Home Articles posted by odadmin (Page 1177)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୯/୮: ମଣିପୁର ରାଜ୍ୟରେ ଗତ ମେ ମାସରୁ ଦେଖା ଦେଇଥିବା ସାଂପ୍ରଦାୟିକ ହିଂସା ଥମିବାର ନାମ ନେଉ ନାହିଁ , ତୁରନ୍ତ ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ ଆଜି ଗଜପତି ଜିଲ୍ଲା ୟୁନାଇଟେଡ ଖ୍ରୀଷ୍ଟିଆନ ଫୋରମ୍ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଙ୍କୁ ପ୍ରଦାନ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୯/୮: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ଙ୍କ ତତ୍ବାବଧାନ ଏବଂ ପ୍ରଧାନ ଶିକ୍ଷକ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ପୌରହିତ୍ୟ ରେ ଏହି ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଉତ୍ସବରେ ମଞ୍ଚାସିନ Continue Reading
Odisha News
ଭୁବନେଶ୍ୱର,୨୯/୮: ଗତକାଲି ଭଳି ଆଜି ବି ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତି କିଏ କରିବେ? ବଡୁ ନିଯୋଗ ନା ପୂଜାପଣ୍ଡା ? ୨୦୨୦ ମସିହାରୁ ଲାଗି ରହିଥିବା ଏହି ବିବାଦର ସମାଧାନ ହୋଇପାରୁନାହିଁ।ଫଳରେ ଗତ ତିନି ବର୍ଷ ହେବ ମନ୍ଦିରରେ ପବିତ୍ରାରୋପଣ ନୀତି ସମ୍ଭବ ହେଉନାହିଁ। ଚଳିତ ବର୍ଷ ମଧ୍ୟ ଏହି କାରଣରୁ ପୂର୍ବ ବର୍ଷମାନଙ୍କ ପରି ଗତକାଲି ସଂଧ୍ୟାରୁ ପ୍ରଭୁଙ୍କ ନୀତିକୁ ବନ୍ଦ କରି Continue Reading
National News
UTTAR PRADESH, AUG 29 : The schoolboy who was slapped by his classmates on the instructions of the school teacher is moving to another private school some kilometres from the Khubbapur village here, the Jamiat-e-Ulema Hind said on Monday. District president of the organisation, Maulana Mukarram, on Monday told PTI that Jamiat-e-Ulema Hind had undertaken […]Continue Reading
Odisha News
ଭୁବନେଶ୍ବର,୨୯/୮: ଚଳିତ ଅଗଷ୍ଟରେ ଗତ ୧୨୩ ବର୍ଷରେ ସବୁଠାରୁ କମ୍ ବର୍ଷା ରେକର୍ଡ ହୋଇଛି। ଯେମିତି ଧାରା ଶ୍ରାବଣ ଏବେ ଗୋଟିଏ ପ୍ରକାର ଆଈ ମା’ କାହାଣୀ ପାଲଟିଛି। ଚାଷ ପାଇଁ ଗୁରୁତ୍ବପୂର୍ଣ୍ଣ ମାସ ହେଉଛି ଅଗଷ୍ଟ।ହେଲେ ଏହି ମାସରେ ବି ବର୍ଷା ଉଭାନ। ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଆବଣ୍ଟନରେ ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ ଗୋଟିଏ ସାଂଘାତିକ ଖବର ସାମ୍ନାକୁ […]Continue Reading
Top Stories
By Dr. Gouranga Charan Rout Bhubaneswar/Lanjigarh: On National Sports Day, Vedanta Aluminium, India’s largest aluminium producer, organised several sporting events across its operations like ‘Cyclothon’and indoor games tournament, furthering its commitment to enhancing grassroots sporting culture by engaging local youth and employees. Acknowledging the fundamental Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୮: ବୌଦ୍ଧ ସରକାରୀ ବାଳିକା ହାଇସ୍କୁଲ ଠାରେ ଆଜି ଏକ ଜିଲାସ୍ତରୀୟ ବିଜ୍ଞାନ ସେମିନାର ଆୟୋଜିତ ହାଇଛି ।ଅତିରିକ୍ତ ଶିକ୍ଷା ଜିଲା ଅଧିକାରୀ ଘନଶ୍ୟାମ ମେହେର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସେମିନାରରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର, ଶିକ୍ଷାବିତ ଦିନବନ୍ଧୁ ପତି ଯୋଗଦେଇଥିଲେ ।ବିଜ୍ଞନ Continue Reading
Odisha News
ହଙ୍ଗେରୀ,୨୮/୮ : ଜଣେ କ୍ରୀଡାବିତ୍ ଭାବେ କୋଟି କୋଟି ଭାରତୀୟଙ୍କୁ ଗୌରବାନ୍ୱିତ କରିଥିବା ନୀରଜ ଚୋପ୍ରା ଏବେ ସଚ୍ଚା ଦେଶପ୍ରେମୀର ପରିଚୟ ଦେଇଛନ୍ତି।ଯାହାକୁ ପ୍ରଶଂସାରେ ପୋତି ପକାଇଛନ୍ତି ପ୍ରଶଂସକ। ଜଣେ ହଙ୍ଗେରୀ ଫ୍ୟାନ୍ସ ତାଙ୍କୁ ଭାରତ ପତାକାରେ ଅଟୋଗ୍ରାଫ ଦେବାକୁ କହିଥିଲେ, କିନ୍ତୁ ଏପରି କରିନାହାନ୍ତି ନୀରଜ। ରାଷ୍ଟ୍ରୀୟ ପତାକାରେ ନିଜର ଦସ୍ତଖତ ନ ଦେବା ତାଙ୍କ ଦେଶପ୍ରମର ପରିଚୟ ଦେଇଛି।ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ସମ୍ମାନଜନକ ୱାର୍ଲ୍ଡ Continue Reading