NEW DELHI,SEPT 11 : After facing flak from the BJP over his remarks about Sanatana Dharma, Tamil Nadu minister Udhayanidhi Stalin once again stirred controversy by calling the saffron party a “poisonous snake”. He made the comments at a wedding event of DMK MLA Sabha Rajendran in Tamil Nadu’s Neyveli on Sunday. Udhayanidhi Stalin also […]Continue Reading
ବାରିପଦା,୧୧/୯: ହାତୀ ଘଉଡ଼ାଇବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ଫରେଷ୍ଟର ଓ ଜଣେ ବନ କର୍ମଚାରୀ। ହାତୀ ଉଭୟଙ୍କୁ ଟେକି କଚାଡ଼ି ଦେବାରୁ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।ଏପରି ଏକ ଅଭାବନୀୟ ଘଟଣା ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜରେ ଘଟିଛି। ଗୁରୁତରଦ୍ୱୟ ହେଲେ ଫରେଷ୍ଟର ପ୍ରଦୀପ ଦେହୁରୀ ଏବଂ ଠିକା କମଚାରୀ ଜତିନ କିସ୍କୁ।ବାରିପଦା ବନଖଣ୍ଡ Continue Reading
କଟକ,୧୧/୯: ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡୁଆ ବଢିଛି ଜ୍ଝ ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ କିଛିଦିନ ତଳେ ହାଇକୋର୍ଟ ଖାରଜ କରିଥିବାବେଳେ ଆଜି ସୌରୀନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି କମିଶନରେଟ ପୁଲିସ । ମିଳିଥିବା ସୂଚନା ମୁତାବକ ସୌରୀନଙ୍କୁ ଖୋଜିବାକୁ ପୁଲିସ ଟିମ କୋଲକାତା ଯାଇଥିଲା ।ହେଲେ ପୁଲିସ ଟିମ୍ ସୌରୀନଙ୍କୁ ନ ପାଇ ଖାଲି ହାତରେ ଫେରିଥିଲା । କୋଲକାତାର ତିନୋଟି ସ୍ଥାନରେ ସୌରୀନଙ୍କୁ ଖୋଜିବାକୁ Continue Reading
ବରଗଡ଼,୧୧/୯: ମାତ୍ର ୫ ଦିନରେ ସବୁକିଛି ଓଲଟପାଲଟ ହୋଇଗଲା। ଦେଖୁଦେଖୁ ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର । ନିରବୀ ଗଲେ ପରିବାରର ସମସ୍ତ ସଦସ୍ୟ । ଜଣକ ପରେ ଜଣେ କରି ଏକ ପରିବାରର ୪ ସଦସ୍ୟ ଆଗପଛ ହୋଇ ଆରପାରିକୁ ଚାଲିଗଲେ। ରୋଗଗ୍ରସ୍ତ ଘରର ମୁଖିଆଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ପରିବାରର ୩ ସଦସ୍ୟ ବିଷ ପିଇ ଦେଇଥିଲେ ।ଗତକାଲି ବିଷର ଜ୍ୱାଳା ସହି ନ ପାରି ପୁଅଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି […]Continue Reading
NEW DELHI,SEPT 11: A photograph of UK Prime Minister Rishi Sunak down on one knee while talking with his Bangladesh counterpart Sheikh Hasina during their visit to Delhi for the G20 Summit has gone viral on the internet. The image was shared by several users on X (previously known as Twitter) with captions praising Sunak’s […]Continue Reading
ଆନ୍ଧ୍ର ପ୍ରଦେଶ,୧୦/୯ : ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ତାଙ୍କୁ ଦୁର୍ନୀତି ନିରୋଧ ବ୍ୟୁରୋ (ଏସିବି)ର ଗୋଟିଏ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି।ସେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ନ୍ୟାୟିକ ରିମାଣ୍ଡର ଅର୍ଥ ସିଆଇଡି ତାଙ୍କୁ ହାଜତ ଭିତରେ ହିଁ ଜେରା କରିବ। ୩୭୧ କୋଟି ଟଙ୍କାର ଆନ୍ଧ୍ର ପ୍ରଦେଶ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି ।ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର କ୍ରୀଡା ଶିକ୍ଷକ ହେମନ୍ତ କୁମାର ପାତ୍ର ଓ ମହିଳା କ୍ରୀଡା ପ୍ରଶିକ୍ଷକ ସନ୍ଧ୍ୟାରାଣୀ ଶବର ଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ହକି Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୦/୯: ନୟାଗଡ କଂଗ୍ରେସ ହଜାର ଦିନରେ ହଜାର ଶିଳ୍ପ ନାରା ଦେଇ ୧୯୮୮ ମସିହାରେ ନୟାଗଡ ରେ କୃଷିଭିତ୍ତିକ ଚିନି ଶିଳ୍ପ ପ୍ରତିଷ୍ଠା କରିଥିଲେ ତତ୍କାଳୀନ ଯୋଗଜନ୍ମା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ । ନୟାଗଡରେ ଆଖୁଚାଷୀଙ୍କ ପାଇଁ କଂଗ୍ରେସ ସରକାର କରିଥିଲା ଏହି ତାଜମହଲ ।ଚିନିକଳ ବହୁ ବର୍ଷ ଚାଲିଲା ପରେ ଆଜି ବୁଡି ଯାଇଛି ଆଉ ଏହି ଚିନିକଳ କୁ ବୁଡେଇଛନ୍ତି ନୟାଗଡ ବିଧାୟକ ଅରୁଣ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୦/୯:ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗଣ୍ଡାହାତି ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ କିଶୋରୀ ଓ କିଶୋର ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ସଚେତନତା କର୍ମଶାଳାରେ ମୁଖ୍ୟତଃ କିଶୋର ଓ କିଶୋରୀ ମାନଙ୍କୁ କିଭଳି ବିଭିନ୍ନ ଦିଗ ଉପରେ ସଚେତନ କରାଯିବା ସହ ସେମାନଙ୍କୁ ସଶକ୍ତିକରଣ କରିବା , ଏହାହିଁ ଏହି କର୍ମଶାଳା କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ Continue Reading
Old age pension still remains a dream for elderly people in Boriguma block ବିଡିଓଙ୍କ ବଦନ୍ୟତା, ୫ ହିତାଧିକାରୀଙ୍କୁ ଗାଁ ରେ ଭତ୍ତା ଟଙ୍କା ପଠାଇବା ଲାଗି ଦେଲେ ପ୍ରତିଶୃତି By Prakash Kumar Singhବୋରିଗୁମ୍ମା ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ଦଶ ମାସ ହେଲା ମିଳୁ ନଥିବାରୁ ପ୍ରବଳ ବର୍ଷା ସତ୍ୱେ ବାଧ୍ୟ ହୋଇ ଭୋର ସକାଳୁ ଘରୁ ପାଦ କାଢି ୨୫ କିମି. ପାହାଡ଼, ଜଙ୍ଗଲ ରାସ୍ତାଦେଇ […]Continue Reading




