Home Articles posted by odadmin (Page 1245)
National News
BHOPAL,JULY 12: A day after another African male cheetah, Tejas, died at the Kuno National Park in Madhya Pradesh, veterinarians said the big cat sustained injuries during mating. “It is believed that Tejas sustained injuries during a clash with a female cheetah, Nabha, during mating and he passed away before receiving treatment,” they said. However, […]Continue Reading
Odisha News
ବାଲେଶ୍ୱର,୧୨/୭:ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍) ଅନୀଲ କୁମାର ମିଶ୍ରା ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି, ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ ଷ୍ଟାଫ୍ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ରହିଛି।ସେଥିପାଇଁ ସେମାନଙ୍କୁ ମଧ୍ୟ ନିଲମ୍ବନ Continue Reading
Odisha News
ଭୁବନେଶ୍ୱର,୧୨/୭: ବ୍ଲାକମେଲିଙ୍ଗର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ପ୍ରଥମେ ଅଜଣା ନମ୍ବରରୁ ଜଣେ ଯୁବତୀ ଅଶ୍ଳୀଳ ଭିଡିଓ କଲ କଲେ ଆଉ ଏହାପରେ ଆରମ୍ଭ କଲେ ବ୍ଲାକମେଲିଙ୍ଗ ।ଆଉ ନିଜ ସମ୍ମାନ ହାନି ଭୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ନୟାପଲ୍ଲୀରେ ନିଜର ଦୁଇ ପିଲା ଓ ସ୍ତ୍ରୀ ସହ ରୁହନ୍ତି ଢେଙ୍କାନାଳର ରାମହରି ପ୍ରଧାନ(ଛଦ୍ମନାମ) ।୩ […]Continue Reading
Top Stories
By Puja Mishra Gujarat,July 12 : Under India’s G20 Presidency, the 3rdTrade and Investment Working Group (TIWG)  is being convened from July 10 -12 in Kevadia, Gujarat.  The focus of the meeting was an action-oriented proposal, and key deliverables on global trade and investment issues. More than 75 delegates from G20 member states, invited countries,and […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୨/୭: ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ଵ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ଵ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ ।ଆମ ଦେଶରେ ଏହି ଦିବସଟିକୁ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରିଣ କରିବା ପାଇଁ ପ୍ରତି ବର୍ଷ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ଜନସଂଖ୍ୟା ଦିବସକୁ ସଚେତନତା କରିବା ପାଇଁ ଦୁଇଟି ପକ୍ଷରେ ଭାଗ କରାଯାଇଛି ।ଜିଲ୍ଲାରେ ୧୩୫୧ ଜଣ ଆଶା […]Continue Reading
Odisha News
ଭୁବନେଶ୍ୱର,୧୨/୭: ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ଫଳରେ ମୃତକଙ୍କ ସମୁଦାୟ ସଂଖ୍ୟା ୪ରେ ପହଞ୍ଚିଛି।ମୃତକମାନେ ହେଲେ ଆର୍ଯ୍ୟନ, ଅବିନାଶ, ରୋହିତ ଏବଂ ପ୍ରତୀକ। ଆର୍ଯ୍ୟନ ଙ୍କ ଘର ଜାମସେଦପୁରରେ ହୋଇଥିବା ବେଳେ ରୋହିତଙ୍କ ଘର ବାଲେଶ୍ୱରରେ । ଅବିନାଶ ଏବଂ ପ୍ରତୀକଙ୍କ ଘର କଟକରେ ବୋଲି ଜଣାଯାଇଛି।ଅଗ୍ନିଶମବାହିନୀ, ଭୁବନେଶ୍ୱର ଷ୍ଟ୍ରାଇକିଂ ଫୋର୍ସ ଏବଂ ଓଡ୍ରାଫ୍ର ୩୦ ଜଣ Continue Reading
Odisha News
ଧାନବାଦ,୧୨/୭: ଝାଡ଼ଖଣ୍ଡର ଧାନବାଦ ଅଞ୍ଚଳର ଏକ ସ୍କୁଲ୍କୁ ବିନ୍ଦି (ଟିକିଲି) ଲଗାଇ ଯାଇଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଚାପୁଡ଼ା ମାରିବାରୁ ସେ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି।ଧାନବାଦ ପୁଲିସ କହିବା ଅନୁସାରେ, କପାଳରେ ବିନ୍ଦି ନାଇଥିବାରୁ ସୋମାବାର ଦିନ ସ୍କୁଲ୍ରେ ପ୍ରାର୍ଥନା ସମୟରେ ୧୬ ବର୍ଷୀୟ ଉଷା କୁମାରୀଙ୍କୁ ଜଣେ ଶକ୍ଷୟିତ୍ରୀ ଅପମାନିତ କରି ଚାପୁଡ଼ା ମାରିଥିଲେ। ହନୁମାନଗଢ଼ି କଲୋନିସ୍ଥିତ ଘରକୁ ଫେରି ଉଷା ସିଲିଙ୍ଗ୍ Continue Reading