Home Articles posted by odadmin (Page 1160)
Top Stories
BY SASMITA SAI Bhubaneswar,SEPT 11 : Inaugurating the ‘one week, one lab’ programme Dr. Ramanuj Narayan Director, CSIR-IMMT, said, “The aim of this program is to create awareness about the available technologies, in the areas of Minerals, Materials and Environmental Sustainability, and services present at CSIR-IMMT among potential stakeholders. These technologies help in Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୧/୯: ପାରଳାଖେମୁଣ୍ଡି ସ୍ଥିତ ଜଙ୍ଗମ ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଜ୍ଵର ପରୀକ୍ଷଣ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ ମିଶନ ଇନ୍ଦ୍ରଧନୁଷ ୫.୦ ର ଶୁଭାରମ୍ଭ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଡିଏମଓ: ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧ୍ୟିକ୍ଷକ ଡ଼ାଃ ପ୍ରମୋଦ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ୍ କାଟିବା ସହ ଜଣେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୧/୯: ଚଳିତ ମାସ ୧୯ ତାରିଖ ଦିନ ଗଣେଷ ପୂଜା ହେଉଥିବାରୁ ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସମସ୍ତଙ୍କ ଠାରୁ ନିରପେକ୍ଷ ଭାବେ ବେଶ ପରିଚିତ”ଫ୍ରେଣ୍ଡସ ଗ୍ରୁପ” ତରଫରୁ ମା ‘ପାଟଖଣ୍ଡାଙ୍କ ମନ୍ଦିର ନିକଟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୁପ ତରଫରୁ ଏକ ନିଆରା ଢଙ୍ଗରେ ଷଷ୍ଠ ବାର୍ଷିକ ଗଣେଷ ପୂଜା ଉତ୍ସବ ମହାସମାରୋହରେ ପାଳନ କରିବା ପାଇଁ ଯଥା ରୀତିନୀତି ଅନୁସାରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୧/୯: ଗଜପତି ଜିଲ୍ଲ’ର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ଜନ କଲ୍ୟାଣ ପ୍ରତିଷ୍ଠାନ” , ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ବ୍ଲକାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ନେଇ ସଫଳତାର ସହ ଗତ ୧୯୯୧-୯୨ ମସିହାରୁ ନିରନ୍ତର ଭାବେ କାର୍ଯ୍ୟକାରୀ କରିଚାଲିଛି ।ମୁଖ୍ୟତଃ ଭାବେ ଏହି “ଜନ କଲ୍ୟାଣ ପ୍ରତିଷ୍ଠାନ” ଶିକ୍ଷା କ୍ଷେତ୍ରରେ ଶିକ୍ଷା କେନ୍ଦ୍ର , ବ୍ରିଜ କୋର୍ସ , ଇଜିଏସ: Continue Reading
National News Sports News
COLOMBO,SEPT 11: Tons by Virat Kohli and KL Rahul lifted India to 356/2 in 50 overs in their Super Four clash against arch-rivals Pakistan, which resumed on Monday after rain had interrupted proceedings on Sunday. Kohli remained unbeaten on 122 off just 94 balls, while Rahul was also undefeated on 111 off 106 balls. The […]Continue Reading
Top Stories
By A K Sahoo Bhubaneswar, Sept. 11: “The India-Middle East-Europe Economic Corridor announced during the G20 Summit will be instrumental in stimulating economic growth, creating jobs, and reducing greenhouse gas emissions. It will be a great opportunity for Indian and Saudi businesses to collaborate and benefit,” said Mr Subhrakant Panda, President of FICCI, Continue Reading
Odisha News
Teachers’ strike reach Day 4 in Boriguma in Odisha’s Koraput district By Prakash Kumar Singh ବୋରିଗୁମ୍ମା,୧୧/୯ : ବୋରିଗୁମ୍ମା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଙ୍ଘର ଆହ୍ୱାନ କ୍ରମେ ବୋରିଗୁମ୍ମା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ଠାରୁ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷାକେନ୍ଦ୍ର କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଧାରଣା ୪ର୍ଥ ଦିନରେ ପହଞ୍ଚିଛି ।୪ର୍ଥ ଦିନରେ ମଧ୍ୟ ବୋରିଗୁମ୍ମା ବ୍ଲକର Continue Reading
Odisha News
ନୂଆଦିଲ୍ଲୀ,୧୧/୯ : ଶୀତଦିନେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜଧାନୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର।ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, “ସହରରେ ଏହି ନିଷେଧାଦେଶ ଲାଗୁ କରିବାକୁ ଦିଲ୍ଲୀ ପୁଲିସକୁ କଡା ନିର୍ଦ୍ଦେଶ ଦିଆଯିବ।ପ୍ରଦୂଷଣକୁ ଦେଖି Continue Reading
Odisha News
କଟକ,୧୧/୯: କଟକ ଜିଲ୍ଲା ଆଠଗଡ଼ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ (ଏସ୍ପି) ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।ଅଗଷ୍ଟ ୯ ତାରିଖରେ ଆଠଗଡ଼ ଥାନା ଅମୃତମଣୋହୀପାଟଣା ଗାଁରେ ରାଜନୀତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ Continue Reading
Odisha News
ପୁରୀ,୧୧/୯: ମାତ୍ର ୬ ଘଣ୍ଟାରେ ପୁରୀରୁ ଯାଇହେବ ରାଉରକେଲା । ଓଡ଼ିଶାରେ ଚାଲିବାକୁ ଥିବା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ ଆଜି କରାଯାଇଛି ।ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍ ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ ହୋଇଛି ।ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଏହି ଟ୍ରେନ୍ ରହିଥିଲା । ପୁରୀ ଷ୍ଟେସନରୁ ସକାଳ ୯ଟା […]Continue Reading