ଭୁବନେଶ୍ବର/ଝାରସୁଗୁଡ଼ା,୧୦/୫: ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୨୦.୩୮ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି।ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତି, ଝାରସୁଗୁଡ଼ା ବିଧାନସଭା ଉପ ନିର୍ବାଚନରେ ସବୁ ବୁଥରେ ସକାଳ ୭ ଟାରେ ପୁଲିଙ୍ଗ ଆରମ୍ବ ହୋଇଛି। ମକ ପୋଲ ସମ Continue Reading
ପାକିସ୍ତାନ,୧୦/୫ : ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପାକିସ୍ତାନରେ ଆରମ୍ଭ ହୋଇଥିବା ହିଂସାତ୍ମକ ଘଟଣା ଉଗ୍ର ହେବାକୁ ଲାଗିଥିବା ବେଳେ ଏହା ଉପରେ ନଜର ରଖିଛନ୍ତି ବିଶ୍ୱର ବହୁ ଦେଶ। ଏପରିକି ଏପରି ସମୟରେ ସେଠାରେ ଫସି ରହିଥିବା ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଆମେରିକା, ବ୍ରିଟେନ ଓ କାନାଡ଼ା ।ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଜାରି ସତର୍କତା ସୂଚନାରେ ନିଜ ନାଗରିକଙ୍କୁ ଅତ୍ୟଧିକ Continue Reading
NEW DELHI,MAY 10 : A major storm brewing in the southeast Bay of Bengal has begun gathering steam and is expected to intensify into a cyclone today, according to the weather office. As per the India Meteorological Department, the well-marked low-pressure area concentrated into a depression yesterday (Tuesday) packing wind speeds of 45 to 55 […]Continue Reading
AMERICA,MAY 10 : Donald Trump was on Tuesday found liable for sexually abusing advice columnist E Jean Carroll in the 1990s, with the jury awarding her $5 million in a judgment that could haunt the former president as he campaigns to regain the White House. The jury also held Trump accused of defaming Carroll by […]Continue Reading
Karnataka,May 10 : After a month-long high-decibel election campaign ended on Monday, voting has started in Karnataka amid predictions of a close contest between Congress and BJP. The voting for 224 assembly constituencies in Karnataka started at 7 am and will continue till 6 pm. To be able to cast a vote, one needs a […]Continue Reading
ଝାରସୁଗୁଡ଼ା,୧୦/୫ : ଝାରସୁଗୁଡ଼ା ଉପନିର୍ବାଚନ ଲାଗି ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର।ମୋଟ୍ ୨୫୩ ବୁଥରେ କଡ଼ା ସୁରକ୍ଷା ମଧ୍ୟରେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ। ମୋଟ ୨୫୩ଟି ବୁଥରୁ ଅଧିକାଂଶ ୨୨୭ଟି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ । ଆଉ ୨୬ଟି ବୁଥକୁ ପିଙ୍କ୍ ବୁ୍ଥ କରାଯାଇଛି । ପ୍ରତ୍ୟେକ ବୁଥରେ ୪ଜଣ […]Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୯/୫ : ଆଜି ୧୨ ଘଟିକା ସମୟଫର ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ନୟାଗଡ ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକ ମିଶନ ଶକ୍ତି କାଫେ ଏବ୍ଂ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟଫର ଜଲ୍ଲିାପାଳ ଶ୍ରୀର୍ୟୁକ୍ତ ରବୀନ୍ଦ୍ର କୁମାର ସାହୁଙ୍କ କରକମଳଫର ଜିଲ୍ଲା ମିଶନ ଶକ୍ତି କାଫେର ଶୁଭ ଉଦଘାଟନ ହୋଇ ର୍ୟାଇଅଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀର୍ୟୁକ୍ତ Continue Reading
Pakistan,May 9 : Hours after Pakistan’s former Prime Minister Imran Khan was arrested by Pakistan Rangers, his supporters barged into the house of the Corps Commanders House in Lahore Cantt. “Kaha tha Imran Khan ko na chedna (Had warned, don’t harass Imran Khan)”, some in the protesting mob were heard saying while heckling security personnel Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୯/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି କ୍ଷ ମା’ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା ମଙ୍ଗଳବାର ୧୭ ଦିନରେ ମା’ ମାନଙ୍କର ଘଟକୁ ଆଜି ସୁସଜିତ କରାଯାଇଛି ।ଏଥିରେ ଦେଶୀବେହେରା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବୌଦ୍ଧ,୯/୫ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ୪୫ତମ ପ୍ରତିଷ୍ଠା ଦିବସ ଅବସରରେ ବାର୍ଷିକ ଉତ୍ସବ ମହାସମାରୋହରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ Continue Reading




