Home Articles posted by odadmin (Page 14)
National News
New Delhi,Oct 22 :  India on Thursday strongly condemned the October 21 attacks on Saudi Arabia’s King Fahd International Airport in Dammam and Saudi Aramco’s Shaybah oil field, which killed one Indian national and injured three others, calling strikes on civilian and critical infrastructure “completely unacceptable” and demanding an immediate halt to such attacks. Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୧୦ : ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ଚାଲିଥିବା ଅଗ୍ରାଧିକାର ଭିତ୍ତିକ ଜାମିନ ବିହୀନ ଗିରଫ ପରୱାନା (ଏନ:ବି:ଡବ୍ଲ୍ୟୁ) କାର୍ଯ୍ୟକାରୀ ଅଭିଯାନ କ୍ରମରେ ଆଜି ଜଣକୁ ଗିରଫ କରାଯିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।ଆଜି ତା.୨୨.୧୦.୨୦୨୬ ରିଖରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଜଣେ ୱାରେଣ୍ଟଭୁକ୍ତ ଅଭିଯୁକ୍ତ ବିଗବସ୍ ଲିମା (୨୭), ପିତା ବାଲାରାଜୁ ଲିମା, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୨/୧୦ : ଓଡ଼ିଶା କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଛି ଏକ ଦୁଃଖଦ ଖବର। ସଡ଼କ ଦୁର୍ଘଟଣାରେ ଦୁଇ ଉଦୀୟମାନ ଆଥଲେଟ୍‌ଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ମୃତ୍ୟୁଞ୍ଜୟ ଜୟରାମ ଦଣ୍ଡପାଟ ଓ ମଳୟ ବାରିକ। ଉଭୟଙ୍କ ଅକାଳ ବିୟୋଗରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁସାରେ, କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ୧୦ଟା Continue Reading
Business News
By Prakash Panigrahi  New Delhi,Oct 22 : This festive season, Mia by Tanishq, one of India’s leading contemporary fine jewellery brands, unveils ‘Lightscapes’, its latest collection inspired by the magic of festive lights that illuminate homes and celebrations throughout the season. Featuring 230+ designs across plain gold, natural diamonds and Continue Reading
Odisha News
ଯାଜପୁର, ୨୨/୧୦ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଆର୍‌ଆଣ୍ଡବି ସବ୍‌ଡିଭିଜନର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (AEE) ତପନ ସେଠୀଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି।ଗୁରୁବାର ଏକକାଳୀନ ୭ଟି ସ୍ଥାନରେ ଏହି ଚଢ଼ାଉ ଆରମ୍ଭ ହୋଇଛି। କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁରର ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି।କଟକ ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୨୨/୧୦: ବେପାରୀ ସାହି ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ରେ ନବରାତ୍ରି ଉପଲକ୍ଷେ ନଅଦିନ ବ୍ୟାପୀ ଧ୍ୟାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ ରୋଟାରୀ ଗଭର୍ଣ୍ଣର ଶ୍ରୀ ଏ ବି ମହାପାତ୍ର ,ବରିଷ୍ଠ ଓକିଲ ରମଣୀ କାନ୍ତ ପଟ୍ଟନାୟକ, ବି କେ ଅରବିନ୍ଦ୍, ବି କେ ଲକ୍ଷ୍ମୀନାରାୟଣ, ବି କେ ସୁଚିତ୍ରା ,ବି କେ ବରଦା ଅତିଥି ଭାବେ ଯୋଗଦେଇ ଯୋଗ ଭଟି ଦ୍ୱାରା କିପରି ମନରେ ପରିବର୍ତ୍ତନ ହୋଇଥାଏ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୧୦ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।ଏହି ଅବସରରେ ସେ ମୁର୍ଶୁଣ୍ଢୀ, ତେଲିବନ୍ଧ, ପଦ୍ମନପୁର ଆଦି ପଞ୍ଚାୟତ ଗସ୍ତ କରି ଖାଉଟିମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରାସନ ସାମଗ୍ରୀର ବଣ୍ଟନ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ।ପରିଦର୍ଶନ ସମୟରେ ଜିଲ୍ଲାପାଳ ଖାଉଟିମାନଙ୍କ ସହ ସିଧାସଳଖ Continue Reading