କଳାହାଣ୍ଡି,୧୮/୬ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଉଦ୍ୟୋଗପତି ସୁବାଷ ଅଗ୍ରୱା ଙ୍କ ଘରେ ରାତି ଅଧିଆ ମରଣାସ୍ତ୍ର ଦେଖାଇ ଲୁଟ ଘଟଣାରେ କେସିଙ୍ଗା ପୁଲିସ ଜଣେ ମହିଳାଙ୍କ ସମେତ ୭ଜଣ ଅଭିଯୁକ୍ତକୁ ଗିରଫ କରିଛି। ଏମାନଙ୍କଠାରୁ ୧ ଲକ୍ଷ ୧୨ ହଜାର ନଗଦ ଟଙ୍କା, ଡକାୟତି ପାଇଁ ବ୍ୟବହୃତ ଛୁରୀ, ସ୍କ୍ରୁ ଡ୍ରାଇଭର, ରଡ଼,୨ଟି ମୋବାଇଲ ଓ ୨ ବାଇକ ଜବତ କରିଥିବା ପୁଲିସ ସୂଚନା ଦେଇଛି।ଏହି ଘଟଣାରେ ଘରର ନରିଆଣି ସିଧାସଳଖ ସମ୍ପୃକ୍ତ ଥିବାବେଳେ […]Continue Reading
ଉୁମ୍ବାଇ,୧୮/୬: ଏକ ଚେକ୍ ବାଉନ୍ସ ମାମଲାରେ ଶନିବାର ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ରାଞ୍ଚିର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ଜୁନ୍ ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ମାମଲାଟି ୨୦୧୮ର। ଝାଡ଼ଖଣ୍ଡର ଚଳଚ୍ଚିତ୍ର ପ୍ରଯୋଜକ ଅଜୟ କୁମାର ସିଂହଙ୍କ ଅଭିଯୋଗକ୍ରମେ ଅଭିନେତ୍ରୀ ଅମୀଷା ପଟେଲଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଥିଲା।ଅଭିଯୋଗ ଅନୁସାରେ, ‘ଦେଶୀ ମ୍ୟାଜିକ୍’ Continue Reading
କୁଜଙ୍ଗ,୧୮/୬: ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଚାଞ୍ଚଲ୍ୟ। ଜଣେ ଉନ୍ମତ୍ତ ଯୁବକର ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ତିନିଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢେ ୭ଟା ବେଳେ ସ୍ଥାନୀୟ ଏକ୍ସପ୍ରେସ ଓ୍ବେ କଲୋନିରେ ଚିଣ୍ଟୁଆ ନାଥ(୩୫) ନାମକ ଜଣେ ଯୁବକ ସେହି କଲୋନିର ଅନୀତା ରାଉତ(୪୨) ନାମକ ଜଣେ ମହିଳାଙ୍କୁ ଏକ କଟୁରି ଓ ଜିଆଇ ପାଇପରେ ପ୍ରଥମେ ଆକ୍ରମଣ କରିଥିଲା।ଏହାଫଳରେ Continue Reading
LUCKNOW, JUNE 18: Two teams of the health department were rushed to Ballia on Saturday after 40 patients, who had been admitted to the district hospital due to heat stroke-related complications, died over the past three days. As per reports, though the deceased were from varied localities, a high number of deaths sent the health […]Continue Reading
‘The secretary-level bureaucrat IS doing whirlwind tours using the state plane, participating in public functions and receiving public receptions’ By Sukant Kumar Mohanty Bhubaneswar, June 18: Senior BJP leader and Bhubaneswar Lok Sabha member Aparajita Sarangi on Saturday lashed out at the Odisha government by alleging that the entire governance system in the state had Continue Reading
By Satchidananda Behera Kendrapara,June 18: A youth from Pataparia village under Rajkanika block in Odisha’s Kendrapara district was on Thursday arrested for killing a kingfisher and making the video of the incident viral. The arrested youth was identified as Guru Dalai. As per reports, Guru works at a prawn gheri in the area. When he […]Continue Reading
ଭୁବନେଶ୍ୱର,୧୭/୬ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଓ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଅଥବା ଏଥିରୁ ଅଧିକ ରେକର୍ଡ ହୋଇଛି। ସୋନପୁରରେ ୪୫.୭ ଡିଗ୍ରି ପାରା ଚଢ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ରାଜଧାନୀ ଭୁବନେଶ୍ୱରରେ ନିଆଁ ବର୍ଷୁଛି। ଆଜି ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି। ତାତି ଏମିତି ହେଉଛି ଯେ ନା ଘରେ ବସି ହେଉଛି, […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୬: ପଶ୍ଚିମ ଓଡିଶାର ସବୁଜ ହୀରା କୁହାଯାଉଥିବା କେନ୍ଦୁପତ୍ରରୁ ସରକାର ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ କେନ୍ଦୁପତ୍ର ଶ୍ରମିକ ମାନେ ସେମାନଙ୍କ ନାର୍ଯ୍ୟା ଅଧିକାରରୁ ବଞ୍ଚତ ହେଉଥିବା ଅଭିଯୋଗ କରିଆସୁଅଛନ୍ତି । କେନ୍ଦୁପତ୍ର କର୍ମଚାରୀଙ୍କୁ କେଏଲଡିଏଫ ଫାଣ୍ଠିରୁ ବୋନସ ଅର୍ଥ ଦିଆଯାଉଥିବା ବେଳେ କିନ୍ତୁ ବର୍ତ୍ତମାନ ସରକାର ବୋନସ ଘୋଷଣା ନକରି ୧୦୦ରୁ ୧୫୦୦ ଆର୍ଥିକ ସହାୟତା ଘୋଷଣା କଲେ । ଫଳରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୭/୬:ପାରଳାଖେମୁଣ୍ଡି ସ୍ଥିତ ୟୁଟେକ କମ୍ପ୍ୟୁଟର ଏଡୁକେସନ କେନ୍ଦ୍ର ଠାରେ ରଜ ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଆଡମ୍ବର ସହକାରେ ପ୍ରଗତି ମହିଳା ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି ।ଏହି ଅବସରରେ ସ୍କୁଲ ଓ କଲେଜର ଛାତ୍ରୀ ମାନଙ୍କ ସମେତ ଗୃହିଣୀ ମାନଙ୍କୁ ନେଇ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ବିଭିନ୍ନ ପ୍ରତିଯୋଗିତା ଯଥା:- ରଜ-ନୃତ୍ୟ , କାକରା ପିଠା ପ୍ରସ୍ତୁତି ଓ ରଜ କୁଇନ ପ୍ରତିଯୋଗିତା ମାନ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୭/୬: ଦୁଇଦିନିଆ କନ୍ଧମାଳ ଜିଲା ଗସ୍ତରେ ୫ -ଟି ସଚିବ ଭି.କେ.ପାଣ୍ଡିଆନ ଆସିଥିବା ବେଳେ ଦିତୀୟ ଦିନରେ ମଧ୍ୟାହ୍ନରେ ହେଲିକପ୍ଟର ଯୋଗେ ଦାରିଙ୍ଗବାଡ଼ି ହେଲିପ୍ୟାଡ଼ ପଡ଼ିଆଠାରେ ଓହ୍ଲାଇଥିଲେ।ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ସେହିପରି ସଚିବ ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଭେଟି ଶହ ଶହ ଅଭିଯୋଗ ଗ୍ରହଣ କରିଥିଲେ। ମହିଳାମାନଙ୍କୁ ବିଜୁ ସ୍ବାସ୍ଥ୍ୟ ଯୋଜନା ସମ୍ପର୍କରେ Continue Reading




