Home Articles posted by odadmin (Page 1241)
Top Stories
By Nalini Sahu Bhubaneswar, July 15: Leading steel maker Jindal Steel & Power (JSP) has been conferred with CSR Health Impact Gold Award for COVID Relief initiatives in the mega projects category. JSP’s President & Group Head (CSR), Mr Prashant Kumar Hota received the prestigious award from former Lieutenant Governor of Puducherry Dr Kiran Bedi, […]Continue Reading
Odisha News
ବାଲେଶ୍ୱର,୧୫/୭ : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ତଳନଗରରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ବାଇକ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୋର ଥାନା ମାଣତ୍ରୀ ଗାଁର। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ତାଙ୍କ ମୁଣ୍ଡ ଉପରେ ଟ୍ରକ୍ ଚଢ଼ିଯାଇଥିବାରୁ ପରିଚୟ ଅସ୍ପଷ୍ଟ ରହିଛି।ଗତକାଲି ରାତି ୨ଟା ସମୟରେ ଦୁଇ ଜଣ ଯୁବକ […]Continue Reading
Odisha News
ଭୁବନେଶ୍ୱର,୧୫/୭: ରାଜ୍ୟବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି। ଆଜି ସକାଳେ ଟ୍ୱିନ୍ ସିଟି ସମେତ ଉପକୂଳ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଜିଠୁ ଆଗାମୀ ୩ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆଜି ସକାଳ ସାଢ଼େ ଆଠଟା ସୁଦ୍ଧା ପାରାଦୀପରେ ୧୦୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୮୬.୬ ମିମି,ଢେଙ୍କାନାଳରେ ୭୦ ମିମି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୪/୭ : ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବ ପ୍ରସ୍ତୁତି ବୈଠକ ଆଜି ଅଧ୍ୟକ୍ଷା ଶ୍ରୀମତୀ ମରୀୟମ ରଇତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି ପୂର୍ବ ପ୍ରସ୍ତୁତି ବୈଠକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ-ସଭ୍ୟା ମାନଙ୍କୁ ଅବଗତ କରା ଯାଇଥିଲା ।ଆସନ୍ତା ତା ୧୭/୭/୨୦୨୩ ଓ ତା:- ୧୮/୦୭/୨୦୨୩ ରିଖ ଦୁଇ ଦିନ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୪/୭: ଭାରତରେ ଦକ୍ଷତାର ବିଶ୍ଵସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍ ୟୁନିଭରସିଟି, ଯାହାକି ଏହା ଭାରତର ପ୍ରାଥମିକ ଅନୁଷ୍ଠାନ ଏବଂ ସେଞ୍ଚୁରିଅନ୍ ୟୁନିଭରସିଟି ଯାହା ଭାରତର ପ୍ରଥମ ପ୍ରିମିୟର୍ ସ୍କିଲ୍ ବିଶ୍ୱବିଦ୍ୟାଳୟ ଓ ଦକ୍ଷତା ବିକାଶ ଏବଂ ଏହା ଉଦ୍ୟୋଗ ମନ୍ତ୍ରଣାଳୟର ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ଓଡ଼ିଶା ଏବଂ ଆନ୍ଧ୍ର-ପ୍ରଦେଶରେ ଅବସ୍ଥାପିତ।ଉଚ୍ଚଶିକ୍ଷା , ଶିକ୍ଷାବିତ , ଗବେଷଣା , ନବସୃଜନ ଏବଂ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୭ ରାଜ୍ୟ ସୂଚନା ଓ ପ୍ରଯୁକ୍ତବିଦ୍ୟା ବିଭାଗର ପ୍ରମୁଖ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ବିଭାଗୀୟ ଭିତିଭୂମି ନେଇ ଅନୁଧ୍ୟାନ କରିବା ସହିତ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲାରେ ମୋ ସେବା କେନ୍ଦ୍ର,ଆଧାରକାର୍ଡ କେନ୍ଦ୍ର, ବ୍ଲକ ଗୁଡିକର ଭିସି କକ୍ଷ,ଓସ୍ୱାନ Continue Reading
Odisha News
ମୁମ୍ବାଇ, ୧୪/୭: ମହାରାଷ୍ଟ୍ରରେ ଶୁକ୍ରବାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ମହରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏନସିପି ନେତା ଅଜିତ୍ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି।ସେହିପରି ଶରଦ ପାଓ୍ବାରଙ୍କ ହାତ ଛାଡି ଆସିଥିବା ଛଗନ ଭୁଜବଲଙ୍କୁ ଖାଦ୍ୟ ବିଭାଗ, ଦିଲୀପ ଓ୍ବେଲ୍ସ ପାଟିଲଙ୍କୁ ସମବାୟ ସମିତି, ଆଦିତି ତଟକେରେଙ୍କୁ ମହିଳା ଏବଂ ଶିଶୁ ବିକାଶର ଦାୟିତ୍ୱ ମିଳିଥିବା ବେଳେ ଧନଞ୍ଜୟ ମୁଣ୍ଡେଙ୍କୁ କୃଷି, ହସନ ମୁଶ୍ରିଫଙ୍କୁ ସ୍ବାସ୍ଥ୍ୟ Continue Reading