Home Articles posted by odadmin (Page 1176)
Top Stories
By S. Alisha Akanshya Bhubaneswar, Aug. 30: Mr Pitambar Behera, Assistant General Manager-PR, Liaison, and External Affairs with Utkal Alumina International Ltd (UAIL), is making waves in industry, social and many other sectors as true and real perfectionist. Mr Behera’s innovative initiatives and interventions have enviably endeared him to the UAIL authorities as well as Continue Reading
Odisha News
କଟକ,୩୦/୮: ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡୁଆ ବଢିଛି । ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଗିରଫଦାରୀ ଏଡ଼ାଇବାକୁ ସେ ଆଗୁଆ ଜାମିନ ଆବେଦନ କରିଥିଲେ ।ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ ହୋଇପାରନ୍ତି । ସୂଚନା ଅନୁଯାୟୀ, ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା […]Continue Reading
Odisha News
ଭୁବନେଶ୍ୱର,୩୦/୮ : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମପୂର୍ଣ୍ଣିମା। ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ।ରାକ୍ଷୀପୂର୍ଣ୍ଣିମାକୁ ନେଇ ଆଜି ସବୁଠି ଉତ୍ସାହ ଥିବା ବେଳେ ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଆଜି ବିଷ୍ଟି ଯୋଗ ଥିବାରୁ ରାକ୍ଷୀ ବାନ୍ଧିବା ଉଚିତ କି ଅନୁଚିତ୍ ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି।କେତେକ କ୍ୟାଲେଣ୍ଡର ଓ ପଞ୍ଜିକାରେ ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ବୋଲି ଲେଖା ଥିବା Continue Reading
Top Stories
By Mahendra Kumar Darjee Balangir, Aug. 30: A large quantity of sal logs and sized-timber pieces illegally felled by wood mafia in Banda Kalijharan Reserve Forest near Chikal Bahal village under Balangir range has been seized by the district forest officials. The forest department officials under guidance of Divisional Forest Officer (Nitish Kumar) have launched […]Continue Reading
Odisha News
Bolangir DFO wages uncompromising war against timber mafia; seizes huge volume of logs ମହେନ୍ଦ୍ର କୁମାର ଦର୍ଜୀଙ୍କ ସ୍ୱତନ୍ତ ରିପୋର୍ଟବଲାଙ୍ଗୀର: ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ଚିକଲ୍ ଵାହାଲ ଗ୍ରାମ ପାଖରେ ଥିବା ବଣ୍ଡା କାଳିଝରନ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବେଆଇନ ଭାବେ କଟାଯାଇଥିବା ବିପୁଳ ପରିମାଣର ସାଲଗଣ୍ଡି ଓ ସାଲ ସାଇଜ ଜବତ କରାଯାଇ ବଲାଙ୍ଗୀର ରେଞ୍ଜ ଅଫିସ କୁ ଅଣାଯାଇଛି।ଫେରାର ଥିବା ଆସାମୀ ମାନଙ୍କୁ ଧରିବା ପାଇଁ ଜଙ୍ଗଲ ବିଭାଗ Continue Reading
Top Stories
By Rupashree Saxsena Bhubaneswar, Aug. 30: The Federation of Indian Chambers of Commerce and Industry (FICCI), India’s apex business chamber, on Tuesday held its National Executive Committee Meeting at Lucknow , Uttar Pradesh after a gap of 38 years. Addressing the members, UP Chief Minister Yogi Adityanath talked about the state’s transformation on the back […]Continue Reading
Odisha News
ନୂଆଦିଲ୍ଲୀ,୨୯/୮: ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଲୋକଙ୍କୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ।ଏହାପୂର୍ବରୁ ଆଜି କେନ୍ଦ୍ର କ୍ୟାବିନେଟ ଲୋକଙ୍କୁ ବଡ଼ ଉପହାର ଦେଇଛନ୍ତି। ଏଣିକି ରନ୍ଧନ ଗ୍ୟାସ୍ କିଣିଲେ ହିତାଧିକାରୀଙ୍କୁ ୨୦୦ ଟଙ୍କାର ସବସିଡି ମିଳିବ। ଆଜି ଏପରି ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି।କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୯/୮: ଇଟାମାଟି , ନୟାଗଡ଼ ଜିଲ୍ଲାଇଟାମାଟି ର ପୁଅ ତଥା ଆକାଶବାଣୀ ର ନିର୍ଦ୍ଦେଶକ ସୌଭାଗ୍ୟ କୁମାର ରଥ ତଥା ଆନ୍ତର୍ଜାତୀୟ ଖ୍ୟାତସମ୍ପନ୍ନ ପର୍ବତାରୋହୀ ଙ୍କୁ ଆଜି ବିଜୁ ମହତାବ ସ୍ଵଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବ ରେ ମାଟିର ମହକ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି।ଏ ଅଞ୍ଚଳ ର ଶିକ୍ଷା ଅନୁଷ୍ଠାନ ,ସାଂସ୍କୃତିକ ଅନୁଷ୍ଠାନ ଆଦି ପଚାଶ ରୁ ଅଧିକ ଅନୁଷ୍ଠାନ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୨୯/୮: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ସ୍କୁଲ୍ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟୀତ୍ବ ହୀନତା ଯୋଗୁଁ ଏଭଳି ଘଟଣା ଘଟିଲା ।ଏଣୁ ମୃତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହ ପ୍ରଧାନ ଶିକ୍ଷୟିତ୍ରୀ, ହଷ୍ଟେଲ Continue Reading