Home Articles posted by odadmin (Page 1113)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୮/୧୦: ପିଡ଼ିତା ଝିଅର ଚିକିତ୍ସା ପାଇଁ ଦଶ ହଜାର ଟଙ୍କା ସାହାଯ୍ୟର ହାତ ବଢାଇଲେ ବାଲିଗୁଡା ତହସିଲଦାର ଡ.ବିଜୟ କୁମାର ସେଠୀ ।କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ ବାରଖମା ଗ୍ରାମ ନିବାସୀ ଦିସାରା ନାୟକଙ୍କ ବାଇଶି ବର୍ଷୀୟ ଝିଅ ରଶ୍ମି ପ୍ରିୟା ନାୟକ ତିନିମାସ ତଳେ ହଠାତ ଅସୁସ୍ଥ ହୋଇ ଯିବାରୁ ତାଙ୍କୁ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରୁ ଫୁଲବାଣୀ ଜିଲ୍ଲା Continue Reading
Odisha News
ଭୁବନେଶ୍ବର,୧୮/୧୦: ରକ୍ତରଞ୍ଜିତ ହେଲା ରାଜଧାନୀ ରାଜରାସ୍ତା। ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ। ରାଜଧାନୀରେ ରାତିଅଧରେ ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ।ସୂଚନା ଅନୁଯାୟୀ, କେ-ୱାନ୍ ସିକ୍ୟୁରିଟି ଏଜେନ୍ସିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଗୌରାଙ୍ଗ ଦାସଙ୍କ ଉପରେ ରାତିଅଧରେ ମରଣାନ୍ତକ ଆକ୍ରମଣ ହୋଇଛି।ତିନି ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଗୌରଙ୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଲହୁଲୁହାଣ କରି ଫେରାର Continue Reading
Odisha News
ଭୁବନେଶ୍ୱର,୧୮/୧୦: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଇଓ ଅଫିସରେ ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ ପ୍ରସନ୍ନ କୁମାର ପାଣିଙ୍କ ଘର ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ ଜାରି ରହିଛି।ଭୁବନେଶ୍ୱରର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ୬ଜଣ ଡିଏସପି, ୬ Continue Reading
Odisha News
ନୂଆଦିଲ୍ଲୀ,୧୭/୧୦: ଦେଶରେ ଏବେ ପାର୍ବଣ ଋତୁ ଚାଲିଥିବାବେଳେ ଏହାପରେ ବିବାହ ଋତୁ ଆସିବ। ଦେଶର ଅର୍ଥନୀତିକୁ ଗତିଶୀଳ କରାଇବାରେ ଉଭୟ ପାର୍ବଣ ଓ ବିବାହ ଋତୁର ବିଶେଷ ମହତ୍ବ ରହିଛି । ଦେଶରେ ବିବାହ ଋତୁ ନଭେମ୍ବର ୨୩, ୨୦୨୩ରୁ ଆରମ୍ଭ ହୋଇ ଡିସେମ୍ବର ୧୫ ପର‌୍ୟ୍ୟନ୍ତ (ମାର୍ଗଶୀର ମାସ) ଚାଲିବ । ଆଉ ଏକ ଆକଳନ ଅନୁଯାୟୀ, ଏହି ବିବାହ ଋତୁରେ ସାରା ଦେଶରେ ପ୍ରାୟ ୩୫ ଲକ୍ଷ ବିବାହ ହେବ। ବିବାହ ସପିଂଠାରୁ ଆରମ୍ଭ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୭/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଅଧିବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ।ଜଙ୍ଗଲକାତ ଦ୍ରବ୍ୟକୁ ଲୋକେ ଉଚିତ ଦରରେ ବିକ୍ରି କରିବେ ସେଥି ପାଇଁ ସରକାରଙ୍କ ତରଫରୁ ଦର ଧାର‌୍ୟ୍ୟ କରାଯାଇଥାଏ। ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଦ୍ଵାରା ଦର ଧାର୍ଯ୍ୟ କରି କିଣିଥାନ୍ତି । କିନ୍ତୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସରକାରଙ୍କୁ ବିକ୍ରି କରିବା Continue Reading
Top Stories
By Sasmita Sai          Bhubaneswar, OCTO 17 : On the backdrop of the Springer Nature IndiaResearchTour in partnership with the Indian Ministry of Education, CSIR-Institute of Minerals and Materials Technology,hosted the Springer Nature team to share insights on: Breaking Barriers for Women in STEMand engaged in an invigorating panel discussion on the topic “Her Research, Continue Reading
National News
TEHRAN,OCTO 17 : Iran’s supreme leader Ayatollah Ali Khamenei warned Tuesday that “no one can stop” forces opposed to Israel if it keeps up its bombardment of Gaza in response to the surprise attack by Hamas. The Islamic Republic has maintained close contacts with its allies across the region since Hamas militants stormed across the […]Continue Reading