Home Articles posted by odadmin (Page 1110)
Odisha News
ଭୁବନେଶ୍ୱର,୨୦/୧୦ : ରାଜଧାନୀରେ ଲୋକଙ୍କ ଘର ଉପରେ ନଜର ରଖିବ କମିଶନରେଟ୍ ପୁଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ୨ ନମ୍ବର ଜୋନ ଏସିପି ଗିରିଜା ଚକ୍ରବର୍ତ୍ତୀ।ସହରବାସୀଙ୍କୁ ଅନୁରୋଧ କରି ଏସିପି କହିଛନ୍ତି, ଆପଣ ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ। ଆଉ ଲୋକାଲ ଥାନା ପୁଲିସକୁ ଟିକେ ଜଣାଇ ଦିଅନ୍ତୁ। ଏହାଦ୍ୱାରା ଆମେ ସଂପୃକ୍ତ ଅଞ୍ଚଳରେ ପିସିଆର ଅଧିକ ବୁଲାଇବୁ ବୋଲି ଏସିପି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି।ମାଆ ଜଗତ ଜନନୀ ଧରାବତରଣ Continue Reading
Odisha News
ଭୁବନେଶ୍ବର,୨୦/୧୦: ଘରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’ ଓ ପୁଅଙ୍କର ମୃତ୍ୟୁ ହୋଇଛନ୍ତି। ଏହି ଅଘଟଣରେ ଅଜା ଭାଗୀ ପାହାନ (୬୦) ଗୁରୁତର ହୋଇଛନ୍ତି।ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଶୁକ୍ରବାର ଅପରାହ୍ଣରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ନିବାସୀ ପାହାନ (୫୦) ଓ ତାଙ୍କର ପୁଅ ଜିତେନ୍ଦ୍ର ପାହାନ (୨୩)।ସୂଚନା ଅନୁସାରେ ଖଲ୍ଲିକୋଟ ଅଧୀନ ଲୋଙ୍ଘର ନିବାସୀ ପାହାନଙ୍କ ସହିତ ତାଙ୍କ ପୁଅ ଜିତେନ୍ଦ୍ର ଆଜି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦/୧୦: ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ବୌଦ୍ଧ ବ୍ଲକ ମୁରୁଶୁଣ୍ଢୀ ଗ୍ରାମ ପଂଚାୟତ ର ପଲାସ, ଜଗଦିଶ ପୁର, କଣ୍ଟୁଆଣି, ତେତେଲେଙ୍ଗା,ଡାଙ୍ଗପଡ଼ା,ଲୁଣ୍ଡାବେଣି, ଟୁଟୁଶିଙ୍ଗା ଆଦି ଗ୍ରାମର ପ୍ରତ୍ୟେକ ଘରକୁ ଘର କଂଗ୍ରେସ କର୍ମୀମାନେ ଯାଇ କଂଗ୍ରେସ ଦଳ ଶାସନ କ୍ଷମତା ରେ ଥିବା ବେଳେ ସମାଜ ର ସମସ୍ତ ବର୍ଗଙ୍କ ପାଇଁ କରୁଥିବା ଜନହିତକର କାର୍ଯ୍ୟକ୍ରମ ।ବର୍ତ୍ତମାନ ର କେନ୍ଦ୍ର ଓ ରାଜ୍ୟରେ ଶାସନ କରୁଥିବା ସରକାର ର Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୦/୧୦: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦୌରକ୍ଷଜଜ କୋର୍ଟ କମ୍ପ୍ଲେକ୍ସ ଠାରେ ଆଜି ହାଇକୋର୍ଟ ଭରଚୁଆଲ କୋର୍ଟ ଜଜସିପ କାରକ ସ୍ଥିତ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ବି ଆର: ଷଡ଼ଙ୍ଗୀଙ୍କ ଦ୍ଵାରା ଭରଚୁଆଲ ମୋଡରେ ଉଦଘାଟିତ ହୋଇଯାଇଛି ।ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଠାରେ ଏହାକୁ ଗଜପତି ଜିଲ୍ଲା ଦୌରକ୍ଷଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଏହାକୁ ଉଦଘାଟନ Continue Reading
Odisha News
ସମ୍ବଲପୁର,୨୦/୧୦: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଟିଏଫ୍ ହଷ୍ଟେଲର ୩୮ ନମ୍ବର ରୁମ୍ରୁ ଗତକାଲି ସନ୍ଧ୍ୟାରେ ଯୁକ୍ତ ୩ ବାଣିଜ୍ୟର ଶେଷ ବର୍ଷର ଛାତ୍ର ଘନଶ୍ୟାମ କରୁଆଁଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍ ସେଠାରୁ ଏକ ହାତ ଲେଖା ଚିଠି ପାଇଛି। ଏହାକୁ ଘନଶ୍ୟାମଙ୍କ ସୁଇସାଇଡ୍ ନୋଟ୍ ବୋଲି କୁହାଯାଉଛି, ଯାହା ସେ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି।ଇଂରାଜୀରେ Sorry Maa, I Quit ଶୀର୍ଷକ ଥିବା ଏହି ଚିଠିରେ ସେ ଲେଖିଛନ୍ତି, ମାଁ ମୁଇଁ ତତେ Continue Reading
National News
NEW DELHI,OCTO 20: TMC MP Mahua Moitra has raised questions over the credibility of Hiranandani Group CEO Darshan Hiranandani’s affidavit, alleging that it was “drafted by the PMO” and he was forced to sign it after being “threatened” with “total shut down” of his family’s businesses. The Prime Minister’s Office (PMO) Continue Reading
Odisha News
ଭୁବନେଶ୍ୱର,୨୦/୧୦ : ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହି ଲଘୁଚାପ କ୍ଷେତ୍ରଟି ୨୩ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୨୪ରେ ହାଲୁକା Continue Reading
Odisha News
ଭୁୁବନେଶ୍ୱର,୨୦/୧୦ : ଆଜିଠୁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ। ଗତକାଲି ସରକାରଙ୍କ ଆଲୋଚନା ପରେ ମଧ୍ୟ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ଆଜିଠୁ ଧର୍ମଘଟ ନେଇ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ପାର୍ବଣ ବେଳେ ଘରୋଇ ବସ୍ ସେବା ବନ୍ଦ ହେବା ପରେ ଯାତ୍ରୀ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଛି।ପୂଜା ଛୁଟିରେ ହଜାର ହଜାର ଲୋକ ଘରକୁ ଫେରୁଥିବା ବେଳେ ବସ୍ ଧର୍ମଘଟ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ରାଜ୍ୟରେ ଏବେ […]Continue Reading
Odisha News
ସୁରତ,୧୯/୧୦: ଦୁନିଆକୁ ଆସୁ ଆସୁ ପିଲାଟି ବେହୋସ ହୋଇଗଲା। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇବା ସମ୍ଭବ ହେଲାନି। ଫଳରେ ବାପାମା’ଙ୍କ ସବୁ ଆଶା ପାଣି ଫୋଟକା ପରି ମିଳାଇଗଲା।ମାତ୍ର ନିଜର ୪ ଦିନର ଜୀବନକାଳ ମଧ୍ୟରେ ୬ଟି ଅମୂଲ୍ୟ ଜୀବନକୁ ବଞ୍ଚାଇ ଦେଇଗଲା ନବଜାତ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗୁଜରାଟର ରାଜଧାନୀ ସୁରତରେ ଘଟିଛି। ମାତ୍ର ୪ ଦିନର ଶିଶୁଟିର ଅଙ୍ଗଦାନ କରିଥିବା ପରିବାର ପାଖକୁ ଚାରିଆଡ଼ୁ ଛୁଟୁଛି ସମବେଦନାର ସୁଅ।ସୁରତର ସର […]Continue Reading