Home Articles posted by odadmin (Page 1145)
Odisha News
ଗୁଜରାଟ,୨୩/୯ : ଷ୍ଟେସନ ଛାଡ଼ିବାର ମାତ୍ର କିଛି ମିନିଟ ପରେ ଶ୍ରୀ ଗଙ୍ଗାନଗର ହମସଫର ଏକ୍ସପ୍ରେସରେ ଲାଗି ଯାଇଛି ନିଆଁ। ଟ୍ରେନର ଜେନେରେଟର କୋଚ ଓ ଏହାକୁ ଲାଗିଥିବା ଯାତ୍ରୀବାହୀ ବଗିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି।ଜେନେରେଟର ବଗି ନଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଯାତ୍ରୀବାହୀ ବଗିଟି ଅଧା କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି। ଅଘଟଣ ଘଟିବା ପୂର୍ବରୁ ଯାତ୍ରୀମାନେ ବଗି ଛାଡ଼ି ବାହାରକୁ […]Continue Reading
National News
NEW DELHI,SEPT 23: On Saturday, the National Investigation Agency (NIA) confiscated the properties of a prominent Sikh separatist and close ally of Hardeep Singh Nijjar, whose killing has sparked a diplomatic row between India and Canada. Gurpatwant Singh Pannun, a lawyer believed to be based in Canada, was designated as a terrorist by Indian authorities […]Continue Reading
Odisha News
ବାରିପଦା,୨୩/୯: ପି.ଆର.ଏମ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା।ଘଟଣା ବାବଦରେ ମୃତ ଛାତ୍ରଙ୍କ ଅତି ନିକଟତର ଥିବା ସହପାଠୀ ସବୁ ଜାଣିଥିବା ନେଇ ବାପା ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ପାଇଁ ସେ ଦାବି କରିଛନ୍ତି।ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଜଣେ ପ୍ରଥମବର୍ଷ ଛାତ୍ର (ହାଉସ୍ Continue Reading
National News
Varanasi, Sept.23: Prime Minister Narendra Modi laid the foundation stone of an international cricket stadium in his parliamentary constituency Varanasi on Saturday. Former India cricketers, including Sachin Tendulkar and Ravi Shastri, BCCI President Roger Binny, its vice-president Rajiv Shukla and secretary Jay Shah were present on the occasion. Uttar Pradesh Chief Continue Reading
Bollywood
ମୁମ୍ବାଇ,୨୩/୯: ବଲିଉଡ ନାୟିକା ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ବାହାଘର ଆଗାମୀ ୨୪ ତାରିଖରେ ଅନୁଷ୍ଠିତ ହେଉଛି।ଏଥିଲାଗି ସନ୍ଧ୍ୟାରେ ରିସେପସନ୍ ପାର୍ଟି ମଧ୍ୟ ରଖାଯାଇଛି। ବାହାଘର ପାଇଁ ଉଭୟ ବରକନ୍ୟା ଉଦୟପୁରରେ ପହଞ୍ଚିସାରିଛନ୍ତି। ଏହି ବିବାହ ଉତ୍ସବରେ ଉଭୟଙ୍କର ବହୁ ବନ୍ଧୁବାନ୍ଧବ ସାମିଲ ହେବେ, ହେଲେ ପରିଣୀତିଙ୍କ ବଡ଼ ଭଉଣୀ ପ୍ରିୟଙ୍କା ଚୋପ୍ରା ଏଥିରେ ଯୋଗ ଦେଉନଥିବା ଚର୍ଚ୍ଚା ହେଉଛି।ପ୍ରିୟଙ୍କା ଚୋପ୍ରା ଜୋନାସ Continue Reading
Odisha News
କେନ୍ଦ୍ରାପଡ଼ା,୨୩/୯: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କଟକ -ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକଠାରେ ୧୨ ଘଣ୍ଟିଆ ରାଜପଥ ଅବରୋଧ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।ଶତାଧିକ ଆନ୍ଦୋଳନକାରୀ ରାସ୍ତା ଉପରେ ବସି ରହି ନାରାବାଜି କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ Continue Reading
Odisha News
ଭୁବନେଶ୍ୱର,୨୩/୯: ଆଜି ଅପରାହ୍ଣ ୫ଟାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ( ପିଷ୍ଟା)କୁ ବୈଠକ ପାଇଁ ସିଏମଓ ଅଫିସରୁ ସ୍ୱତନ୍ତ୍ର ଡାକରା ଆସିଛି। ଏନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ବ୍ରହ୍ମାନନ୍ଦ ମହାରଣା ସୂଚନା ଦେଇଛନ୍ତି।ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ସହିତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ। ଏହି ଆଲୋଚନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହେବ।ଆସନ୍ତା ୨୬ ତାରିଖରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୯: ଓଡିଶା ସରକାରଙ୍କ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଦ୍ୟାଳୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଜୟପୁର ର ଜନତା ଉଚ୍ଚ ବିଦ୍ୟାଳୟ ରେ ଆଜି ତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାର ୧୩ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ୧୪ ବର୍ଷ ରୁ କମ ବାଳିକା ବିଭାଗରେ ସନ୍ତିପ୍ତି ସାହୁ , ପ୍ରାଚୀପ୍ରଭା ମେହେର Continue Reading
Odisha News
ବିନିକା,୨୩/୯: ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ଶବ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସେଲେଡି ଗ୍ରିଡ ନିକଟ ରାସ୍ତା କଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ।ଜନ୍ମ କରିବା ପରେ କେହି ଏଇ ଶିଶୁପୁତ୍ରକୁ ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଶିଶୁପୁତ୍ରର ମୃତଦେହ ପାଖରେ ଏକ ବ୍ୟାଗ, ଗ୍ଲାସ ଓ ଗିନା ମଧ୍ୟ ପଡ଼ିଛି। ତେବେ ଏହାର କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ଘଟଣାସ୍ଥଳରେ ବିନିକା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା Continue Reading
Top Stories
By Subrat Sarangi New Delhi, Sept. 23: On World Rose Day, Vedanta’s BALCO Medical Centre (BMC), one of India’s leading cancer care hospitals, reaffirmed its commitment to providing quality healthcare service to cancer patients, especially those hailing from rural India. The state-of-the-art cancer treatment centre, which commenced operations in 2018, has since gone on to Continue Reading