Home Articles posted by odadmin (Page 1202)
Odisha News
ଭଞ୍ଜନଗର,୯/୮: ଅଜଣା ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା କଲରାପତରିଆ ବାଘକୁ ଉଦ୍ଧାର କରାଯିବା ପରେ ତାର ମୃତ୍ୟୁ ଘଟିଛି।ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କୌଣସି ଏକ ଭାରୀଯାନ ଧକ୍କାରେ ବାଘଟି ତଳେ ପଡ଼ି ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା।ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବନ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର,୮/୮:- ବଲାଙ୍ଗୀର ଡେଲି ମାର୍କେଟ ରେ ଆଜି ଶାଗ କିଲୋ ୧୨୦ ଟଙ୍କା।ପନିପରିବା ଦର ଆକଶଛୁଆଁ।ପ୍ରାୟ ୨ ମାସରୁ ଉର୍ଦ୍ଧ୍ବ ହେବ ଟମାଟୋ ଦର କିଲୋ ପିଛା ୨୦୦ ଟଙ୍କା।ବାକି ସବୁ ପନିପରିବା କିଲୋ ୮୦ ଟଙ୍କାରୁ ଅଧିକ।ପରିବା ଦର ବଢିବା ର କାରଣ ଲୋୟର ସୁକତେଲ ଜଳଅମଳ ପ୍ରକଳ୍ପ ରେ ଅନେକ ଚାଷୀ ଗ୍ରାମ ଜଳରେ ବୁଡ଼ି ରହିଯିବ।ଏହି ଗ୍ରାମ ମାନଙ୍କରେ ଅନେକ ପନିପରିବା ଚାଷ ହୋଇ ବଲାଙ୍ଗୀର ସହରକୁ ଆସୁଥିଲା […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୮: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ସ୍ଥାନିୟ ଟାଉନହଲ ଠାରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିରୋଧି ଦଳର ନେତା ସଚ୍ଚିଦା ନନ୍ଦ ଦଲାଲ ,ଅନ୍ୟତମ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହେଁ୍ନଇ ଚରଣ ଡାଙ୍ଗ, ୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ରାକେଶ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୮/୮ : ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନ ର ଖସଡ଼ା ପ୍ରସ୍ତୁତ । ଦଶ ବ୍ଲକ ବିଡ଼ିଓଙ୍କ ସହ ଜିଲ୍ଲାପାଳ ଙ୍କ ଆଭାସୀ ବୈଠକ ।ଚାଳିଶ ଅମୃତ ସରବୋର ରେ ହେବ ଜାତୀୟ ପତାକା ଉତୋଳନ ।ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମ ରେ ପ୍ରତି ଅମୃତ ପୋଖରୀ ରେ ଲାଗିବ ୭୫ ଚାରା ପ୍ରତି ଘରେ ଉଡ଼ିବ ତିରଙ୍ଗା, ମଧୁ ବାବୁ ପେନସନ ଯୋଜନା ଓ ମୋ ଘର ପାଇଁ […]Continue Reading
Business News Top Stories
The new policy provides monetary and othersupport to transgender employees forgender reassignment surgeries By Dr Gourang Charan Rout Bhubaneswar, August 8: In a one-of-its-kind, inclusive step within the domestic manufacturing sector, Vedanta Aluminium, India’s largest producer of aluminium, has introduced a ground-breaking ‘Gender Reaffirmation Leaves and Compensation Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୮/୮ : ମଙ୍ଗଳବାର ଯୁବ ମହୋତ୍ସବ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ CDM & PHO ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଗଣ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଉକ୍ତ ଗଣ ଦୌଡ଼ ଟିକୁ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓଇଝ ସକାଳ ସମୟ ୭.୩୦ ମିନିଟି ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲ ।ଏଥିରେ ରେଡ ରିବନ କ୍ଲବ (RRC), ୟୁଥ ରେଡ […]Continue Reading
Top Stories
By Chitta Ranjan Beura Bhubaneswar, Aug 8: KIIT Polytechnic has been ranked as the best polytechnic in Odisha among all the state and private-run polytechnics by National Accreditation Board for Education and Training (NABET), a constituent Board of Quality Council of India (QCI). The ranking results were declared today by Pritiranjan Gharai, Minister of Rural […]Continue Reading
Top Stories
By Ankita Das Angul, Aug 8: Jindal Steel & Power (JSP) observed the 93rd Birth Anniversary of its founder, Shri Om Prakash Jindal, popularly known as  Bauji,  at its Angul plant and surrounding geography  conducting  several  participatory community friendly programmes. Early in the morning, Angul Location Head and Executive Director In-Charge, Mr. Hridayeshwar Jha, Continue Reading
Odisha News
ବୌଦ୍ଧ,୮/୮ : ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧର ପୁସ୍ତକାଳୟ କକ୍ଷରେ ବିଦ୍ୟାଳୟ ପ୍ରବନ୍ଧନ ସମିତିର ଚଳିତ ଶିକ୍ଷା ବର୍ଷର ପ୍ରଥମ ବୈଠକ ବୌଦ୍ଧ ଜିଲ୍ଲାପାଳ ତଥା ବିଦ୍ୟାଳୟ ପ୍ରବନ୍ଧନ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦରିଦ୍ର ଭଞ୍ଜନ ମଦନ ମୋହନ ପାତ୍ର, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧକାରୀ ଶ୍ରୀଯୁକ୍ତ ଜୟକୃଷ୍ଣ Continue Reading