Home Articles posted by odadmin (Page 125)
Odisha News
ଭୁବନେଶ୍ୱର,୨୦/୧୦: ଆସୁଛି ଲଘୁଚାପ। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ।ଆଜି ରାଜ୍ୟରେ ଜାରି ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ତେଣୁ ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।ଏପରିକି ଆସନ୍ତାକାଲି ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହା ୨୩ ତାରିଖରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦/୧୦ : ସ୍ଥାନୀୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ସେଣ୍ଟିନାରୀ ହଲ ଠାରେ ଆଜି ଜିଲ୍ଲାସ୍ତରୀୟ କଳା ଉତ୍ସବ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୁଡାମଣି ବାରିକ, ଜିଲ୍ଲା ବିଜ୍ଞାନ ସୁପର ଭାଇଜର୍ ଜୟନ୍ତ କୁମାର ପ୍ରଧାନ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୦/୧୦: ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବେପାରୀସାହି ଶାଖା ରେ ପ୍ରତିଷ୍ଠା ଦିବସ ଓ ଦୀପାବଳି ଉପଲକ୍ଷେ ଦୀପ ପ୍ରଜ୍ବଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ସମାଜ ପ୍ରକାଶକ ଶ୍ରୀ ରାଜେନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରମାତ୍ମା ଙ୍କ ଇଙ୍ଗିତ ରେ ସୃଷ୍ଟି ପରିଚାଳିତ ଓ ତାଙ୍କରି ଇଛାରେ ମାନବ ସମାଜ ସେବାରେ ନିୟୋଜିତ ହୋଇଥାଏ ବୋଲି ପ୍ରକାଶ କରିଥିଲେ।ବି କେ ପ୍ରଭାସ, ସବିତା, କବିତା, ଶରତ, ରମେଶ ଭାଇ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୯/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କଳିଙ୍ଗା ଠାରୁ ଘୁ.ଉଦୟଗିରି ମୁଖ୍ୟ ସଡ଼କର ପ୍ରଧାନ କଲୋନି ନିକଟରେ ବାଇକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ଆହତମାନେ ହେଲେ ଉଦ୍ଧବ ନାୟକ ଓ ସୁରେନ୍ଦ୍ର ନାୟକ।ସୂଚନା ଅନୁସାରେ, ଘୁ.ଉଦୟଗିରି ସହର ପଟୁ କଳିଙ୍ଗା ଅଭିମୁଖେ ଯାଉଥିବା କଳିଙ୍ଗା ଅଞ୍ଚଳର ଉଦ୍ଧବ ନାୟକ ନାମକ ଜଣେ ଯୁବକ ତାଙ୍କ ବାଇକ୍‌ରେ Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟରାୟଗଡା, ୧୯/୧୦: ଚନ୍ଦ୍ର ପୁର ବ୍ଲକ । ବୁଡ଼ୁବାଲି ଗ୍ରାମ ପଂଚାୟତ ଜରାପା ଗ୍ରାମରେ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଉଦେଶ ରେ ୪୫ ଜଣ ଚାଷୀ ପରିବାର ଏକତ୍ରିତ ହୋଇ ମହମବତି ଜଳାଇ ମୋଦି ଜି ଙ୍କୁ ଅତି ଆନନ୍ଦ ରେ କୃତଜ୍ଞତା ର ସହ ଧନ୍ୟବାଦ ଅର୍ପଣ କରୁଛନ୍ତି।ଜନଜାଗରଣ ମଞ୍ଚ ରାୟଗଡ଼ା ର ଜନ ସାଥୀ ଶ୍ରୀ ସୁନମଣୀ ପ୍ରଟିଙ୍ଗା ଚାଷୀ ପରିବାର ଙ୍କୁ ଏକତ୍ରିତ କରିଥିଲେ।ଗାଁ ର […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୧୦ : (ଶନିବାର) ଦିନ ସକାଳ ୧୦ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଗାମୀ ଅକ୍ଟୋବର ୨୯ ତାରିଖ ରେ ଜିଲ୍ଲା ର ସମସ୍ତ ବ୍ଲକ, ଏନ. ଏ. ସି ଏବଂ ଜ଼ିଲ୍ଲା ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ବିପର୍ଯ୍ୟୟ ପରିଚାଳନା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।୧୯୯୯ ମସିହା ଅକ୍ଟୋବର ୨୯ Continue Reading
Bollywood National News
NEW DELHI, OCT 19 :  Actor Parineeti Chopra and politician Raghav Chadha have welcomed their first child, a baby boy. The couple announced the happy news on Chhoti Diwali via a joint social media post, with the caption, “Arms full, our hearts are fuller.” The couple’s Instagram post read, “He’s finally here!…our Baby Boy…And we […]Continue Reading
Odisha News
ଭୁବନେଶ୍ୱର, ୧୯/୧୦ : ରବିବାର ଲୋକସେବା ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ ପର୍ଯ୍ୟାୟ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ Continue Reading
Odisha News
ଭୁବନେଶ୍ୱର, ୧୯/୧୦ : ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲା ପାଇଁ ଆଗାମୀ ତିନି ଦିନ ବର୍ଷା ଓ ବଜ୍ରପାତ ସତର୍କତା ଜାରି କରାଯାଇଛି।ରବିବାରର ମଧ୍ୟାହ୍ନ ବୁଲେଟିନ୍‌ରେ ଆଇଏମ୍‌ଡି ସୂଚନା ଦେଇଛି ଯେ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି Continue Reading