Home Articles posted by odadmin (Page 1278)
National News
NEW YORK,JUNE 21: Twitter chief Elon Musk on Wednesday said the social media platform has no choice but to follow the local laws in any given country or risk being shut down. Musk’s comments came in response to questions regarding Twitter co-founder Jack Dorsey’s allegations that the Indian government had threatened the social networking platform […]Continue Reading
Odisha News
କେନ୍ଦ୍ରାପଡ଼ା,୨୧/୬: କିଏ ଜାଣିଥିଲା ଏମିତି ହେବ? ସ୍କୁଲ ଯାଇଥିବା ପୁଅ ପାଇଁ ରୋଷେଇ କରି ନାଳରେ ବାସନ ମାଜୁଥିଲେ। ଟାଣି ନେଇଗଲା କୁମ୍ଭୀର। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପତ୍ତା ମିଳିଳି। ସେପଟେ ମାଆକୁ କୁମ୍ଭୀର ଟାଣି ନେଇଥିବା ଖବର ପାଇ ସ୍କୁଲରୁ ଆସି ବୁକୁ ଫଟାଇ କାନ୍ଦୁଛନ୍ତି ଏକମାତ୍ର ପୁଅ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଘଟିଛି।ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର ବୈଲୋଚନ ଦାସ ରାଜ୍ୟ ବାହାକୁ Continue Reading
National News
Pakistan,June 21 :  Pakistan’s Higher Education Commission (HEC) has banned Holi celebrations in universities. The order of the HEC comes days after students of Quaid-i-Azam University celebrated Holi on the campus on June 12 and videos of the event went viral. In a notice, the Commission stated that students are forbidden to follow this festival […]Continue Reading
National News
Maharashtra,June 21 :  A video showing a Maharashtra Independent woman legislator holding the collar and slapping a junior civic engineer in full public view has gone viral on social media. She also called him a ‘nalayak’ (useless). Geeta Jain, the MLA from Mira Bhayandar in Thane district, slapped the engineer after officials from Mira Bhayandar […]Continue Reading
Odisha News
ସମ୍ବଲପୁର,୨୧/୬ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ପୃଥକ ପୃଥକ ସ୍ଥାନରେ ଦୁଇ ଜଣକୁ ଦଳିଦେଲା ଦନ୍ତା। ଯୁଯୁମୁରା ରେଞ୍ଜ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା କନସର ଗାଁ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଢାଭା ମାଲିକ ଗୋପାଳ ପ୍ରଧାନ।ଗତକାଲି ରାତିରେ ଗୋପାଳ ନିଜ ଢାବା ସାମ୍ନାରେ ପଡ଼ିଥିବା ଖଟରେ ଶୋଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଢାବାର ଅନ୍ୟ […]Continue Reading
Odisha News
ଭୁବନେଶ୍ବର,୨୧/୬: ଖରାଛୁଟି ପରେ ଆଜିଠୁ ଖୋଲିଲା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ,ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି।ଏଇ ୩ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଅଧିକ ହେଉଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ଦୁଇ ଜିଲ୍ଲାର ଜିଲ୍ଲାପାଳ। ଏଇ ଦୁଇ ଜିଲ୍ଲାରେ ୨୨ରୁ ୨୪ ତାରିଖ ପର‌୍ୟ୍ୟନ୍ତ ସକାଳୁଆ ପାଠପଢା ହେବ। ଏଠାରେ ୬ଟାରୁ ୧୦ଟା ଯାଏଁ ଚାଲିବ Continue Reading
Odisha News
ଭୁବନେଶ୍ବର,୨୧/୬: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ବର ୧୮୦ ଦେଶରେ ବୁଧବାର ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷ ଯୋଗଦିବସର ବିଷୟ ରହିଛି ବସୁଧୈବ କୁଟୁମ୍ବକମ। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଏହି ଦିବସ ସାରା ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଛି।ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଥିବାବେଳେ ସେଠାରୁ ଯୋଗ ମନ୍ତ୍ର ଦେଇଛନ୍ତି। ଯୋଗ ଏକ ବୈଷୟିକ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଦ୍ବାରା Continue Reading