Home Articles posted by odadmin (Page 128)
National News
KOLKATA,DEC 13 : After West Bengal Chief Minister Mamata Banerjee ordered a high-level probe into the alleged mismanagement that led to chaos during the much-awaited visit of football legend Lionel Messi at the Salt Lake Stadium in Kolkata, police on Saturday arrested the chief organiser of the event. Satadru Datta, promoter and chief organiser of […]Continue Reading
Odisha News
ଭୁବନେଶ୍ୱର, ୧୩/୧୨ : ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ। ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଗାଡ଼ିରେ ଲାଗିଥିବା ନିଆଁ ଲିଭାଇଥିଲୋ। ତେବେ ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ଜଣା ପଡ଼ିନାହିଁ କିନ୍ତୁ ୧୦ ଜଣ ବ୍ୟକ୍ତି ଏହି ସ୍ଥାନରେ ନିଆଁ ଲଗାଇଥିବା ନେଇ ଜଣେ ବ୍ୟକ୍ତି […]Continue Reading
Odisha News
କେନ୍ଦ୍ରାପଡ଼ା, ୧୩/୧୨ : କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଚାଞ୍ଚଲ୍ୟ ଘଟଣା। ନବମ ଶ୍ରେଣୀ ଛାତ୍ର ପକେଟରୁ ବାହାରିଲା ବନ୍ଧୁକ। ଗଣିତ କ୍ଲାସ୍ ଚାଲିଥିବା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ର ପକେଟ୍ ଉଚ୍ଚା ଦେଖା ଯାଇଥିଲା।ଫଳରେ ଗଣିତ ସାର ନୃସିଂହ ସ୍ବାଇଁ ଚେକିଂ କରିଥିଲେ। ଏହି ସମୟରେ ଛାତ୍ରଙ୍କ ପକେଟରୁ ଏକ ବନ୍ଧୁକ ବାହାରିଥିଲା। ଏନେଇ ପ୍ରଧାନ ଶିକ୍ଷକ ଥାନାରେ ଅଭିଯୋଗ କରିଥିଲେ। କୁଦାନଗରୀ ପୁଲିସ ବନ୍ଧୁକ Continue Reading
Odisha News
By Sudhansu Singh Rayagada/ Odisha, Dec 13  : Tension erupted at Ramanaguda College of Rayagada District on [12-12-25] when a group of students, protest against the college administration, raising serious concerns about academic fees and administrative neglect issues on campus.  According to witnesses at the scene, students gathered in front of the administrative Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୩/୧୨ : ବୌଦ୍ଧ ଜ଼ିଲ୍ଲା ସ୍ଥିତ ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ଅଦ୍ୟ ତା. ୧୨ ଡିସେମ୍ବର, ୨୦୨୫ ( ଶୁକ୍ରବାର ) ସ୍ଥାନୀୟ ଟାଉନହଲ ଠାରେ ଦାବିହୀନ ଜମାରାଶି ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶିବିରରେ ଦାବିହୀନ ଖାତା ସମ୍ବଦ୍ଧିୟ ସବିଶେଷ ସୂଚନା ପ୍ରଦାନ କରାଯାଇଛି । ସମସ୍ତ ଜନ ସାଧାରଣ ନିଜ ପୁଞ୍ଜି ଉପରେ ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କୁ ସଫଳ କରିବା ପାଇଁ ବୌଦ୍ଧ ଜ଼ିଲ୍ଲା […]Continue Reading
Top Stories
By Chandrabhhanu Singh Bhubaneswar, Dec.12: A media orientation on “The Role of Media in Promoting Positive Parenting and Positive Masculinity” was held today, bringing together working journalists, media students, and media professionals from across Odisha. The workshop was jointly organized by UNICEF and the Odisha Women in Media (OWM) to strengthen the capacity of the Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୨/୧୨ : ଆଜି ଦିନ ଅପରାହ୍ନ ୪.୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୦ ତମ ବାର୍ଷିକୀ ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦଘାଟନ କରି ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ ।ଶିକ୍ଷାର ଜନ୍ମଭୂମି ବଡ଼ବେରଣାର ସରକାରୀ ଉଚ୍ଚ ପ୍ରାଥମିକ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୨/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ୍ ଝିରିପାଣି ଅଞ୍ଚଳ କର୍ଜଣ୍ଡି ଜଙ୍ଗଲରେ ରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଘଟଣା ଶୁକ୍ରବାର ପ୍ରତ୍ୟୁଷ ରେ ଗ୍ରାମବାସୀ ମାନେ ଜଙ୍ଗଲ ଆଡ଼କୁ ଗଲାବେଳେ ଦେଖିବା ପରେ ବନ ବିଭାଗ କୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଅସହ୍ୟ ଥଣ୍ଡା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ବିଷୟ ପ୍ରାଥମିକ ସ୍ପଷ୍ଟୀକରଣ ପ୍ରକାଶ କରିଛି । ହେଲେ Continue Reading
Odisha News
ଖୋର୍ଦ୍ଧା,୧୨/୧୨: ଖୋର୍ଦ୍ଧା ପୋଲିସ ଜିଲ୍ଲାରେ ନିରକ୍ଷକଙ୍କ ପଦବୀରେ ଅଦଳବଦଳ ହୋଇଛି। ଜିଲ୍ଲାର ଅଧିକାରୀ ପଦ ଖାଲି ପଡିଥିବା ପ୍ରଶାସନିକ ଆବଶ୍ୟକତା ଓ ସାଧାରଣ ସେବା ଦୃଷ୍ଟିରୁ ଏହିପରି ଅଦଳବଦଳ ନିର୍ଦ୍ଦେଶନାମା ଜିଲ୍ଲା ଏସ୍ପି ଶ୍ରୀ ବିବେକାନନ୍ଦ ଶର୍ମା ନେଇଥିବା ଜଣାପଡିଛି।ଏଥିରେ ୪ ଥାନାର ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ୨ ଜଣ ନୂଆ ଅଧିକାରୀଙ୍କୁ ଦୁଇଟି ଥାନାରେ ନିଯୁକ୍ତି ଦିଆଯାଇଛି। ବେଗୁନିଆ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ଜିଲା Continue Reading