Home Articles posted by odadmin (Page 13)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୫/୩ : ପୂର୍ବତନ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ରଙ୍କ ବଡ଼ ଭାଇ ତଥା ପୂର୍ବତନ ଦୁର୍ଗପତି ,ପୋଲିସ ଟ୍ରେନିଂ କଲେଜର ଅଧ୍ୟକ୍ଷ ଖୋରଧା କ୍ଲବର ବରିଷ୍ଠ ସଂଗ୍ରାମୀ ସଦସ୍ୟ ଅରବିନ୍ଦ ମିତ୍ରଙ୍କ(୭୯) ବୟସରେ ରବିବାର ରାତିରେ ପରଲୋକ ହୋଇଯାଇଛି। ଖୋରଧା କ୍ଳବ ପକ୍ଷରୁ ଏହି ଉପଲକ୍ଷେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା।କ୍ଲବର ବରିଷ୍ଠ ସଦସ୍ୟ ତଥା ଅଧିବକ୍ତା ପ୍ରଫୁଲ୍ଲ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ Continue Reading
Top Stories
By B.Swagatika Bhubaneswar, March 24: “Government institutions alone cannot handle today’s complex development challenges. Collaboration is essential for effective governance and sustainable development,” said Shri Jugal Kishore Mohapatra, Chairperson, Committee on Administrative and Governance Reforms, Government of Odisha, and Former Chief Secretary, Odisha. He was Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୪/୩ : ଓଡ଼ିଶା ଅବକାରୀ ରିପୋର୍ଟ ୨୦୨୫ ଦେଖିଲେ ଜଣାପଡ଼େ ଦେଶୀ ମଦ (ମହୁଲି) ବିକ୍ରିରେ ସର୍ବାଧିକ ଜିଲ୍ଲାରେ ସୁନ୍ଦରଗଡ଼ ପ୍ରଥମ , ମୟୁରଭଞ୍ଜ ଦ୍ୱିତୀୟ ଏବଂ ବାଲେଶ୍ୱର ତୃତୀୟ । ମାତ୍ର ଯଦି କୌଣସି ଶିକ୍ଷିତ ବ୍ୟକ୍ତି ବାସ୍ତବରେ ଅନୁଧ୍ୟାନ କରିବେ ସୁନ୍ଦରଗଡ଼କୁ ପଛରେ ପକାଇ ବାଲେଶ୍ୱର ପ୍ରଥମ ହେବ ।ବର୍ତ୍ତମାନ ବାଲେଶ୍ୱରରେ ଦେଶୀ ମଦ (ଆଇଡ଼ି ଲିକ୍ୟୁର)ଏତେ ମାତ୍ରାରେ ବିକ୍ରି ହେବା ସଙ୍ଗେ ସଙ୍ଗେ ଓଡ଼଼ି଼ିଶାର ପ୍ରଥମ Continue Reading
Odisha News
ରାୟପୁର, ୨୪/୩ : ମାଓ ମୁକ୍ତ ଅଭିଯାନରେ ବଡ଼ ସଫଳତା। ଛତିଶଗଡ଼ ଜଗଦଲପୁରରେ ଆତ୍ମସମର୍ପଣ କରିଛନ୍ତି ଟପ୍ ମାଓନେତା ତଥା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖ୍ୟ ପାପା ରାଓ।ପୁନର୍ବାସ ପାଇଁ ୧୨ ଜଣ ନକ୍ସଲ ସାଥୀଙ୍କ ସହିତ ପାପା ରାଓ ଜଗଦଲପୁର ପହଞ୍ଚିଛନ୍ତି। ମାଓବାଦୀ ମାନେ AK-47 ଏବଂ SLR ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ନେଇ ଆସିଥିଲେ। ମାର୍ଚ୍ଚ ୩୧ ପାଖେଇ ଆସୁଥିବା ବେଳେ ମାଓ ଗଡ଼ ଖାଲି ହେବାକୁ ଲାଗିଛି।ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୪/୩ : ଜିଲ୍ଲା ପୁଲିସ ପକ୍ଷରୁ ୫ଦିନ ବ୍ୟାପୀ ଚାଲିଥିବା ସାଇବର ସଚେତନ୍‌ତା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ ଜିଲ୍ଲାର ସମସ୍ତ ପୁଲିସ ଅଧିକାରୀ ଯୋଗଦେଇ ସାଇବର ଅପରାଧ ସମ୍ପର୍କରେ ବିଶେଷଜ୍ଞଙ୍କ ଠାରୁ ବିଭିନ୍ନ ଦିଗ ବିଷୟରେ ଜାଣିବାକୁ ପାଇଥିଲେ।ଶିବିରରେ ସାଇବର ଅପରାଧ, ଏହାର ପରିଭାଷା, ଧାରା, ତଦନ୍ତ ପ୍ରକ୍ରିୟା ଏବଂ ତଥ୍ୟ ସଂଗ୍ରହ ଉପରେ Continue Reading
Odisha News
ଭୁବନେଶ୍ୱର, ୨୪/୩ : ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ପୁଣିଥରେ ଚରମ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ଭୁଲ୍ ଇଞ୍ଜେକ୍‌ସନ ଦେବାରୁ ଜଣେ ୧୧ ବର୍ଷୀୟ ନାବାଳକ ସାଇଙ୍କ ମୃତ୍ୟୁ ଘଟିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି।ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଚାନ୍ଦପୁରରୁ ଆସିଥିବା ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଭୟଙ୍କର ହଙ୍ଗାମା କରିଥିବା ବେଳେ, କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୩ : (ସୋମବାର ) ଅପରାହ୍ନ ରେ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣୀ ପରେ ପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲାସ୍ତରୀୟ ଓଡିଶା ଦିବସ ଏବଂ ଏପ୍ରିଲ ୧ ତାରିଖ ଠାରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଓଡିଆ ପକ୍ଷ ମହାସମାରୋହ ରେ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ […]Continue Reading