Home Articles posted by odadmin (Page 1144)
Odisha News Sports News
ହାଙ୍ଗଚୌ,୨୫/୯: ଚୀନ୍ର ହାଙ୍ଗ୍ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ବନ୍ଧୁକ ଚାଳନା ପ୍ରତିଯୋଗିତାରେ ‘ଭାରତୀୟ ପୁରୁଷଙ୍କ ୧୦ ମିଟର୍ଏୟାର୍ ରଇଫଲ୍ ଟିମ୍’ ବିଶ୍ବ ରେକର୍ଡ ସ୍କୋର୍ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି।ଚଳିତ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତ ଜିଣିଥିବା ପ୍ରଥମ ସ୍ବର୍ଣ୍ଣ ପଦକ। ଭାରତୀୟ ଟିମ୍ର ବିଶ୍ବ ଚାମ୍ପିୟନ୍ ରୁଦ୍ରାଂଶ ବାଲାସାହିବ ପାଟିଲ୍, ଅଲିମ୍ପିକ୍ ଖେଳାଳି ଦିବ୍ୟାଂଶ ପାନ୍ୱାର୍ ଓ ଐଶ୍ବରୀ ପ୍ରତାପ ସିଂହ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରହୀଙ୍କ ରିପୋର୍ଟବାଲିଗୁଡା,୨୪/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ବାଲିଗୁଡା ବ୍ଲକ ଅଧିନସ୍ଥ ସୀତାପଡି, ଜକିକିଆ, ତଗାକିଆ, ମାଲୁମିଲା ମୁଣ୍ଡପାରହା, ବାଟାଗୁଡା ଓ ଦେଉଳପଙ୍ଗା ଗ୍ରାମରେ “ସ୍ୱାଧୀନତାର ଅମୃତ ମହୋତ୍ସବ” ଅଭିଯାନ ଅନ୍ତର୍ଗତରେ “ମେରୀ ମାଟି, ମେରା ଦେଶ” କାର୍ଯ୍ୟକ୍ରମ ଜରିଆରେ Continue Reading
Top Stories
Marks the company’s fifth showroom in Odisha By Biswanath Pradhan Bhubaneswar, Sept 24:: Kalyan Jewellers, one of India’s most trusted and leading jewellery brands, today launched its new showroom at Master Canteen in Bhubaneswar, Odisha. The showroom was inaugurated by Bollywood star Janhvi Kapoor in presence of Kalyan Jewellers’ CEO – Mr. Sanjay Raghuraman.This is Continue Reading
Odisha News
ସୋନପୁରର ,୨୩/୯: ସୋନପୁରର ଉଲୁଣ୍ଡା ବ୍ଳକର ଚଡେଇପଙ୍କ ଗ୍ରାମର ଚାଷ ଜମି ହିଡ଼ରେ ଏକ ମହାବଳ ବାଘ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ସକାଳେ ଏହି ବାଘ ଯାଉଥିବା ଦୃଶ୍ୟକୁ ଦେଖି ଲୋକେ ଭିଡିଓ ସୁଟିଂ କରିଥିଲେ।ବାଘ ଯାଉଥିବା ଅତି ନିକଟରେ ଜଣେ ଲୋକ ମଧ୍ୟ୍ୟ ଚାଷ ଜମିକୁ ବୁଲି ଦେଖି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବାଘ ଚାଷୀଙ୍କୁ ଦେଖି ପାରି ନ ଥିଲା। ଏହି ବାଘର ଆବିର୍ଭାବ ହେବା ଏ […]Continue Reading
Odisha News
ସୁନ୍ଦରଗଡ଼,୨୪/୯: ସୁନ୍ଦରଗଡ଼ରେ ଆଉ ୯ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ। ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ୨୩୦ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହଟ ହୋଇଛନ୍ତି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୧୦ଟି ରକ୍ତନମୁନା ପରୀକ୍ଷା ହେବା ପରେ ସେଥିରୁ ୯ ଜଣଙ୍କଠାରେ ସ୍କ୍ରବ୍ ଟାଇଫସ୍ ରୋଗ ଚିହଟ ହୋଇଛି।ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ତାଲିକା ଲମ୍ବିବାରେ ଲାଗିଛି। ଗତକାଲି ଜିଲ୍ଲାରେ ୫୧ଜଣଙ୍କ ରକ୍ତ ନମୁନା ପରୀକ୍ଷା Continue Reading
Odisha News Sports News
ହାଙ୍ଗଚୌ,୨୪/୯ : ଆଜି ଚୀନ୍ର ହାଙ୍ଗଚୌରେ ଆରମ୍ଭ ହୋଇଥିବା ୧୯ତମ ଏସୀୟ କ୍ରୀଡ଼ାର ପ୍ରଥମ ଦିବସରେ ଭାରତ ବନ୍ଧୁକ ଚାଳନା ଓ ନୌଚାଳନାରେ ରୌପ୍ୟ ପଦକ ଜିଣିଥିବା ‘ଏକ୍ସ’ କରି ‘ଟିମ୍ ଇଣ୍ଡିଆ’ ସୂଚନା ଦେଇଛି।ଆଜିର ଏହି ଏସୀୟ କ୍ରୀଡ଼ା ୨୦୨୩ରେ ଭାରତ ପାଇଁ ପ୍ରଥମ ପଦକ ବିଜୟୀ ହୋଇଛନ୍ତି ଏୟାର୍ ରାଇଫଲ୍ ଟିମ୍।ସୁଟିଙ୍ଗ୍ ବା ବନ୍ଧୁକ ଚାଳନାରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ୧୦ ମିଟର୍ ଏୟାର୍ ରାଇଫଲ୍ ଚାଳନା ପ୍ରତିଯୋଗିତାରେ ଭାରତର ରମିତା, ମେହୁଲି ଘୋଷ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୩/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ “ମେରୀ ମାଟି, ମେରା ଦେଶ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ଟାଉନର ଗୁଳିମରାପଦା ସାହି, ପଣଷପଡି ,ଖଜୁରିନାଳ, ବଡ଼ଗାଁ ,କାମପଡା , ବାରଖମା, ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଏବଂ ପଣଷପଡି ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ସ୍ୱାଧୀନତାର ଅମୃତ ମହୋତ୍ସବ” ଅଭିଯାନ ଅନ୍ତର୍ଗତରେ Continue Reading
Odisha News
ଭୁବନେଶ୍ୱର,୨୩/୯: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ସରିଛି । ଆଉ ଆଲୋଚନା ସରିବା ପରେ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ସଂଘ ପକ୍ଷରୁ କୁହାଯାଇଛି ।ପ୍ରାଥମିକ ଶିକ୍ଷକ ସଂଘର ମହାସଚିବଙ୍କ ସୂଚନା ମୁତାବକ ଭିଡିଓ କଲରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ହୋଇଛି ।ଠିକା ନିଯୁକ୍ତିକୁ ନିୟମିତ , ଗ୍ରେଡ ପେ ବୃଦ୍ଧି ଓ ପୁରାତନ ପେନସନ ଯୋଜନା ଲାଗୁ ଭଳି ମୁଖ୍ୟ ଦାବି ନେଇ […]Continue Reading
National News
NEW DELHI,SEPT 23 : Khalistani terrorist Hardeep Singh Nijjar, whose killing triggered a massive diplomatic row between India and Canada, played an active role in training, financing and operationalising his outfit and individuals on Canadian soil, says a dossier prepared by Indian intelligence agencies whose details were exclusively accessed by India Today TV. Nijjar had Continue Reading