରେ ପ୍ଲାଜମା ଥେରାପୀ ଆରମ୍ଭ ହେବ। ଭୁବନେଶ୍ବର ସମ୍ କୋଭିଡ୍ ହସ୍ପିଟାଲ, କିମ୍ସ ଓ କଟକ ଅଶ୍ବିନୀ ହସ୍ପିଟାଲରେ ପ୍ଲାଜମା ଥେରାପୀ ଆରମ୍ଭ ହେବ। କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ସୂଚନା ମିଳିଛି।ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ମୁକାବିଲା Continue Reading
Odisha News
କମ୍ଭୁ ଧର ଖେତୀ ବୈାଦ୍ଧ,୧୪/୭: ବୈାଦ୍ଧଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି । ଜିଲ୍ଲାରେ ଆଜି ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନିୟ ସଂକ୍ରମଣ ହେବାର ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ନେଇ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାରେ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ଆଜି ଆଉ ୭ ଜଣ କରୋନା ପଜିଟିଭକୁ ମିଶାଇ […]Continue Reading
Odisha News
କମ୍ଭୁ ଧର ଖେତୀ ବୈାଦ୍ଧ,୧୪/୭: ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୋକାନ, ବଜାର ଖୋଲିବାକୁ ନେଇ କଟକଣା ଜାରି କରାଯାଇଛି । ଏଣିକି ସକାଳ ୭ ଘଣ୍ଟାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ, ବଜାର, ବ୍ୟବସାୟିକ ସଂସ୍ଥା, ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟୁଫୁଡ,ଠେଲା ଦୋକାନ ଆଦି ସମସ୍ତ ଦୋକାନ ଖୋଲା ରହିବ । ସେହିପରି ଗାଡି ମଟର ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।Continue Reading
Top Stories
ଯାଜପୁର, ୧୪ା୭ : ଯାଜପୁର ଜିଲ୍ଳ୍‌ାରେ କରୋନା ପଜିଟିଭଙ୍କ ସଂଖ୍ୟା ୯ ଶହ ଟପିଥିବା ବେଳେ ବାହାର ରାଜ୍ୟରୁ ଆସୁଥବା ପ୍ରବାସୀଙ୍କ ଠାରୁ ଏହା ଅଧିକ ସଂକ୍ରମିତ ହେଊଥିବା ଜଣାଯାଇଚ୍ଥି । ତେବେ ପ୍ରାଥମିକ ଭାବେ କୋଲକତାରୁ ଆସିଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଏହା ବ୍ୟାପକ ହୋଇଥିଲା । ବର୍ତ୍ତମାନ ସଂକ୍ରମଣ ଅଧିକ ବଢିବା ଆଶଙ୍କା ଥିବାରୁ ଜିଲ୍ଳ୍‌ା ପ୍ରଶାସନ ଚଳିତମାସ ୧୫ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଯାଜପୁରରୁ କୋଲକତା ଓ ଯାଜପୁରରୁ ରାଉରକେଲା Continue Reading
Odisha News
ଯାଜପୁର,୧୪ା୭: ଜଖପୁରା ଥାନାକୁ ବିଦ୍ୟୁତ ସଂଯୋଗ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ପରାମର୍ଶ ଦେଇଚ୍ଥନ୍ତି । ଜଖପୁରା ଥାନାରେ ଦୀର୍ଘ ଦୁଇ ବର୍ଷ ଧରି ବିଦ୍ୟୁତ୍ ସଂଯୋଗ ନଥିବାର ଜିଲ୍ଲାପାଳ ଶ୍ରୀ ଦାସ ସ୍ଥାନୀୟ ଅଂଚଳ ପରିଦର୍ଶନ କରିବା ବେଳେ ଜାଣିବାକୁ ପାଇଥିଲେ । ଥାନାରେ ଦୀର୍ଘ ଦିନ ଧରି ବିଦ୍ୟୁତ୍ ନ ରହିବା ଅତ୍ୟନ୍ତ ଉଦ୍‌ବେଗ ଓ ଦୁଃଖଦାୟକ ଘଟଣା ବୋଲି ମତ ଦେଇ […]Continue Reading
Odisha News
ଭୁବନେଶ୍ୱର,୧୪/୭: ମଙ୍ଗଳବାର ଦିନ ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇ ଯାଇଛି। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ ହୋଇଛନ୍ତି।ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଇଥିବାବେଳେ କଟକ ଡିସିପି ହେଲେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ ।୧୯୯୫ ବ୍ୟାଚ୍ ଆଇପିଏସ୍ ଆର୍କେ ଶର୍ମାଙ୍କୁ ଇଣ୍ଟେଲିଜେନ୍ସି ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି। ସେହିପରି ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ମୁଖ୍ୟ Continue Reading