Home Articles posted by odadmin (Page 1348)
Odisha News
ଭୁବନେଶ୍ୱର,୯/୫ ଭୁବନେଶ୍ବର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଏହି ସାକ୍ଷାତ ଅବସରରେ କୌଣସି ପ୍ରକାରର ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି।ବିହାର ଭବନ ନିର୍ମାଣ ଲାଗି ରାଜ୍ୟ ସରକାର ଦେଢ଼ ଏକର ଜାଗା ବିହାର ସରକାରଙ୍କୁ ମାଗଣାରେ ପ୍ରଦାନ କରିବେ। ବିହାରର ଯେଉଁ ତୀର୍ଥଯାତ୍ରୀ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଆସୁଛନ୍ତି, Continue Reading
Odisha News
ପୁରୁଷୋତ୍ତମପୁର,୯/୫: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନିୟର ଇଞ୍ଜିନିୟର (କନିଷ୍ଠ ଯନ୍ତ୍ରୀ) ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍)। ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍ ନାରାୟଣ ସ୍ବାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଆଜି ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ସୂଚନା ଅନୁସାରେ ମନେରଗା ଅଧୀନରେ ହୋଇଥିବା ଏକ କାର୍ଯ୍ୟର ବିଲ୍ Continue Reading
Odisha News
କଳାହାଣ୍ଡି,୯/୫: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ ସଂରକ୍ଷିତ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବାର ଖବର ମିଳିଛି। ଏହି ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି।ଏହି ଗୁଳି ବିନିମୟ ସମୟରେ ଜଣେ ବରିଷ୍ଠ ସିଆରପିଏଫ ଅଧିକାରୀଙ୍କୁ ମଧ୍ୟ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗୀର ଭୀମଭୋଇ ଭେଷଜ ମହାବିଦ୍ୟାଳୟ Continue Reading
National News
NEW DELHI,MAY 9 : A court in Delhi on Tuesday framed charges of murder and causing disappearance of evidence against Aaftab Poonawala, accused of killing his live-in partner Shraddha Walkar and chopping her body into 35 pieces. Poonawala was produced before the Saket court, where the order was pronounced by Additional Sessions Judge (ASJ) Manisha […]Continue Reading
Odisha News
ବଲାଙ୍ଗିର,୯/୫ : ଦିଲ୍ଲୀ ଘଟଣାର ପୁନରାବୃତ୍ତି ହୋଇଛି ବାଲଙ୍ଗିର ଜିଲ୍ଲାରେ। ଦିଲ୍ଲୀରେ ଏକ କାର୍ ସ୍କୁଟି ଚଳାଉଥିବା ଯୁବତୀଙ୍କୁ ଧକ୍କା ଦେଇ ୪ କିମି ଯାଏ ଘୋଷାଡ଼ି ନେବା ଘଟଣା ମନରୁ ନ ଲିଭୁଣୁ ଏପରି ସମାନ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ। ଏକ ବସ୍ ବାଇକ୍କୁ ଧକ୍କା ଦେଇ ଜଣେ ନାବାଳିକାଙ୍କୁ ଅଧ କିମି ପର‌୍ୟ୍ୟନ୍ତ ଘୋଷାଡି ନେଇଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୋନପୁର-ବଲାଙ୍ଗିର ରାସ୍ତାର ଗଇଁତଳା ତହସିଲ ନିକଟରେ।ଦୁର୍ଘଟଣାରେ ଜଣେ Continue Reading
Top Stories
By A K Sahoo Bhubaneswar, May 10: The inclusion of ultra-poor women in Self-Help Groups (SHGs) and Farmer Producer Organizations (FPOs) is an important step towards empowering them and promoting sustainable livelihoods. However, this process comes with various challenges that need to be addressed to ensure successful inclusion. One of the primary challenges is Continue Reading