Home Articles posted by odadmin (Page 1236)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୮/୭: ଆଜି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଜପତି ଜିଲ୍ଲାକୁ ଶ୍ରେଷ୍ଠ ପାରଦର୍ଶିତା ପାଇଁ ” ଭୂମି ସମ୍ମାନ” ପ୍ଲାଟିନମ ପ୍ରମାଣ ପତ୍ର” ପ୍ରଦାନ କରାଯାଇଛି ।ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ କରକମଳରେ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୬୮ ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି । Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୮/୭: ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନ ଡି:ଆର:ଏମ: ତଥା ରେଳ ଡିଭିଜନ ମହା ପ୍ରବନ୍ଧକ ଶ୍ରୀ ଅନୁପ ଶତପଥୀ ଆଜି ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ପାରଳାଖେମୁଣ୍ଡି ଗସ୍ତରେ ଆସି ସେଠାରେ ଦୀର୍ଘଦିନ ଧରି ଚାଲିଥିବା ରେଳ ଷ୍ଟେସନ ବିଲଡିଙ୍ଗ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ସବୁ ପରିଦର୍ଶନ ଓ ଅନୁଧ୍ୟାନ କରି ଫେରି ଯାଇଛନ୍ତି ।ଗସ୍ତ ଓ ଅନୁଧ୍ୟାନ ବେଳେ ଡିଆରଏମ: ଶ୍ରୀ ଶତପଥୀ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ନିର୍ମାଣ […]Continue Reading
Odisha News
ଭୁବନେଶ୍ୱର,୧୮/୭: ଚାଷୀଙ୍କ ପାଇଁ ଖୁସୀ ଖବର। ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି।ଏହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକେନାରରୁ ବାହାରି ନାରନୁଲ, ଶିବପୁରୀ, ମାଣ୍ଡଲା, Continue Reading
Odisha News
ବାଲେଶ୍ୱର,୧୮/୭: ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମୁ ଟ୍ରେନ୍। ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ। ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ଏହି ଘଟଣା ଘଟିଛି। ଏହି ଟ୍ରେନ୍ କୌଣସି କାରଣରୁ ଲୁପ ଲାଇନରେ ପଶି ଯାଇଥିଲା।ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ନୀଳଗିରି Continue Reading
Odisha News
ବେଙ୍ଗାଲୁରୁ,୧୮/୭ : ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ଚେକ୍ ଦେବାକୁ ୨୬ଟି ବିରୋଧୀ ଦଳ ବେଙ୍ଗାଲୁରୁରେ ମହାବୈଠକ କରୁଛନ୍ତି। ୨୬ଟି ଦଳ ଏକାଠି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ବଡ଼ ଘୋଷଣା କରିଛି।କଂଗ୍ରେସ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛା ରଖି ନାହିଁ ବୋଲି ଦଳର ଅଧ୍ୟକ୍ଷ Continue Reading
National News
PORT BLAIR,JULY 18: Launching a scathing attack on the opposition parties, Prime Minister Narendra Modi on Tuesday alleged that their mantra is ‘of, by and for the family’. Virtually inaugurating the new integrated terminal building of the Veer Savarkar Airport, he said that the facility will boost tourism and strengthen the economy of the archipelago. […]Continue Reading
National News
Bengaluru,July 18 :  After the second day of the Opposition meeting in Bengaluru, opposition parties have revealed the new name for their alliance – Indian National Democratic Inclusive Alliance (INDIA), to take on the BJP-led National Democratic Alliance (NDA). The 26 parties met over dinner in Bengaluru ahead of the formal closed-door talks on Tuesday. […]Continue Reading
National News
UTTER PRADESH,JULY 18 : The Anti-Terrorist Squad (ATS) of Uttar Pradesh Police on Tuesday again took Pakistani citizen Seema Haider and her lover Sachin Meena’s father, Netrapal Singh, for questioning in Greater Noida. Seema, Sachin and his father were questioned by the ATS even on Monday, for nearly six hours. Seema, who entered India illegally […]Continue Reading