The initiative reiterates the company’s commitment to conserving biodiversity around its operations By Ramachandra Behera Bhubaneswar, June 14: Vedanta Aluminium, India’s largest producer of Aluminium, established a lush new Butterfly Park within its premises at Jharsuguda, Odisha. The park harbours over 100 meticulously curated selections of plant species that will Continue Reading
ଜୟପୁର,୧୪/୬ : ରାଜସ୍ଥାନର ଜୟପୁର-ଆଜମେର ଜାତୀୟ ରାଜପଥରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ମାରପିଟ କରିଛନ୍ତି ଜଣେ ଆଇଏସ ଓ ଜଣେ ଆଇପିଏସ ଅଫିସର। ଘଟଣାର ଭିଡିଓ ଭାଇରାଲ ହେବାପରେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ସହ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।ରବିବାର ରାତିରେ ପୂରା ଘଟଣା ଘଟିଥିଲା। ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭିରେ ସବୁ କିଛି ରେକର୍ଡ ହୋଇଛି। ଭିଡିଓ ଅନୁସାରେ ଦୁଇ ପକ୍ଷରୁ ଲୋକ ପରସ୍ପରକୁ ଠେଲାପେଲା କରୁଥିବା ବେଳେ ଟେକା ପଥର Continue Reading
ନୂଆଦିଲ୍ଲୀ,୧୪/୬: ଆରବ ସାଗରରେ ସୃଷ୍ଟି ହୋଇଥିବା ବଡ଼ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଭୀଷଣ ରୂପ ଧାରଣ କରି ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଉଛି। ଗୁଜରାଟର ପୋରବନ୍ଦରରେ ବୁଧବାର ପ୍ରବଳ ପବନ ସହ ପ୍ରବଳ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଗଛ ଉପୁଡ଼ି ପଡ଼ିଛି।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଲାକ୍ଷାଦ୍ୱୀପ ସମେତ ଅନେକ ରାଜ୍ୟ ଏବଂ Continue Reading
London,June 14 :A 27-year-old woman from Hyderabad, who was studying in the United Kingdom, was allegedly stabbed to death by a Brazilian man at her accommodation in London. The woman, identified as Kontham Tejaswini Reddy from Champapet in Hyderabad, used to stay with her friends at a residential property in Neeld Crescent, Wembley in London. […]Continue Reading
Tamil Nadu,June 14 : The Enforcement Directorate (ED) arrested Tamil Nadu Power and Excise Minister V Senthil Balaji on Wednesday after conducting searches at premises linked to him in connection with a money laundering case. The minister was arrested after a long session of questioning under the Prevention of Money Laundering Act (PMLA) into a […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୪/୬: ପାରଳାଖେମୁଣ୍ଡି ସ୍ଥିତ ଶାସକ ପ୍ରଶାସକ ଖବର କାଗଜର ଜିଲ୍ଲା ସାମ୍ବାଦିକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀଙ୍କ ମାଆ ଶାନ୍ତିଲତା ପାଣିଗ୍ରାହୀଙ୍କ ୭୦ ବର୍ଷ ବୟସରେ ବିୟୋଗ ହୋଇଛି ।ଗତ ସୋମବାର ଦିନ ମଧ୍ୟାହ୍ନ ସମୟରେ ତାଙ୍କର ହଠାତ୍ ଛାତି ଯନ୍ତ୍ରଣା ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ସ୍ଥିତ ରାଘୁବୁଲୁ ହସପିଟାଲରେ ଭର୍ତ୍ତି Continue Reading
GUJARAT,JUN 14 : The India Meteorological Department (IMD) has sounded a red alert for the Saurashtra, Dwarka and Kutch coasts in Gujarat in view of the very severe cyclonic storm Biparjoy. The cyclonic storm is expected to cause massive damage today and a heavy rainfall warning has been sounded for several states. The cyclone is […]Continue Reading
କେନ୍ଦ୍ରାପଡ଼ା,୧୪/୬ : ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ପ୍ରଥମ ରଜରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟରେ ଘଟିଛି । ମୃତକଜରକ ହେଲେ ୧୦ ବର୍ଷୀୟ ନାବାଳକ ଆଶୁତୋଷ ଆଚାର୍ୟ୍ୟ ।ଆଶୁତୋଷ ଆଜି ନିଜ ମା’ଙ୍କ ସହ ଗାଁ ନିକଟରେ ଥିବା ନଦୀକୁ ଶୌଚ ପାଇଁ ଯାଇଥିଲେ। ମା’ ଗାଧୋଉଥିବା ବେଳେ କିଛି ଦୂରକୁ ଶୌଚ ପାଇଁ ଯାଇଥିବା ପୁଅଟି ହଠାତ୍ ଚିତ୍କାର […]Continue Reading
ଭୁବନେଶ୍ବର,୧୪/୬: ଭୁବନେଶ୍ବର ପୌର ନିଗମର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କର ଆଜି ସକାଳେ ତାଙ୍କର ସହିଦ ନଗରସ୍ଥିତ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।ସେ ଜଣେ ସମାଜସେବୀ ଓ ରାଜନେତା ତଥା ଚିକିତ୍ସକ ଭାବେ ବେଶ ଜଣାଶୁଣା ଥିଲେ। ତାଙ୍କର ଧର୍ମପତ୍ନୀ ଡକ୍ଟର ସଂଘମିତ୍ରା ମିଶ୍ର ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକା। ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା Continue Reading
କଟକ,୧୪/୬: ଆଜି ହେଉଛି ପହିଲି ରଜ। ବିଶେଷ କରି ଗାଁ ଗହଳିରେ ବହୁତ ଆନନ୍ଦ ଉତ୍ସାହର ସହିତ ରଜ ପାଳନ କରାଯାଉଛି । ବିଶେଷ କରି ଏହା ହେଉଛି କୁଆଁରିଙ୍କ ପର୍ବ। ସଜବାଜ ହୋଇ ସେମାନେ ଆଜି ମଉଜ କରୁଛନ୍ତି।ତିନି ଦିନ ଧରି ଏପରି ଚାଲିବ। ଏହି ୩ ଦିନ କାମ ବନ୍ଦ। ନୂଆ ଡ୍ରେସ୍ ପିନ୍ଧି ହାତରେ ମେହେନ୍ଦି, ପାଦରେ ଅଳତା, ମୁଣ୍ଡରେ ଚନ୍ଦନ ଟିପା ଲଗାଇ ପାନ ଖାଇ ମଉଜ କରୁଛନ୍ତି । ରଜର […]Continue Reading




