Home Articles posted by odadmin (Page 1286)
Odisha News
ବ୍ରହ୍ମପୁର,୧୫/୬ : ବ୍ରହ୍ମପୁର ସ୍ଥିତ ଗକଉଏ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଭାନୀ ପଟ୍ଟନାୟକ। ସେ ପିଜି ପ୍ରଥମ ବର୍ଷର ଚର୍ମ ବିଭାଗର ଛାତ୍ରୀ ଥିଲେ। ତାଙ୍କ ଘର ପୁରୁଷୋତ୍ତମପୁରରେ।ସୁଭାନୀ ହଷ୍ଟେଲରେ ରହୁଥିଲେ। ଆଜି ସକାଳେ ତାଙ୍କର ସାଙ୍ଗମାନେ ହସ୍ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିଲା। ସେ ବାହାରି ନଥିଲେ। ପରେ ଜଣାପଡ଼ିଲା ତାଙ୍କ ଅବସ୍ଥା ଗୁରୁତର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୬: ବୌଦ୍ଧ ଜିଲ୍ଲାରେ ପ୍ରଧାନଶିକ୍ଷକ ପଦୋନ୍ନତି ନେଇ ବୁଧବାର ଦିନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଗୃହକୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଘେରିଥିବା ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲାରେ ଲେବେଲ ୪ ରୁ ଲେବେଲ ୩ ପ୍ରଧାନଶିକ୍ଷକ ପଦୋନ୍ନତି ପାଇବା ପାଇ ଯୋଗ୍ୟ ବିବେଚିତ ହୋଇଥିଲେ ସୁଧା ଜିଲ୍ଲା ଶିକ୍ଷା ବିଭାଗର ଖାମଖଆଲି ନୀତି ଯୋଗୁଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବାରମ୍ବାର ପ୍ରଚାରିତ ହେଉଥିବା ଅଭିଯୋଗ କରିଛନ୍ତି । Continue Reading
Odisha News
ଝାରସୁଗୁଡା,୧୫/୬ : ଘରେ ପଶି ମା’,ଝିଅ ଓ ପୁଅକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବାର୍ହା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଘଟିଛି ଝାରସୁଗୁଡା ସହରର ସ୍ଥିତ କାପୁମାଲ ଗାଁରେ।ଆଜି ସକାଳ ବାର୍ହାଟି ଜଙ୍ଗଲରୁ ପଳାଇ ଆସି କାପୁମାଲ ଗାଁରେ ବୁଲୁଥିଲା। ଏହି ସମୟରେ କୁକୁର ପଲ ବାର୍ହାଟିକୁ ଦେଖି ଭୋକିବା ସହ ଗୋଡ଼ାଇ ଥିଲେ। ବାର୍ହାଟି ଦୌଡ଼ି ଆସି ଜଣଙ୍କ ଘରେ ପଶି ଯାଇଥିଲା। ପରେ ଘରେ […]Continue Reading
National News
Gujarat,June 15 :  With cyclone ‘Biparjoy’ likely to make landfall near Jakhau Port in Gujarat’s Kutch district on Thursday, parts of the Saurashtra-Kutch region received heavy rains accompanied by strong winds, the Met department said. This will be the second cyclone to hit the state in two years after ‘Tauktae’ in May 2021. The IMD […]Continue Reading
National News
MUMBAI,JUNE 15 : Prabhas’ much-awaited mythological film, Adipurush, is just a day away from release. His fans have already begun the celebrations across the country. A day before the grand release, Maharashtra’s Deputy Chief Minister, Devendra Fadnavis, took to Twitter to wish Adipurush team a ‘chartbuster success.’ He also posted a couple of Continue Reading
Odisha News
ଢେଙ୍କାନାଳ,୧୫/୬: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ହୋଇଛି ଗୁଳିମାଡ଼। ତାଙ୍କ ହାତ ଓ ଜଙ୍ଘରେ ଗୁଳି ବାଜିଛି। ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି।ବୁଧବାର (ଗତକାଲି) ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି। କାହ୍ନୁଚରଣ କାରରେ ଘରକୁ ଫେରୁଥିବା ବେଳେ କାମାକ୍ଷାନଗର ମେନ୍ରୋଡ୍ ସ୍ଥିତ ମା’ ତାରିଣୀ ଅଳଙ୍କାର ଦୋକାନ ସାମ୍ନାରେ ତାଙ୍କୁ ଗୁଳି କରାଯାଇଥିଲା।ତିନି ଜଣ ଦୁର୍ବୃତ୍ତ ବାଇକ୍ରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୫/୬: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା “ସଖୀ ୱାନ ଷ୍ଟପ ସେଣ୍ଟର” ତରଫରୁ ରଜ ଉତ୍ସବ ପାଳିତ ହୋଇଯାଇଛି ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ ସେଣ୍ଟର ର କାର୍ଯ୍ୟକାରିଣୀ କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଚାଇଲ୍ଡଲାଇନ ର ସଂଯୋଜକ ଶ୍ରୀ ନାଗେଶ୍ଵର ଚୌଧୁରୀ ଯୋଗଦେଇ ରଜ ଉତ୍ସବ ପାଳନର ଉଦେଶ୍ୟ ଏବଂ ପରମ୍ପରା Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୪/୬: ନୟାଗଡ଼ସ୍ଥିତ ବାଳାଶ୍ରମର କନ୍ୟା ଆୟୂଷ୍ମତୀ ଜିନାର ବିବାହ ଉତ୍ସବ ଆଦର୍ଶ ଯୁବକ ଆୟୂଷ୍ମାନ୍ ଜିତେନ୍ଦ୍ରଙ୍କ ସହିତ ଆମ ସମର୍ପଣ (ବୃଦ୍ଧାଶ୍ରମ)ରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ସାହୁ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶକ୍ତିକାନ୍ତ ରାୟ, ନୟାଗଡ଼ ବନଖଣ୍ଡ ଅଧିକାରିଣୀ ଶ୍ରୀମତୀ କ୍ଷମା ଷଡଙ୍ଗୀ, ବନ୍ୟପ୍ରାଣୀ Continue Reading