Home Articles posted by odadmin (Page 1302)
Odisha News
ଭୁବନେଶ୍ବର,୫/୬: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୭୦ ଜଣଙ୍କ ମୃତଦେହ ଏଯାଏ ଚିହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସେ କହିଛନ୍ତି, ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୭୫ । ବର୍ତ୍ତମାନ ସୁଦ୍ଧା ୧୭୦ଟି ମୃତ ଶରୀରର ପରିଚୟ ମିଳି ସାରିଛି । ମୃତ ଶରୀର ନେବାକୁ ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଓ ସହଯୋଗରେ ମୃତ ଶରୀରର ପଠା ଯାଉଛି । ୧୯୯୯ […]Continue Reading
Top Stories
– Seven athletes clinch 7 medals including 3 Gold, 3 Silver and 1 Bronze – Bhubaneshwar, June 5: Reliance Foundation’s seven-strong contingent shone brightly at the 3rd Khelo India University Games 2023 in Uttar Pradesh by winning a total of seven medals. Martin Owens, Head Coach, Odisha Reliance Foundation Athletics High Performance Center, said, “The Continue Reading
Business News Top Stories
Over 400 professionals attendeda day-long safety training program organised by the company, in collaboration with the Directorate of Factories and Boilers, Govt. of Odisha. By Ankita Das Bhubaneswar, June 5 : Vedanta Aluminium, India’s largest producer of aluminium,recently organized an impactful industrial safety training program at its Jharsuguda operations, in Continue Reading
Top Stories
By Dr Gourang Charan Rout Bhubaneswar/Balasore, June 4: As the tragic train accident in Balasore district of Odisha on Friday evening shocked the entire nation, Vedanta Aluminium that believes in action rather than words, joined the state and central administration in the rescue and relief operations immediately.  Soon after the news of the accident broke, […]Continue Reading
Top Stories
‘There have been some issues in signalling,’ Railway Board chairman Jaya Varma Sinha By Sukant Mohanty Bhubaneswar, June 4: The root cause of the tragic train mishap that killed at least 275 people and left 1,175 injured in Odisha’s Balasore district has been ascertained, said railways minister Ashwini Vaishnaw on Sunday. “The root cause of […]Continue Reading
Top Stories
By Prabhat Singh Bhubaneswar, June 4: Union Railways Minister Ashwini Vaishnaw on Sunday informed that the Railway Board has recommended handing over  the investigation into the Odisha train tragedy to the Central Bureau of Investigation (CBI). All the aspects like what circumstances led to such a tragedy and who are responsible will be probed, he […]Continue Reading
Odisha News
By Akshya Rout ଯାଜପୁର,୦୪/୦୬ ; ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଓସ୍ତପାଳ ପଞ୍ଚାୟତର ପ୍ରମୋଦ ନାଥ ଏବଂ ତାଙ୍କ ପତ୍ନୀଙ୍କର ଅକାଳ ମୃତ୍ୟୁ ହୋଇଯାଇଛି । ଉଭୟଙ୍କ ମୃତ୍ୟୁ ପରେ ବେସାହାରା ହୋଇ ଯାଇଛନ୍ତି ତାଙ୍କର ୨ ଝିଅ ଏବଂ ଏକମାତ୍ର ଶିଶୁପୁତ୍ର। ବାପା ମା ଛେଉଣ୍ଡ ତିନି ସନ୍ତାନଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ଏହି ହୃଦୟ ବିଦାରକ ଖବର ଶୁଣି ତୁରନ୍ତ ଓସ୍ତପାଳ ଗାଁରେ ପହଞ୍ଚିଥିଲେ ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟ ଗଜପତି,୦୪/୦୬: ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ ପୁର୍ଣିମା ଉତ୍ସବ କାର‌୍ୟ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନା ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପୂର୍ବାହ୍ନ ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା Continue Reading
Odisha News
By Biswa Bhusan Mohapatra ନୟାଗଡ଼,୦୪/୦୬: ନୟାଗଡ଼ ଜିଲ୍ଲା ଗ୍ରସ୍ଥରେ ଓଡିଶା ବିଧାନସଭାର ଲାଇବ୍ରେରୀ କମିଟି କ୍ଷ ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ବିଧାୟକ ପ୍ରଫୁଲ ସାମଲଙ୍କ ନେତୃତ୍ୱରେ କମିଟି ଜିଲ୍ଲାଗ୍ରସ୍ଥରେ ଆସି ନୟାଗଡ଼ରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି କ୍ଷ ଏହି କାର‌୍ୟ୍ୟକ୍ରମରେ ସ୍ୱତନ୍ତ୍ର ଅତିଥିଭାବେ ରହିଛନ୍ତି ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ କ୍ଷଆଜି ମଧ୍ୟାହ୍ନରେ ୧୨ ଜଣ ବିଧାୟକ ନୟାଗଡ଼ରେ ପହଂଚିବା ପରେ ବିଧାୟକ ଡ଼ଃ Continue Reading
Odisha News
By Biswa Bhusan Mohapatra Nayagarh,04/06 : ସ୍ନାତକ ଯୋଗ୍ୟତା ଭିତ୍ତିରେ ଦରମା ଓ ଗ୍ରେଡପେ ବ୍ରୁଦ୍ଦି ଦାବୀ ନେଇ  ଧାରଣାରେ ନୟାଗଡ଼ ଜିଲ୍ଲା ଅମଲା ସଘଂ। ଜିଲ୍ଲାରେ ସରକାରୀ କାଯ୍ୟ ଠପ। କାଯ୍ୟାଳୟ ମାନଙ୍କରେ ଅଚଳାଅବସ୍ଥା। ନୟାଗଡ଼ ଜିଲ୍ଲା ମିଳିତ ଅମଲାମଞ୍ଚ ଡାକରାକ୍ରମେ  ଜିଲ୍ଲାର ସମସ୍ତ ଅମଲା କଲମଛାଡ ଆନ୍ଦୋଳନ କରିବା ସହ ଧାରଣାରେ ବସିରହିଛନ୍ତି।  ସ୍ନାତକ ଯୋଗ୍ୟତା ଭିତିରେ ଜିଲ୍ଲାସ୍ତରୀୟ କନିଷ୍ଠ ଅମଲା ମାନଙ୍କର ମୁଳ ଦରମା  ୯; ୩୦୦ Continue Reading