Home Articles posted by odadmin (Page 1382)
Odisha News
କମ୍ଭୁ ଧର ଖେତୀବୈାଦ୍ଧ,୧୭/୭: ବୈାଦ୍ଧ ସହରରେ ଗତ ମଙ୍ଗଳବାର ୩ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ କୋଭିଡ-୧୯ ସର୍ଭେ କାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ ଆରମ୍ଭ ହୋଇଯାଇଛି । ଏହି କଣ୍ଟେନମେଣ୍ଟ ଜୋନ ଭିତରେ ଆସୁଥିବା ବୈାଦ୍ଧଗଡ ବିଜ୍ଞାପିତ ଅଞ୍ଚଳର ୩ଟି ୱାଡର ଘରକୁ ଘର ଯାଇ ସର୍ଭେ କାର୍ଯ୍ୟ ଆରମ୍ଭ […]Continue Reading
Odisha News
କମ୍ଭୁ ଧର ଖେତୀ ବୈାଦ୍ଧ,୧୭/୭: ବୈାଦ୍ଧ ଜିଲ୍ଲାରେ ୬ଟି ଅଂଚଳର କଣ୍ଟେନମେଣ୍ଟ ଅବଧି ବଢ଼ିଲା । ପୁର୍ବରୁ ବିଭିନ୍ନ ସ୍ଥାନକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିଲା । ଶୁକ୍ରବାର ଦିନ ଅବଧି ଶେଷ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ପୁଣିଥରେ କଣ୍ଟେନମେଣ୍ଟ ଜୋନର ଅବଧିକୁ ବୃଦ୍ଧି କରାଯାଇଛି ।ସହରର ବୁଟୁପାଲି ଅଞ୍ଚଳ,କଚେରୀଛକ ଅଞ୍ଚଳର କଣ୍ଟେନମେଣ୍ଟ ଜୋନକୁ ବୃଦ୍ଧି କରାଗଲା ବୋଲି ଘୋଷଣା କରାଯାଇଛି ।ସେହିପରି ହରଭଙ୍ଗା ବ୍ଲକର ମଥୁରା Continue Reading
Odisha News
କମ୍ଭୁ ଧର ଖେତୀ ବୈାଦ୍ଧ,୧୭/୭: ଶୁକ୍ରବାର ଦିନ ଭରା ମହାନଦୀ ମଧ୍ୟରେ ମର୍ଜାକୁଦର ୨ ଜଣ ନାବିକ ଏକ ଡଙ୍ଗାରେ ସାର ବୋଝେଇ କରି ବୈାଦ୍ଧରୁ ନେଇ ଯାଉଥିବା ବେଳେ ହଠାତ ଡଙ୍ଗାଟି ମଝି ନଦୀରେ ବୁଡି ଯାଇଥିଲା । ଫଳରେ ଡଙ୍ଗାରେ ଥିବା ୨ ନାବିକ ଅଳ୍ପକେ ବର୍ତ୍ତିଯାଇଛନ୍ତି ।ମିଳିଥିବା ସୂଚନା ଅନୁଯାଇ, ବୈାଦ୍ଧ ଜିଲ୍ଲା ଏନଏସିର ଦୁଇଟି ୱାର୍ଡ ମର୍ଜାକୁଦ ମହାନଦୀ ମଧ୍ୟରେ ରହିଥିବାରୁ ଏହି ଅଞ୍ଚଳଟି ବର୍ଷ ସାରା ପାଣିଘେରାରେ ରହିଥାଏ । […]Continue Reading
Odisha News
By Swagatika Bhutia ଭୁବନେଶ୍ୱର, ତା.୧୭/୦୭: ଆଜି ଅପରାହ୍ନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କର୍ମଚାରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ୫ ଲ କ୍ଷ ୧୭ ହ ଜାର ୭୧୭ ଟଙ୍କ । ଚେକ୍‌ ଆକାର ରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତି୍ରପାଠୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି । ଏହି ଦାନ ଅର୍ଥ ବିଭାଗର ଅଧିକାରୀ, […]Continue Reading
Odisha News
ଭୁବନେଶ୍ୱର, ୧୭/୭: ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗି । ଭୁବନେଶ୍ୱରରେ ସ୍ଥିତି ସ୍ୱାଭାବିକ ହୋଇନାହିଁ । ଏହାକୁ ଦୃଷ୍ଟିରେ ରଖି ଲକଟାଉନ୍ କଟକଣାକୁ କଡାକଡି କଡାକଡି କରାଯାଇଛି ।ଏପରିକି ଆଇନ ନମାନିଲେ କଡା କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।ନିୟମ ମାନିବାକୁ ପଡିବ। ଦିନ ୧ଟା ଯାଏଁ ରାସନ, ପରିବା ଆଦି ଦୋକାନ ଖୋଲା ରହିବ । ଘର ପାଖ ଦୋକାନରୁ ପରିବା ରାସନ କିଣିବାକୁ କମିଶନର […]Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୧୭/୭: ନୟାଗଡ ଜିଲ୍ଲା ନୂଆଗାଁ ଥାନା ମହିପୁର ଫାଣ୍ଡିରେ ନୂତନ ଅଧିକାରୀ ଭାବେ ଯୋଗଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି ସବ୍ ଇନ୍ସପେକ୍ଟର ରମେଶ କୁମାର ଦେବତା । ଏହା ପୂର୍ବରୁ ସେ ମାଓ ପ୍ରବଣ ଅଞ୍ଚଳ କୋରାପୁଟ ଜିଲ୍ଲା ପାଡୁଆ ଥାନାରେ କାର‌୍ୟ୍ୟକରି ବହୁ ଅପରାଧୀ ଙ୍କୁ ଧରି ଗିରଫ କରିବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଓ ଜନସାଧାରଣ ଙ୍କ ସୁରକ୍ଷା ପାଇଁ କାର‌୍ୟ୍ୟ କରି ସଫଳତା ହାସଲ କରିଥିଲେ।ଜନସାଧାରଣ […]Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟନୂଆଗାଁ,୧୭/୭: ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ନୂଆଗାଁ ଥାନା ଅଂଚଳର ମାଳି ସର ଠାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ପୁଲିସ ବାଇକ୍ ସହ ଦୁଇ ଜଣଙ୍କୁ ଗିରଫ କରିଛି। ଫୁଲବାଣୀ ଜିଲ୍ଲା ରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଉଥିଲା।ଫୁଲବାଣୀ ଜିଲ୍ଲା ବାଲିଗୁଡ଼ା ମାଣି କୁଟି ଗ୍ରାମର ପ୍ରଦୀପ ସାହୁ ଓ ଭୀମ ବେହେରା ନାମକ ଦୁଇ ଜଣ ଯୁବକ […]Continue Reading
Odisha News
ୱାସିଂଟନ୍ ,୧୭/୭: ପାକିସ୍ତାନସ୍ଥିତ ଆତଙ୍କବାଦ ସଂଗଠନ ତେହରିକ୍-ଏ-ତାଲିବାନ୍ ପାକିସ୍ତାନର ମୁଖ୍ୟ ମୁଫତି ନୂର୍ ୱାଲି ମେହସୁଦ୍ ଙ୍କୁ ଗୁରୁବାର ଦିନ ଜାତିସଂଘ ବୈଶ୍ବିକ ଆତଙ୍କବାଦୀ ନାମିତ କରିଛି।ଯୁକ୍ତରାଷ୍ଟ୍ର ଆମେରିକାର ନିରାପତ୍ତା ପରିଷଦ ୧୨୬୭ ଅଲ୍-କାଇଦା କଟକଣା କମିଟି ମେହସୁଦ୍ ଙ୍କୁ ତା’ର ‘ଆଇଏସ୍ଆଇଏଲ୍’ (ଡାଏସ୍) ଏବଂ ‘ଅଲ୍-କାଇଦା ସାଙ୍କ୍ସନ୍ ଲିଷ୍ଟ୍ରେ ସାମିଲ କରିଛି।ଅଲ୍-କାଏଦା ସହ ସମ୍ପୃକ୍ତ ସଂଗଠନଗୁଡ଼ି ନାମରେ ହେଉ, କିଂବା ସେମାନଙ୍କ Continue Reading