Home Articles posted by odadmin (Page 1223)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୬/୭: ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ଗୁରାଣ୍ଡୀ ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ତମାଖୁ ମୁକ୍ତ ଶିକ୍ଷାୟତନ କାର୍ଯ୍ୟାବଳୀ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୬/୭: ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ବଡ କଳାକୋଟ ଗ୍ରାମର ଝିଅ ସ୍ୱେତାସିନି ଶବର ଆନ୍ତର୍ଜାତୀୟ ସ୍ତର ଏସିଆନ ଗେମ୍ସ ଚାମ୍ପିଅନସିପ ଖେଳରେ ଓଡ଼ିଶାରୁ ଏକ ମାତ୍ର ମହିଳା ଖେଳାଳି ଭାବେ ଭାରତ ତରଫରୁ ପ୍ରତିନିଧିତ୍ଵ କରିବାକୁ ଯାଉଛନ୍ତି ।ଏହି ଅବସରରେ ସ୍ୱେତସିନି ଶବର ନିଜ ଗ୍ରାମ ଗସ୍ତରେ ଆସିଥିବା ବେଳେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ମହଲରେ ତାଙ୍କ ପ୍ରତି ଶୁଭେଚ୍ଛା ଓ ସମ୍ଭର୍ଦ୍ଧନା Continue Reading
Top Stories
Customers can avail benefits of up to 30% rebate on electricity arrears and additional 80% on delayed payment surcharge By C.R.Beura Bhubaneshwar, July 26: TP Central Odisha Distribution Limited (TPCODL) has successfully implemented the One Time Settlement (OTS) scheme, which has received esteemed approval from the Odisha Electricity Regulatory Commission (OERC). This Continue Reading
National News
PRAYAGRAJ,JULY 26: The Allahabad High Court on Wednesday extended the stay on a survey of the Gyanvapi mosque premises by the Archaeological Survey of India till Thursday. After hearing a plea by Anjuman Intezamia Masjid, which manages the mosque, against the ASI survey, Chief Justice Pritinker Diwaker posted the matter for further hearing on Thursday. […]Continue Reading
Odisha News
କଟକ,୨୬/୭ : ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ। କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ବାର୍ଷିକ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ସେ କହିଛନ୍ତି, କଟକକୁ ବିଶ୍ୱପ୍ରସିଦ୍ଧ କରିବା ପାଇଁ ଏସ୍ସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ। ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି। ଆଜି ଏସ୍ସିବି ମେଡିକାଲ କଲେଜ ଏକ ମିନି […]Continue Reading
Odisha News
ନୂଆଦିଲ୍ଲୀ,୨୬/୭: ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କୁ କାଉ ଖୁମ୍ପିବାକୁ ନେଇ ଚର୍ଚ୍ଚା। ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କୁ କାଉ ଖୁମ୍ପି ଦେଇଛି। ଏହି ସମୟର କିଛି ଚିତ୍ର ଶୋସାଲ୍ ମିଡିଆରେ ଭାଇରାଲ୍ ହେଉଛି।ଆପ୍ ନେତା ରାଘବ ଚଢ଼ା ସଂସଦ ବାହାରେ ଫୋନରେ କଥା ହେଉଥିବା ସମୟରେ ଏକ କାଉ ତାଙ୍କୁ ବାରମ୍ବାର ଆଘାତ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବିଜେପି ଏହି ସମୟର କିଛି […]Continue Reading
Odisha News
ବୌଦ୍ଧ,୨୬/୭: ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିଆକଟା ଥାନା ଏଏସଆଇ ନବୀନ ଶତପଥୀ। ବୌଦ୍ଧ ସହର ବୁଟୁପଲ୍ଲୀସ୍ଥିତ ନବୀନଙ୍କ ବାସଗୃହ ଓ ଥାନାରେ ମଧ୍ୟ ଚଢ଼ଉ କରୁଛି ଭିଜିଲାନ୍ସ। ଅନୁଗୁଳ ଜିଲ୍ଲା କିଆକଟା ଥାନାରେ କାର‌୍ୟ୍ୟ କରୁଥିବା ଏଏସଆଇ ଶତପଥୀ ବୌଦ୍ଧ ବସଷ୍ଟାଣ୍ଡରେ ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍।ସୂଚନା ଅନୁସାରେ କିଆକଟା ଥାନା ବେଲାଦୁଲା ଗ୍ରାମର ପଞ୍ଚାନନ ମେହେର ସୁବର୍ଣ୍ଣପୁର Continue Reading
Odisha News
କଟକ,୨୬/୭ : ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକ ଜୀବନ ଜେଲରେ କଟୁଛି । ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ । ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜ ଅଭିଭାଷଣରେ ତ୍ୱରିତ୍ୱ ନ୍ୟାୟ ପ୍ରଦାନ ଉପରେ […]Continue Reading