ନୂଆଦିଲ୍ଲୀ,୮/୮: ସାଂସଦ ପଦ ଫେରି ପାଇବାର ଦିନକ ପରେ ରାହୁଲ ଗାନ୍ଧିଙ୍କୁ ଆଜି ଆଉ ଏକ ବଡ଼ ଖବର ମିଳିଛି। ସେ ପୂର୍ବରୁ ଦିଲ୍ଲୀ ସ୍ଥିତ ଯେଉଁ ସରକାରୀ ବଙ୍ଗଳାରେ ରହୁଥିଲେ, ଏବେ ତାଙ୍କୁ ପୁଣିଥରେ ସେଠାରେ ରହିବାକୁ ସରକାର ଅନୁମତି ଦେଇଛନ୍ତି।ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲଦଣ୍ଡ ମିଳିବା ପରେ ତାଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା। ଏହାପରେ ସେ ୧୨ ତୋଗଲକ ଲେନରେ ଥିବା ସରକାରୀ ବଙ୍ଗଳାକୁ ଖାଲି କରିବାକୁ […]Continue Reading
କଟକ,୮/୮ : କଟକ ନରାଜ ନିକଟରେ ମହାନଦୀରେ ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଗାଧୋଇବାକୁ ଯାଇ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।ବୁଡ଼ି ଯାଇଥିବା ଛାତ୍ର ଦ୍ୱୟ କଟକର ଏକ ଘରୋଇ ସ୍କୁଲର ଯୁକ୍ତ ଦୁଇରେ ପ୍ରଥମ ବର୍ଷରେ ପଢ଼ନ୍ତି। ଆଜି ମଧ୍ୟାହ୍ନରେ ସମାନେ ମୋଟ ୮ ଜଣ ଛାତ୍ର ନରାଜ ନିକଟସ୍ଥ ସିଦ୍ଧେଶ୍ୱର ପାହାଡ଼ ନିକଟକୁ ଗାଧୋଇବାକୁ ଯାଇଥିଲେ। […]Continue Reading
ନୂଆଦିଲ୍ଲୀ,୮/୮ : ପୁଣିଥରେ କରୋନା ମହାମାରୀ ଭୂତାଣୁ ଦେଶରେ ନିଜର ପାଦ ବିସ୍ତାର କରୁଛି। ଏଥର କୋଭିଡ-୧୯ ର ନୂତନ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଏହି ଭାରିଆଣ୍ଟ ବ୍ରିଟେନରେ ଆତଙ୍କ ସୃଷ୍ଟି କରିଛି।ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ନୂତନ ଓମିକ୍ରୋମ ସବ ଭାରିଆଣ୍ଟର ନାମ ହେଉଛି ଇଜି.୫.୧ ବା ଏରିସ। କରୋନା ଭାଇରସର ନୂତନ ଭାରିଆଣ୍ଟ, ଓମିକ୍ରୋମ ଇଜି.୫.୧ ଏପର୍ଯ୍ୟନ୍ତ ଭାରତରେ ପ୍ରବେଶ କରି Continue Reading
ଭୁବନେଶ୍ୱର,୮/୮: ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଏନେଇ ମଙ୍ଗଳବାର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ଚିଠି ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ୍। ଏହି ନିର୍ଦ୍ଦେଶ ସମ୍ପର୍କରେ ସମସ୍ତ ପ୍ରଧାନଶିକ୍ଷକଙ୍କୁ ଅବଗତ କରିବାକୁ ଡିଇଓମାନଙ୍କୁ କୁହାଯାଇଛି।କିଛି ସ୍କୁଲରେ ପ୍ରଧାନଶିକ୍ଷକମାନେ ନାମଲେଖା ପାଇଁ ପିଲାମାନଙ୍କ ଆଧାରକାର୍ଡ ଜମା କରିବାକୁ ଅଭିଭାବକମାନଙ୍କୁ କହୁଥିବା କଥା ସାମ୍ନାକୁ ଆସିବା ପରେ Continue Reading
ପୁରୀ,୮/୮: କଲେଜ ଯାଉଥିବା ବେଳେ ନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ। ହେଲେ କାହିଁକି ନଦୀକୁ ଡେଇଁ ପଡ଼ିଲେ, ତାହା ଜଣାପଡ଼ି ନାହିଁ। ଏପରି ଘଟଣା ପୁରୀ ଜିଲ୍ଲା କଣାସ ଥାନା ଅଞ୍ଚଳରେ ଘଟିଛି। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଉଚ୍ଛୁଳା ରାଜୁଆ ନଦୀ ଖାନତଲାସୀ ଅଭିଯାନ ଚଳାଇଛନ୍ତି।ଗଡ଼ବଡପୁଟ ଗାଁର ସୁକାନ୍ତ ଛୁଆଲସିଂଙ୍କ ଝିଅ ସୂର୍ଯ୍ୟକାନ୍ତି ଛୁଆଲସିଂ ନିକଟସ୍ଥ ଚଉଦ ମୌଜା ବିଦ୍ୟୁତ ସ୍ନାତକ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ କଳାର ଛାତ୍ରୀ। ସବୁଦିନ ଭଳି ଆଜି […]Continue Reading
NEW DELHI,AUG 8 : Congress leader Rahul Gandhi is unlikely to address the Parliament on Tuesday as the House debates the no-confidence motion against Prime Minister Narendra Modi-led NDA government. The party decided to delay Rahul Gandhi’s speech as PM Modi and Home Minister Amit Shah were not present in Parliament. Rahul Gandhi was supposed […]Continue Reading
ଭୁବନେଶ୍ବର,୮/୮: ଶୁଭସ୍ମିତାଙ୍କ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପର୍ୟ୍ୟନ୍ତ ପୋଷ୍ଟ ମର୍ଟମ୍ ରିପୋର୍ଟ ହସ୍ତଗତ ହୋଇନି କି ପୁଲିସକୁ ଦିଆ ଯାଇନାହିଁ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନି। ଆଜି ସନ୍ଧ୍ୟା ସୁଦ୍ଧା ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିବାର ସମ୍ଭାବନା ରହିଛି। ଏଣୁ ଶୁଭଲକ୍ଷ୍ମୀ ମଦ୍ୟପାନ କରିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନି। ଶବ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୮/୮ : ଗତ ୩୧ ତାରିଖ ଦିନ କଣ୍ଟାମାଳ ପଂଚାୟତ ସମିତିର ଷଷ୍ଠ ସାଧାରଣ ବୈଠକରେ କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନଙ୍କୁ ଖଲିଆପାଲି ଗ୍ରାମପାୟତର ସମିତି ସଦସ୍ୟ କେଦାରନାଥ ସାହୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଜାତିଆଣ ଆକ୍ଷେପ କରିଥିବା ନେଇ ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି ।ଏନେଇ ଓଡ଼ିଶା ପ୍ରଶାସନିକ ସେବା ସଂଘ ବୌଦ୍ଧ ଶାଖାର ଏକ ଜରୂରୀ ବୈଠକ ବୌଦ୍ଧ ସର୍କିଟହାଉସ ପରିସରରେ Continue Reading
ସମ୍ବଲପୁର,୮/୮: ବନ୍ୟା ଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିବା ଜଣାଯାଇଛି। ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ସୂଚନା ମିଳିଛି।ଏବେ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା ।ତେବେ ଜଳସେଚନ ନିମନ୍ତେ ବରଗଡ଼ ମୁଖ୍ୟ କେନାଲରେ ୧ ହଜାର କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର […]Continue Reading
REWA,AUG 8: Two minor girls were allegedly gang-raped in Madhya Pradesh’s Rewa district and police registered a case against seven men after a video of the incident surfaced on social media, an official said. Five of the accused have been arrested in connection with the incident which took place in a forest area under Hanumana […]Continue Reading




