Home Articles posted by odadmin (Page 1383)
National News
Jaipur,JULY 17: The Congress on Friday demanded that a case be lodged against BJP leader and Union minister Gajendra Singh Shekhawat, accusing him of being involved in horse trading of Rajasthan MLAs. The party also suspended rebel MLAs Bhanwarlal Sharma and Vishvendra Singh from the party for allegedly being involved in the conspiracy to topple […]Continue Reading
Odisha News
ଭୁବନେଶ୍ବର ୧୭/୭: ଓଡିଶାରେ କରୋନା ନେଲା ଆଉ ୪ ଜଣଙ୍କ ଜୀବନ। ଏହି ୪ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି ପାଇଛି। ଏଥିସହିତ ଓଡିଶାରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ୧୧୦କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା ଦିଆଯାଇଛି। ୪ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୨ଜଣ, ଗଜପତିରୁ ଜଣେ ଓ ଅନୁଗୁଳରୁ ଜଣଙ୍କର ମୃତ୍ୟୁ ଘଟିଛି।ଗଞ୍ଜାମର ୫୭ ବର୍ଷିଅ ବ୍ୟକ୍ତିଙ୍କର ପୂର୍ବରୁ […]Continue Reading
Odisha News
ଭୁବନେଶ୍ୱର,୧୭/୭: ଓଡ଼ିଶାରେ ଆଉ ୭୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୧୧୦ ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୩୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ନୂଆ ଆକ୍ରାନ୍ତଙ୍କ ମଧ୍ୟରେ Continue Reading
Odisha News
Biswanath Patnaik brings glory to Rayagada as Class X topperସୁଧାଶୁଂ ସିଂହଙ୍କ ରିପୋର୍ଟରାୟଗଡା, ୧୬/୭/ -ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ବିଶ୍ବନାଥ ପଟ୍ଟନାୟକ ୪୮୬ ମାର୍କ ବା ୯୭.୨ ପ୍ରତିଶତ ମାର୍କ ସହ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ରାୟଗଡା ଜିଲ୍ଲାରେ ଶୀର୍ଷ ସ୍ଥାନ ଅଧିକାର କରିଥିବ ଜଣାପଡିଛି । ସେ ଈନ୍ଦୀରା ନଗର ନିବାସୀ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଓ ଶ୍ରୀମତି ସୁଧାରାଣୀ Continue Reading
Odisha News
Excise rains at several places in Rayagada; huge quantity of country liquor seized By Sudhansu Singh ରାୟଗଡ/୧୬/୭/୨୦: ଲକ ଡାଉନ  ସମୟରେ ରାୟଗଡ ଜିଲ୍ଳାରେ ବେଆଇନ ଚୋରା ମଦ କାରବାରକୁ ରୋକିବା ପାଇଁ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ  ଜିଲ୍ଳା ଅବକାରୀ ବିଭାଗ ଜିଲ୍ଳାର ବିଭିନ୍ନ ଅବକାରୀ ଥାନା ଅଂଚଳରେ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱରା ବ୍ୟାପକ ମାତ୍ରା ରେ ଚଢାଉ କରି ବିପୁଳ ପରିମାଣରେ Continue Reading
National News
New Delhi,JULY 16: Interim international flights to the United States of America and France will begin from Friday while flights to Germany and the United Kingdom will operate shortly following necessary permissions and clearances. Union minister for Civil Aviation Hardeep Singh Puri said the flights will operate under special bilateral arrangement – “air bubble” — Continue Reading
Odisha News
ଭୁବନେଶ୍ୱର,୧୬/୭: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ବହୁଳ ସକ୍ରିୟ ସଂକ୍ରମିତ ଥିବା ଖୋର୍ଧା, କଟକ, ଗଞ୍ଜାମ, ଯାଜପୁର, ରାଉରକେଲା ମ୍ୟୁନିସିପାଲିଟି କର୍ପୋପେସନ୍ ଆଦି ୪ ଜିଲ୍ଲାରେ ଶୁକ୍ରବାର ରାତ୍ର ୯ରୁ ଜୁଲାଇ ୩୧ ମଧ୍ୟରାତ୍ର ଯାଏଁ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି ।ଏହି ଲକ୍ଡାଉନ ସମୟରେ ଲୋକଙ୍କ ଯାତାୟତ ବନ୍ଦ ରହିବ। ଅତ୍ୟାବଶ୍ୟକକୁ ଛାଡ଼ି ସମସ୍ତ Continue Reading
Odisha News
କଟକ,୧୬/୭: କରୋନା ଭାଇରସ୍ ପାଇଁ ଫେସ୍ମାସ୍କ ପିନ୍ଧିବା ଏବେ ବାଧ୍ୟତାମୂଳକ ହୋଇ ଯାଇଛି।ଏହି ସମୟରେ କଟକର ଗୋଲ୍ଡେନ ମ୍ୟାନ ଆଲୋକ ମହାନ୍ତି ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ସୁନାର ମାସ୍କ। ଏହି ମାସ୍କର ଓଜନ ରହିଛି ଶହେ ଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ। ଏହା ଏନ-୯୫ ମାସ୍କରେ ପ୍ରସ୍ତୁତ ହୋଇଛି ।ଏହି ମାସ୍କକୁ ନେଇ ଏବେ ଚର୍ଚ୍ଚାରେ କଟକର ଆଲୋକ ମହାନ୍ତି। ସୁନା ପ୍ରତି ଆଲୋକଙ୍କ ଅହେତୁକ ଦୁର୍ବଳତା […]Continue Reading