Home Articles posted by odadmin (Page 1290)
Odisha News
ପଟ୍ଟାମୁଣ୍ଡାଇ,୧୩/୩: ସକାଳୁ ସକାଳୁ ସାନଭାଇ ସନାତନ ବେହେରା ନିଜର ନୂଆ ଘର ତିଆରି କରିବା ଲାଗି ନିଅଁ ଖୋଳୁଥଲା। ହେଲେ ଏହାକୁ ବିରୋଧ କରିଥିଲା ବଡ଼ଭାଇ ଅନୁପମ ବେହେରା (୩୬)। ଏହାକୁ ନେଇ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।ଏହାପରେ ଉତକ୍ଷିପ୍ତ ହୋଇ ହଠାତ୍ ସାନଭାଇ ଏକ କଟୁରୀରେ ବଡ଼ଭାଇକୁ ଏକାଧିକ ଥର ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ରକ୍ତାକ୍ତ ଅବସ୍ଥାରେ ଟଳିପଡ଼ିଥିଲା ବଡ଼ଭାଇ ଅନୁପମ। ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଅନୁପମକୁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୧୩/୬: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଭାରତୀୟ ଷ୍ଟେଟବ୍ୟାଙ୍କରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ରେକର୍ଡ ରୁମ୍ ସମ୍ପୂଣ୍ଣପୋଡି ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଫିରିଙ୍ଗିଆ ଓ ପରେ ଫୁଲବାଣୀରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁଯାୟୀ, ଗୋଚ୍ଛାପଡା ଭାରତୀୟ ଷ୍ଟେଟବ୍ୟାଙ୍କ ଶନିବାର ଏବଂ ରବିବାର ବନ୍ଦ ଥିଲା।ରବିବାର ସକାଳୁ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୩/୬: ଯଥୋଚିତ ତଥା ଯୁକ୍ତିଯୁକ୍ତ ପୂର୍ଣ୍ଣ ଯଥାର୍ଥ ଦାବୀ ପୁରଣ ଦିଗରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ପ୍ରାୟ ଦୁଇ ସପ୍ତାହ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରୀ ରହିଥିବା ଏବଂ ଏ ଦିଗରେ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ପରିଲକ୍ଷିତ ହେଉଥିବା ବେଳେ ଆଜି ପୁଣି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହ ଏହା ସମସ୍ତ ଜିଲ୍ଲା ସଦର […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୬ : ବୌଦ୍ଧ ଟାଉନହଲ୍ ଠାରେ ଆଜି ଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସୋସିଏସନର ସଦସ୍ୟଙ୍କ ସମେତ ଅନୁବନ୍ଧିତ କ୍ଲବ ସମୁହ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ସଭାପତି ନିରଞ୍ଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ସଂପାଦକ ଯୁଗଳ କିଶୋର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଉପ-ସଭାପତି Continue Reading
Top Stories
By Swagatika Swain Bhubaneswar, June 13: To observe the International Day against Child Labour, the Odisha State Commission for Protection of Child Rights (OSCPCR), Labour and ESI department Govt of Odisha,  in collaboration with UNICEF, released two posters as part of a sensitization programme against child labour in Bhubaneswar on Monday. The posters depict Continue Reading
National News
NEW DELHI, JUNE 12 : Amid the Opposition’s claims of a possible data breach on the CoWIN portal, Union Minister of State for Information Technology Rajeev Chandrasekhar said the ministry immediately reviewed the claims and found that CoWIN app or data has not been directly breached. Several opposition leaders have claimed a major data breach […]Continue Reading
National News
NEW DELHI,JUNE 12 : Farmers with their tractors on roads in Haryana’s Kurukshetra, blocked the national highway (NH) to Delhi after a mahapanchayat on Monday as they protested against the Haryana government’s decision not to buy sunflower seeds at the minimum support price (MSP). The protesting farmers reached the national highway demanding MSP for sunflower […]Continue Reading
Odisha News
ଭୁବନେଶ୍ୱର,୧୨/୬: ଯୁକ୍ତ ତିନିରେ ନାମ ଲେଖାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । www.samsodisha.gov.inରେ ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।ସେହିପରି ଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭, ତୃତୀୟ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୩, ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ, ପଞ୍ଚମ ପର୍ଯ୍ୟାୟ ସେପ୍ଟେମ୍ବର ୧ ଏବଂ ଷଷ୍ଠ ପର୍ଯ୍ୟାୟ ୧୩ Continue Reading