Home Articles posted by odadmin (Page 1337)
Odisha News
କଟକ,୧୬/୫ : ମେ’ ୧୮ ତାରିଖ ସକାଳ ୧୦ଟା ବେଳେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି।ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା (ସମ୍ମେଟିଭ ୨ ପରୀକ୍ଷା) ହୋଇଥିଲା। ୫ ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୩୨୧୮ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା।ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୦.୫୫% ରହିଥିଲା।Continue Reading
Odisha News
ଖୋର୍ଦ୍ଧା,୧୬/୫ : ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଚାଲିଥିଲା ବେଳେ ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପାନବରଜ ଗାଁରେ। ଗୁରୁତର ଆହତଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଜଣଙ୍କ ହେଲେ ବବୁଲୁ। ତାଙ୍କ ଛାତିରେ ଗୁଳି ବାଜିଛି।ଗତକାଲି ରାତିରେ ବ୍ରାଉନସୁଗର କାରବାରକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୫: ଗଜପତି ଜିଲ୍ଲା ଗୋଷଣୀ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତର ସରଧାପୁର ଗ୍ରାମ ସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର , ଉପଖଣ୍ଡ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୧୬/୫ : ଯାଜପୁର ଜିଲା ଦାନଗଦି ବ୍ଳକ ତ୍ରିଜଙ୍ଗା ପଞ୍ଚାୟତ ସୋଲେଇ ଗ୍ରାମର କୈଳାଶ ମାଝୀ ବିଜେଡି କୁ ପୁଣି ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ମନ୍ତ୍ରୀ ତଥା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ କାର୍ଯ୍ୟଧାରାରେ ସାମିଲି ହୋଇଛନ୍ତି । ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି ତାଙ୍କୁ ଦଳୀୟ ଉତାରୀୟ ଦେଇ ସ୍ୱାଗତ କରିଛନ୍ତି।Continue Reading
National News
NEW DLEHI, MAY 15: “Taarak Mehta Ka Ooltah Chashmah” actor Jennifer Mistry Bansiwal on Thursday accused producer Asit Kumarr Modi and two others of sexual harassment, a charge they denied, claiming she was let go from the show due to misbehaviour. Modi also said that he will take legal action against the actor for trying […]Continue Reading
Top Stories
Bhubaneswar, May 15: Under India’s G20 presidency, the 2nd Culture Working Group meeting scheduled from 14th May to 17th May began in Bhubaneswar, Odisha. Union Tourism and Culture Minister G. Kishan Reddy, and the Union Minister of State for Home Affairs Nityananda Rai gave an address during the meeting.  The meeting held deliberations on the priority theme of […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୫: ନିକଟରେ ପ୍ରକାଶ ପାଇଥିବା ସିବିଏସଇ ଦ୍ୱାଦଶ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଭି. କିର୍ତ୍ତିରାଜ ରାଜୁ ୯୬.୨% ପ୍ରତିଶତ ମାର୍କ ରଖି ବୌଦ୍ଧ ଜିଲ୍ଲା ଟପ୍ପର ହୋଇଛନ୍ତି । କିର୍ତ୍ତିରାଜ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ସେ ବୌଦ୍ଧ ସହରର ଜଣାଶୁଣା ବ୍ୟବସାୟୀ ଭି.ରାମପ୍ରସାଦ ରାଜୁ ଓ ଭି,ରୁକ୍କୁଣୀ ରାଜୁଙ୍କ ପୁତ୍ର ଅଟନ୍ତି । ଏହି ସଫଳତା ପାଇଁ କିର୍ତ୍ତିରାଜଙ୍କୁ ତାଙ୍କର ସହପାଠୀ ଓ ଶିକ୍ଷକ Continue Reading