Home Articles posted by odadmin (Page 130)
Odisha News
ଭୁବନେଶ୍ୱର, ୨୪/୩ : ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ପୁଣିଥରେ ଚରମ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ଭୁଲ୍ ଇଞ୍ଜେକ୍‌ସନ ଦେବାରୁ ଜଣେ ୧୧ ବର୍ଷୀୟ ନାବାଳକ ସାଇଙ୍କ ମୃତ୍ୟୁ ଘଟିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି।ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଚାନ୍ଦପୁରରୁ ଆସିଥିବା ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଭୟଙ୍କର ହଙ୍ଗାମା କରିଥିବା ବେଳେ, କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୩ : (ସୋମବାର ) ଅପରାହ୍ନ ରେ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣୀ ପରେ ପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲାସ୍ତରୀୟ ଓଡିଶା ଦିବସ ଏବଂ ଏପ୍ରିଲ ୧ ତାରିଖ ଠାରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଓଡିଆ ପକ୍ଷ ମହାସମାରୋହ ରେ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୪/୩ : ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ର ଚତୁର୍ଥ ସନ୍ଧ୍ୟାରେ ବଲିଉଡ ନାଇଟରେ ମହୋତ୍ସବ ପଡ଼ିଆରେ ସୃଷ୍ଟି ହୋଇଥିଲା ଏକ ରଙ୍ଗୀନ ମାହୋଲ। ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିଲା ଯଯାତି ମହୋତ୍ସବରେ।ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇନ, ଅବକାରୀ ଏବଂ ନିର୍ମାଣ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ Continue Reading
Odisha News
ଭୁବନେଶ୍ୱର, ୨୩/୩ : ଗ୍ରୀଷ୍ଣ ଋତୁରେ ସମ୍ଭାବ୍ୟ ଅଂଶୁଘାତକୁ ଏଡ଼ାଇବାକୁ ରାଜ୍ୟ ଶ୍ରମ ବିଭାଗ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରଚଣ୍ଡ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଏପ୍ରିଲ ୧ ତାରିଖରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ କାମ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତରୁ ରକ୍ଷା କରିବା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ବିହିତ ପଦକ୍ଷେପ ନେବା ନିମନ୍ତେ ସମସ୍ତ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୨୩/୩ : ପାଇକ ବିଦ୍ରୋହର ଶହୀଦ ଓ ସଂଗ୍ରାମୀମାନଙ୍କ ଗାଁ ବରପୁତ୍ର ଏତିହ୍ୟ ଗ୍ରାମ ଭାବେ ଘୋଷିତ ହେବା ଦାବିରେ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ କର୍ମକର୍ତା କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏକ ବିଶେଷ ଅଧିବେଶନ ଅଂଜୁଶ୍ରୀ କଲ୍ୟାଣ ମଣ୍ଡପ ସନ୍ନିକଟ ମଙ୍ଗଳା ମନ୍ଦିର ସଭାଗୃହରେ ସଭାପତି ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ତଥା ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନଙ୍କ Continue Reading
National News
NEW DELHI, MAR 23 : The Drug Controller General of India (DCGI) has launched a nationwide crackdown on unapproved Fixed Dose Combination (FDCs). The drug regulator has requested to examine the 90 FDCs in the generic name, whether approval is granted by the state or UT drug controllers, according to a letter accessed by ANI. […]Continue Reading
Odisha News
ସମ୍ବଲପୁର, ୨୩/୩ : ଜେଲରେ ଭୋରରୁ ଅତର୍କିତ ଚଢ଼ାଉ । ସମ୍ବଲପୁର ସର୍କଲ୍ ଜେଲରେ ପୋଲିସ୍ ପକ୍ଷରୁ ବଡ଼ ଧରଣର ରେଡ୍ କରାଯାଇଛି। ସମ୍ବଲପୁର ସହିତ ରେଢାଖୋଲ ଓ କୁଚିଣ୍ଡା ଉପକାରାଗାରରେ ଚାଲିଥିବା ପୋଲିସ ରେଡ଼୍ ସମ୍ପୂର୍ଣ୍ଣ ହୋଇଛି। ରେଡ଼୍ ସମୟରେ କୌଣସି ଆପତ୍ତିଜନକ ସାମଗ୍ରୀ ମିଳିନଥିବା ପୋଲିସ ଓ ମାଜିଷ୍ଟ୍ରେଟ୍ ଙ୍କ ପକ୍ଷରୁ ସୂଚନା ମିଳିଛି। ସମ୍ବଲପୁର ସର୍କଲ ଜେଲ୍ ରେ ଆଜି ଭୋରୁ ଏହି ରେଡ଼୍ ହୋଇଥିଲା।ଦୁଇଜଣ ଆଡିସନାଲ୍ ଏସପି, ଜଣେ ଏସଡିପିଓ, ବିଭିନ୍ନ Continue Reading
Top Stories
By Tapaswini Sahoo Bhubaneswar, Odisha /Mar 22 : The Indian Hotels Company Limited (IHCL), South Asia’s largest hospitality conglomerate and a member of the Tata Group, reaffirmed its dedication to corporate social responsibility through its annual global initiative, titled “Bharat Ek Saath.” This program unites IHCL employees worldwide in efforts to promote Continue Reading