Home Articles posted by odadmin (Page 1114)
Odisha News
ଭୁବନେଶ୍ୱର,୧୭/୧୦: ନିକଟରେ ଚୀନର ହାଙ୍ଗଝୌ ଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ Continue Reading
Bollywood
ମୁମ୍ବାଇ,୧୭/୧୦: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ୨୦୨୩ ଆଜି ଅନୁଷ୍ଠିତ ହୋଇଛି। ବିଜେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ମାସରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ସେମାନଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି।ଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ଦେଇଥିବାରୁ ବରିଷ୍ଠ Continue Reading
Odisha News Ollywood News
କଟକ,୧୭/୧୦: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିବା ବେଳେ ଏହି ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।୨୦୨୩, ସେପ୍ଟେମ୍ବର୍ ୨୨ରେ ପରିବାର ଅଦାଲତ ତାଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରି ଯେଉଁରାୟ ଦେଇଛନ୍ତି ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବ ଦର୍ଶାଇଛନ୍ତି।ଏହି ମାମଲାରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବି ପକ୍ଷଭୁକ୍ତ କରିଛନ୍ତି। Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୧୦: ବୌଦ୍ଧ ଜିଲ୍ଲା ବଘିଆପଡା ଠାରେ ଥିବା ଆଇଟିଆଇରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଅଧ୍ୟକ୍ଷଙ୍କ ମନମାନି ପ୍ରତିବାଦରେ ସୋମବାର ଦିନ ଛାତ୍ର ଛାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ବୌଦ୍ଧ – ବଘିଆପଡା ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି ।ଅଭିଯୋଗ ଅନୁଯାୟୀ ବୌଦ୍ଧ ଆଇଟିଆଇ ଅଧ୍ୟକ୍ଷଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନେ ମାନସିକ ନିଯ୍ୟାତନା ହେଉଥିବା ଅଭିଯୋଗ କରିବା ସହ ଅଧିକ ମାତ୍ରାରେ ଫି ନେଉଥିବା ଛାତ୍ର ଛାତ୍ରୀ ମାନେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୬/୧୦ : ବୌଦ୍ଧ ଜିଲାର ବିଭିନ୍ନ ସହରରେ ଅଗ୍ରୱାଲ ସମାଜର ସଂସ୍ଥାପକ ଅଗ୍ରସେନ ମହାରାଜଙ୍କ ଜୟନ୍ତି ମହୋତ୍ସବ ଆୟୋଜିତ ହୋଇଛି କ୍ଷବୌଦ୍ଧ ଠାରେ ମାରୱାଡି ସୋସାଇଟି ଦ୍ୱାରା ମହାରାଜ ଅଗ୍ରେସନଙ୍କ ପୂଜା ଓ ଆଳତି କରାଯାଇଥିଲା କ୍ଷ ସେହିପରି ପୁରୁଣାକଟକ ଠାରେ ମାରୱାଡି ସମାଜ ଆନୁକୁଲ୍ୟରେ ହର୍ଷଉଳ୍ଲାସର ସହିତ ଅଗ୍ରୱାଲ ସମାଜର ସଂସ୍ଥାପକ ମହାରାଜ ଶ୍ରୀଅଗ୍ରେସନ ଜୟନ୍ତି ମହୋତ୍ସବ ଆୟୋଜିତ ହୋଇଛି ।ସମାଜର ସଭାପତି କୈଳାଶ Continue Reading
Top Stories
By Akshya Kumar Rout Jajpur,Octo 16  : A debt ridden farmer of Jajpur district committed suicide by consuming pesticides  on Sunday night   after his agricultural  land has recently been damaged  as   dust and other particles from stone quarries has settled on  the paddy crops . The deceased farmer Nityananda Parida Continue Reading
Odisha News
ଖୋର୍ଦ୍ଧା, ୧୬/୧୦ : ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣା ସାମ୍ନାକୁ ଆସିବାର ଦିନକ ପରେ ଆଜି ବଦଳିଛନ୍ତି ବେଗୁନିଆ ଆଇଆଇସି ବିଶ୍ୱଜିତ ରାଉତରାୟ। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ବୋଲଗଡ଼ ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ବେଗୁନିଆ ଆଇଆଇସି ଭାବେ ବଦଳି କରାଯାଇଛି।ଜବତ ବାଣ ଓ ମଦର ଚୋରାଚାଲାଣ ଘଟଣାରେ ଗତକାଲି ବେଗୁନିଆ ଥାନାର ହୋମଗାର୍ଡ ପ୍ରକାଶ ମୁଦୁଲିଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସହିତ ଆଉ ଜଣେ Continue Reading