Home Articles posted by odadmin (Page 1279)
Odisha News
ଭୁବନେଶ୍ବର,୨୧/୬: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ବର ୧୮୦ ଦେଶରେ ବୁଧବାର ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷ ଯୋଗଦିବସର ବିଷୟ ରହିଛି ବସୁଧୈବ କୁଟୁମ୍ବକମ। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଏହି ଦିବସ ସାରା ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଛି।ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଥିବାବେଳେ ସେଠାରୁ ଯୋଗ ମନ୍ତ୍ର ଦେଇଛନ୍ତି। ଯୋଗ ଏକ ବୈଷୟିକ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଦ୍ବାରା Continue Reading
Top Stories
By Sanghamitra Pradhan Angul June 20: Rath Yatra festival was celebrated   at Devbhoomi, Jindal Nagar with  devotionalvibrance    drawing  thousands of devotees from all around. The grand chariots ,Taladhwaja , Darpadalan and NandighoshcarryingMahaprabhuBalabhadra, Devi Subhadra, and MahaorabhuJagannath commenced their annual journey from Continue Reading
Top Stories
By Saroj Behera Puri, June 20: Braving sweltering heat, over 15 lakh devotees from across the country and abroad on Tuesday thronged Odisha’s pilgrim city Puri to witness Lord Jagannath’s majestic annual Rath Yatra festival. The deities, as per the schedule of Jagannath Temple Administration (JTA), were brought onto the chariots in Pahandi or holy […]Continue Reading
Top Stories
Located opposite IOCL office at Patia, hospital promises advanced healthcare facility By Dillip Mohapatra Bhubaneswar, June 20: Advanced Urocare Private Limited on Tuesday launched Uro Nephro Center of Excellence, a new destination in advanced healthcare facility, at Shree Vihar, Patia, in Odisha capital Bhubaneswar. The launch marked the auspicious day of Rath Yatra. This Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନଆଗଡ଼,୨୦/୬: ଆଜି ବି ବଞ୍ଚିଛି ମାନବିକତା । ଆଜି ବି ରହିଛି ମଣିଷ ପଣିଆର ନିଆରା ଉଦାହରଣ । ଯେଉଁଠି ସେବା କେବଳ ସାମାଜିକ ଗଣମାଧ୍ୟମର ପୃଷ୍ଠା ବିମଣ୍ଡିତ କରୁଛି ସେଇଠି ସେବାର ନୂଆ ନୂଆ ଦୃଷ୍ଟାନ୍ତ ସାମ୍ନାକୁ ଆସୁଅଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରାଜସୁନାଖଳା ପଞ୍ଚାୟତ ନୃସିଂହପୁର ଟାଙ୍ଗୀସାହି ଗାଁରେ । ଏହି ଗାଁରେ ଦୀର୍ଘ ୬ ଘଣ୍ଟା ଧରି ଦୁର୍ଗନ୍ଧ ପରିବେଶରେ ଏକ […]Continue Reading
Odisha News
ପୁରୀ,୨୦/୬: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନ୍ୟତମ ଆକର୍ଷଣ ‘ରଥଟଣା’ କାର‌୍ୟ୍ୟ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ରଥଟଣା କାମ ୪ଟାରୁ ଆରମ୍ଭ ହେବାକୁ ଥିବା ବେଳେ, ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଛି।ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ବଡ଼ଦାଣ୍ଡରେ ଟାଣିବା ଆରମ୍ଭ କରିଦେଇଛନ୍ତି। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଭକ୍ତମାନେ Continue Reading