Home Articles posted by odadmin (Page 131)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି , ୧୫/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଆଜି “ସାଇଟ୍ ସେଭର୍ଷ-ଇଣ୍ଡିଆ” ସହଯୋଗରେ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ-ଧଳା ବାଡ଼ି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ Continue Reading
Odisha News
ଭୁବନେଶ୍ୱର/ନୂଆପଡ଼ା,୧୫/୧୦ : ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏନେଇ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ସ୍ନେହାଙ୍ଗିନୀ ଅତାବିରା ବିଧାୟିକା ଥିଲେ।ସୂଚନା ଥାଉକି, ନୂଆପଡ଼ା ଜିଲା ସଭାପତି ଥିବା ମନୋଜ ମିଶ୍ର, ଆଦିବାସୀ ଚେହେରା ଭାବେ ଭାନୁ ପ୍ରତାପ ସିଂ ମାଝୀ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷ ଥିବା ତାରେଶ୍ୱରୀ ସାହୁ ଏବଂ Continue Reading
National News
KYIV , OCT 15 : A Ukrainian government delegation has met with prominent American weapons manufacturers during a U.S. visit, a senior Kyiv official said Wednesday, before President Volodymyr Zelenskyy’s meeting with U.S. counterpart Donald Trump at the White House later this week. A delegation led by the head of the Ukrainian president’s office, Andrii […]Continue Reading
National News
NEW DELHI, OCT 15 : The BJP on Wednesday released its second list of 12 candidates for the upcoming Bihar Assembly polls, fielding singer Maithili Thakur from Alinagar seat and former IPS officer Anand Mishra from Buxar. According to the list, Ram Chandra Prasad will contest from Hayaghat seat, while Chhoti Kumari and Rakesh Ojha […]Continue Reading
Odisha News
ଭୁବନେଶ୍ୱର, ୧୫/୧୦ : ଭୁଷୁଡୁଛି ମାଓ ସଙ୍ଗଠନ। ଅସ୍ତ୍ର ତ୍ୟାଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମାଓବାଦୀ । ଶୀର୍ଷ ନେତାଙ୍କ ସହ ଅସ୍ତ୍ର ଛାଡିଛନ୍ତି ୧୩୮ ମାଓବାଦୀ । ବନ୍ଧୁକ ବଦଳରେ ସମ୍ବିଧାନ ଧରିଲେ ମାଓବାଦୀ । ସଙ୍ଗଠନ ଛାଡ଼ି ଅସ୍ତ୍ର ତ୍ୟାଗ କରୁଛନ୍ତି ମାଓବାଦୀ ।ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମାଓବାଦୀଙ୍କ ଶୀର୍ଷ ନେତା ମେଲୋଜୁଲ୍ଲା ବେଣୁଗୋପାଳ ନିଜ ଦଳବଳ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ବେଣୁଗୋପାଳଙ୍କ ସମେତ Continue Reading
Odisha News
ଭୁବନେଶ୍ୱର,୧୫/୧୦: ରାଶନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏଣିକି ମୁଣ୍ଡ ପିଛା ଚାଉଳ ପରିମାଣ ବଢ଼ିପାରେ। ତେବେ ୫ କିଲୋ ଜାଗାରେ ଆଉ ଅଧିକ ୫କିଲୋ ଚାଉଳ ଦେବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ରାଶନକାର୍ଡରେ ଥିବା ପ୍ରାୟ ୩ କୋଟି ୨୫ ଲକ୍ଷ ହିତାଧିକାରୀ ଅଧିକ ଚାଉଳ ପାଇବେ। ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଅନେକ ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ପର୍ଯ୍ୟାପ୍ତ ହେଉ ନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୫/୧୦ : (ମଙ୍ଗଳବାର )ଅପରାନ୍ହ ୪ ଘଟିକା ସମୟରେ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ୮ ତମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ର ଜ଼ିଲ୍ଲା ସ୍ତରୀୟ ଉତ୍ସବ ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ସମସ୍ତ ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଉକ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ Continue Reading
Odisha News
ନୂଆପଡ଼ା, ୧୫/୧୦ : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆଙ୍କ ନାମରେ ମୋହର ମାରିଛି । ବୁଧବାର ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଜୟଙ୍କ ନାମକୁ ବିଧିବଦ୍ଧ ଭାବରେ ପ୍ରକାଶ କରିଛି । ଏହା ସହିତ ଅନ୍ୟ ରାଜ୍ୟ ଯଥା ଜାମ୍ମୁ କଶ୍ମୀର, ତେଲେଙ୍ଗାନା ଓ ଝାରଖଣ୍ଡରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଉ ଚାରି ଜଣଙ୍କ ନାମ ମଧ୍ୟ ଘୋଷଣା କରିଛି ।ଆସନ୍ତାକାଲି ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବ […]Continue Reading
Odisha News
ପୁରୀ , ୧୫/୧୦ : ଦୀପାବଳି ପାଳନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଆସନ୍ତା ୨୧ ମଙ୍ଗଳବାର ପରିବର୍ତ୍ତେ ୨୦ ତାରିଖ ସୋମବାର ଦିନ ଦୀପାବଳି ପାଳନ କରିବାକୁ କହିଛି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ମହାସଭା । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପଣ୍ଡିତ ମହାସଭା ସ୍ପଷ୍ଟ କରିଛି ।ପୂର୍ବରୁ ଦୀପାବଳି ପାଳନ ତାରିଖକୁ ନେଇ ଦ୍ୱନ୍ଦ୍ୱକୁ ଦୂର କରିଛି ମୁକ୍ତିମଣ୍ଡପ ପଣ୍ଡିତ ମହାସଭା । ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ […]Continue Reading