NEW DELHI, MAY 16: The onset of monsoon over Kerala will be delayed by four days, the India Meteorological Department said on Tuesday. It is expected to happen on June 4 this year, it said. The normal date for the onset of monsoon over the Kerala coast is June 1. It marks the beginning of […]Continue Reading
New Delhi, may 15: Prime Minister Narendra Modi will distribute about 71,000 appointment letters on Tuesday to those joining various government departments and also address them virtually. The ‘Rozgar Mela’ will be held at 45 locations across the country and the recruitments are taking place across central government departments as well as state governments and […]Continue Reading
ଯାଜପୁର,୧୬/୫: ଯାଜପୁରରୋଡ ଥାନା ବ୍ୟାସନଗରରେ ସେନକୋ ଗହଣା ସୋ’ରୁମ୍ରୁ ଡକାୟତିମାନେ ଲୁଟ୍ କରିଥିବା ୧୫ କିଲୋ ସୁନା ଅଳଙ୍କାର ନେଇ ପୁଲିସ ଡକାୟତମାନଙ୍କର ଫଟୋ ଜାରି କରିଛି। ଘଟଣା ଦିନ ଲୁଟ୍ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି। ତଦନ୍ତ ବେଳେ ପୁଲିସ ଯେପରି କୌଣସି ତଥ୍ୟପ୍ରମାଣ ନ ପାଇବ ସେଥି ନିମନ୍ତେ ଗହଣା ସୋ’ରୁମ୍ରେ ଲାଗିଥିବା ସମସ୍ତ ସିସିଟିଭି ସମେତ ସିସିଟିଭି ଫୁଟେଜ୍ ରେକର୍ଡ କରି […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୫: ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ “ଜାତୀୟ ଡେଙ୍ଗୁ ଦିବସ-୨୦୨୩ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଡେଙ୍ଗୁ ଜ୍ଵର ପ୍ରତି ସତର୍କ ଓ ସାବଧାନତା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ପ୍ରଚାର ଅଭିଯାନ ରଥ ବାହାରିଥିଲା । ଏହାକୁ ଉପସ୍ଥିତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୬/୫: ବୌଦ୍ଧ ଜିଲ୍ଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ସୋମବାର ଦିନ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଥିବା ବେଳେ ଦୁଇଜଣକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ପୁରୁଣାକଟକ ଥାନା ଅନ୍ତର୍ଗତ ଜିରାଡ ଗ୍ରାମର ଆନନ୍ଦ ସ୍ୱାଇଁ ଓ ବିଭିଷଣ ସ୍ୱାଇଁ ଦୁଇ ଭାଇ ଅଟନ୍ତି ।ଜମିବାଡିକୁ କେନ୍ଦ୍ର କରି ଦୁଇ […]Continue Reading
ଭୁବନେଶ୍ବର,୧୬/୫: ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏକ ରିୟଲ ଇଷ୍ଟେଟ୍ କଂପାନିର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ରାଜଧାନୀ ଭୁବନେଶ୍ବରର ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୧୨୭ ଜଣଙ୍କୁ ଠକି ଆସୁଥିବା ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଗିରଫ କରିଛି।ସୂଚନା ଅନୁସାରେ ଘରୋଇ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କ ଦ୍ବାରା Continue Reading
ନୂଆଦିଲ୍ଲୀ,୧୬/୫ : ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ପକ୍ଷରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗମନ ସଂପର୍କରେ ପୂର୍ବାନୁମାନ ଜାରି କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ଭାବେ ଜୁନ ୧ରେ କେରଳ ଛୁଇଁଥାଏ ଓ ଏହାର ୭-୮ ଦିନ ପରେ ଓଡ଼ିଶା ଆସିଥାଏ । କିନ୍ତୁ ଏବର୍ଷ ମୌସୁମୀ ସାମାନ୍ୟ ବିଳମ୍ବ ଅର୍ଥାତ ଜୁନ ୪ରେ କେରଳ ଛୁଇଁବାର ସମ୍ଭାବନା ରହିଛି । ତେବେ ପାଣିପାଗ ମଡେଲ ତ୍ରୁଟି ବ୍ଦ୪ ଦିନ ହୋଇପାରେ, ଅର୍ଥାତ୍ ମୌସୁମୀ ୪ […]Continue Reading
କୋରାପୁଟ,୧୬/୫: ନିଜ ପୁଅକୁ ନୃଶଂସ ବାପା ହତ୍ୟା କରିଥିବା ଘଟଣା କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅନ୍ତର୍ଗତ ଆମ୍ବଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ହେଲେ ସମରା ବୁଡ଼ିଆଙ୍କ ପୁଅ ସୁରେନ୍ଦ୍ର ବୁଡ଼ିଆ(୧୮)।ସୂଚନା ଅନୁଯାୟୀ, ଗତକାଲି ବାପା ସମରା ନିଶାସକ୍ତ ଅବସ୍ଥାରେ ଖରାବେଳେ ଘରକୁ ଫେରିଥିଲେ। କୌଣସି କଥାକୁ ନେଇ ପୁଅ ସହ ତାଙ୍କର ବଚସା ହୋଇଥିଲା। ପରେ ସମରା ଉତକ୍ଷିପ୍ତ ହୋଇ ଟାଙ୍ଗିଆ ଆଣି ପୁଅକୁ ହାଣି ଦେଇଥିଲା। ପରିବାର ଲୋକେ ପୁଅର ଚିତ୍କାର Continue Reading
UTTAR PRADESH,MAY 16 :The hunt to nab slain gangster Atiq Ahmed’s wife and his two accomplices continues as Uttar Pradesh Police has issued a lookout circular against the three in connection with the Umesh Pal murder case. Prayagraj Police Commissionerate issued a notice against Atiq’s wife Shaista Parveen, shooter Guddu Muslim and Sabir. Previously, the […]Continue Reading
ବଲାଙ୍ଗିର,୧୬/୫: ବଲାଙ୍ଗିରର ପ୍ରତିଷ୍ଠିତ ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ ଆସିଛି। ଅନଙ୍ଗ ଉଦୟ ସିଂହ ଦେଓଙ୍କ ସାନ ପୁଅ ଅର୍କେଶ ସିଂହ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତିତାଙ୍କ ପତ୍ନୀ ଅଦ୍ରିଜା ସିଂ।ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ୟାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଅଦ୍ରିଜା। ଏନେଇ ସେ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏ ମାମଲାରେ କୌଣସି Continue Reading




