Home Articles posted by odadmin (Page 1385)
Odisha News
ଭୁବନେଶ୍ବର,୧୬/୫: ଆଜି ରାଜ୍ୟରେ ୪୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୩୯୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୭୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୧୫/୭: ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ୍ ରେ ଦୀର୍ଘଦିନ ଧରି କାର‌୍ୟ୍ୟରତ ସମ୍ବାଦ ପ୍ରତିନିଧି ହୃଦୟ ରଞ୍ଜନ ମହାରଣା ଙ୍କ ପରଲୋକ ଘଟିଛି। ତାଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ନୂଆଗାଁ ବ୍ଲକ୍ ରେ କାର‌୍ୟ୍ୟରତ ସାମ୍ବାଦିକ ସିବଦତ୍ ପାତ୍ର, ହୃଦୟା ନନ୍ଦ ଷାସମଲ୍,ସୁନିଲ କୁମାର ପଟ୍ଟନାୟକ, ଧନେଶ୍ଵର ସାହୁ,ବିଭୂତି ଭୂଷଣ ସ୍ୱାଇଁ,ଶିବରାମ ମହାପାତ୍ର,ପ୍ରଦୀପ ସାହୁ,ରଶ୍ମି ରଞ୍ଜନ ପରିଡ଼ା,ନିରଞ୍ଜନ ସାହୁ, ପଞ୍ଚା ନନ୍ Continue Reading
Odisha News
ନୟାଗଡ, ୧୫/୭ (କିଶୋର ମହାପାତ୍ରଙ୍କ ରିପୋର୍ଟ): ଅନ୍ୟାୟ ବିରୁଦ୍ଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ମାଡ ହେଉଛି ବୋଲି ଅଭିଯୋଗ ହେଉଛି । । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ରେ। ଘଟଣାରୁ ପ୍ରକାଶ ଯେ ଗତ ଦୁଇ ଦିନ ତଳେ ଲକ୍ଷ୍ମୀ ପ୍ରସାଦ ସରପଞ୍ଚ ସୈାମ୍ୟରଞ୍ଜନ ପ୍ରଧାନ ବଳରାମ ସଂରକ୍ଷିତ ଜଙ୍ଗଲ ଶିଆଳି ଖୋଲ ଠାରେ ଜଙ୍ଗଲ ଜମି କୁ କିଛି ଦଲାଲ ଚଞ୍ଚକତା ର ସହ ଅକ୍ତିଆର କରିଥିବା ପ୍ରକାଶ କରିଥିଲେ […]Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟନୂଆଗାଁ,୧୫/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତା ପଲ୍ଲୀ ପଞ୍ଚାୟତ ଅଧୀନରେ ଥିବା କିମ୍ଭିରୀ ଗ୍ରାମ କୁ ରାସ୍ତା ସଂଯୋଗୀ କରଣ ହେବା ପରେ ଗ୍ରାମବାସୀ ଙ୍କ ଦୁଃଖ ଦୂର ହୋଇଛି । ବହୁବର୍ଷ ଧରି କିମ୍ଭିରୀ ଗ୍ରାମର ଲୋକମାନେ ପକ୍କା ରାସ୍ତା ନ ଥିବା ଯୋଗୁଁ ଖାଲ ଖମା ,ଧୋଡା ଦେଇ ଯାତାୟାତ କରୁଥିଲେ। ବର୍ଷା ଦିନରେ ଲୋକମାନେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି […]Continue Reading
Odisha News
ଭୁବନେଶ୍ୱର,୧୫/୭: ଭୁବନେଶ୍ୱରରୁ ୯୦ଜଣ କୋଭିଡ଼-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରେ ୨୪ ଘଣ୍ଟାରେ ସର୍ବାଧିକ ୯୦ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ରୁ ୬୩ ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୭ ପଜିଟିଭ୍ ଚିହ୍ନଟ ରହିଛନ୍ତି । ସେହିପରି ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।ଭୁବନେଶ୍ୱରରୁ ୯୦ଜଣ କୋଭିଡ଼-୧୯ ସଂକ୍ରମିତ Continue Reading
Odisha News
ଭୁବନେଶ୍ୱର,୧୫/୭: ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷର ପାସହାର ହେଉଛି ୯୧ ଦଶମିକ ୪୬ ପ୍ରତିଶତ । ୧୭ ଲକ୍ଷ ୧୩ ହଜାର ୧୨୧ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୂର୍ବବର୍ଷ ଅପେକ୍ଷା ୦ ଦଶମିକ ୩୬ ପ୍ରତିଶତ ପାସ ହାର ଅଧିକ […]Continue Reading
Bollywood Odisha News
ମୁମ୍ବାଇ,୧୫/୭: ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ରାମଗୋପାଲ ବର୍ମା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ରିଲର’ରେ ଓଡ଼ିଆ ଝିଅ ଅପ୍ସରା ରାଣୀଙ୍କୁ ନାୟିକା ହେବାର ସୁଯୋଗ ଦେଇଛନ୍ତି। ତେବେ ଏହାର ନାୟକ ଭାବେ ମଧ୍ୟ ଜଣେ ଓଡ଼ିଆଙ୍କୁ ସେ ସୁଯୋଗ ଦେଇଛନ୍ତି। ରାମ୍ଗୋପାଲ୍ ବର୍ମା ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ଟ୍ୱିଟରେ ରାମ ଗୋପାଳ ଲେଖିଛନ୍ତି, ଅପସରା ରାଣୀଙ୍କୁ ଧନ୍ୟବାଦ, ଯାହାଙ୍କ ପାଇଁ ମୁଁ ଓଡ଼ିଶାକୁ ଭଲ କରି ଜାରି ପାରିଲି। ବର୍ତ୍ତମାନ ମୁଁ ଆଉ […]Continue Reading
Top Stories
By Sukanta Kumar Mohanty/Gopal Samantra Bhubaneswar, July 15: Prime Minister Narendra Modi on Wednesday called upon people to acquire skill, hone the skill and then improve the skill to remain in contention in today’s market economy. What more the PM said while addressing the nation on the occasion of World Youth Skill Day- Knowledge and […]Continue Reading