Karnataka ,July 7 : A Hindu man wearing a burqa was spotted at a bus stop in Karnataka’s Dharwad district on Thursday. Onlookers suspected that the man, Veerabhadraiah Mathapati, wore the burqa to get a free bus ticket under the Karnataka government’s Shakti Yojana. The scheme was launched by the state government on June 11. […]Continue Reading
ଭୁବନେଶ୍ବର,୭/୭: ଆଜିଠାରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ୭ରୁ ୧୩ ତାରିଖ ଯାଏ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଏହି ନାମଲେଖା ପ୍ରକ୍ରିୟା ଜାରି ରହିବ। ଗତକାଲି ପ୍ରଥମ ପର୍ଯ୍ୟାୟ ମେଧାତାଲିକାରେ ସିଟ ଆବଣ୍ଟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ନାମଲେଖା ପ୍ରକ୍ରିୟା ରେ ସୁଯୋଗ ମିଳିବ। ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ […]Continue Reading
ସଞ୍ଜୟ କୁମାର ପାଣିଗ୍ରହୀଙ୍କ ରିପୋର୍ଟ ବାଲିଗୁଡ଼ା,୭/୭: ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏବଂ ବନାଞ୍ଚଳ ଅଧିକାରୀ ଉଦିତ୍ ପ୍ରଧାନଙ୍କ ତତ୍ବାବଧାନରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ ନଂ ଓ୍ବାର୍ଡ ଭଗାମୁଣ୍ଡା ଠାରେ ୭୪ ତମ ବନ ମହୋତ୍ସବ ସପ୍ତାହ ୨୦୨୩ ପାଳନ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ Continue Reading
Riders who utilize Rapido services between 10 pm and 6 am will receive a safety check call from the Rapido call center after completing their ride. Rapido aims to continually enhance the benefits offered to captains under the Auto Dost initiative, ensuring their satisfaction and success. By L.Srinivas Bengaluru, July 6 : Rapido, India’s leading […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୬/୭ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବରେ ତାଙ୍କର ବ୍ୟକ୍ତିଗତ ସ୍ୱତନ୍ତ୍ର ସଚିବ ତଥା ୫ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତରେ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏଥିସହିତ ଲୋକଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ସଂପର୍କରେ ଅନୁଧ୍ୟାନ କରିବା ସହିତ ରାଜ୍ୟ ସରକାରଙ୍କ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୬/୭: ରେଳ ବିଭାଗର ଖାମଖିଆଲ ନୀତି ଯୋଗୁଁ ପୁଣି ଆଜି ମେମୁ ଟ୍ରେନ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ସହିତ ଯାତ୍ରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଖବରରୁ ପ୍ରକାଶ ଯେ ଆଜି ସକାଳ ୬ଟା ୪୫ରେ ଏହି ଟ୍ରେନ ଭୁବନେଶ୍ୱର ଛାଡିବାକୁ ଥିଲା।ଯାତ୍ରୀମାନେ ଟିକେଟ କାଟି ଗାଡି ଭିତରେ ବସିଥିଲେ। ଯାତ୍ରୀ ଭରପୁର ଥିବା ଗାଡି ପ୍ରଥମ ହୁଇସିଲ ଏବଂ ଦ୍ୱିତୀୟ ହୁଇସିଲ ମାରି ବାହାରିବା ବେଳକୁ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୬/୭: ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ବାଘ ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ ।ବାଘ ଛାଲ,ନଖ ଓ କିଛି ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତି ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ […]Continue Reading
ଭଦ୍ରକ,୬/୭: ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଶିଶୁ। ଅନ୍ୟ ୨ ଜଣ ହେଉଛନ୍ତି ମହିଳା। ଭଦ୍ରକ ଜିଲ୍ଲା ରାହଞ୍ଜ ଗାଁରେ ଘଟିଛି ଏହି ଘଟଣା।ରାହଞ୍ଜ ଗାଁର ଲକ୍ଷ୍ମୀପ୍ରିୟାଙ୍କ ପରିବାରର ଲୋକେ ଛତୁ ଆଣି ରୋଷେଇ କରିଥିଲେ। ଘର ପାଖରୁ ସେମାନେ ସେହି ଛତୁ ତୋଳି ଆଣିଥିଲେ। ତେବେ ତାହା କି ଛତୁ ଥିଲା, ତାହା ଜଣାପଡ଼ିନାହିଁ।ଛତୁକୁ ରୋଷେଇ କରି ଖାଇବା ପରେ […]Continue Reading
PPA opens up new Thermal Coal Coastal Shipping Gateway for the Western Gencos By Pravakar Sahoo Paradip, July 6 : As a major hub for Coastal Shipping, Paradip Port stands at No.1 position among Indian Ports, which handles the highest cargo by coastal shipping among all Ports of the country. Presently, Paradip Port handles coastal […]Continue Reading
ଭଦ୍ରକ,୬/୭ : ଭଦ୍ରକ ଜିଲ୍ଲା ଖଣ୍ଡତଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।ଭଦ୍ରକ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଖାଦ୍ୟରେ ଝିଟିପିଟି ପଡ଼ିଥିବାରୁ ଏମିତି ହେଲା ବୋଲି ଅଭିଯୋଗ ହୋଇଛି।ଗୋଳକ ଦାସ ନାମକ ଜଣେ ଅଭିଭାବକ କହିଛନ୍ତି ଯେ ଖାଦ୍ୟରେ ଛୋଟ ଝିଟିପିଟି ଟିଏ ପଡ଼ିଥିଲା। ଝିଟିପିଟିଟି ବହୁତ ଛୋଟ ଥିଲା। Continue Reading




