Home Articles posted by odadmin (Page 1109)
Odisha News
ମାଲକାନଗିରି,୨୧/୧୦: ସୀମାନ୍ତରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଯବାନଙ୍କ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗ୍ର କାଙ୍କେର ଜିଲ୍ଲାରେ ହୋଇଥିବା ଗୁଳିବିନିମୟରେ ୨ ଜଣ ମାଓବାଦୀ ନିପାତ ହୋଇଛନ୍ତି। ଘଟଣାସ୍ଥଳରୁ ଯବାନମାନେ ବନ୍ଧୁକ ସହ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି।ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲା କୋୟେଲିବେଡା ଥାନା ଅନ୍ତର୍ଗତ ଚିଲପରସ ଓ ଗୋମେ ମଧ୍ୟରେ ଥିବା Continue Reading
Odisha News
ବାଙ୍ଗିରିପୋଷି,୨୧/୧୦: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ନିକଟ ଦୁଆରଶୁଣୀ ଘାଟିରେ ଶନିବାର ଅପରାହ୍ଣରେ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା କାରକୁ ଦ୍ରୁତଗାମୀ ଟ୍ରକ୍ ପଛରୁ ଚାପିଦେଇଛି। ଫଳରେ କାର୍ରେ ଯାଉଥିବା ୭ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ମହିଳା ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସମିପର୍ଣ୍ଣା ଚକ୍ରବର୍ତ୍ତୀ (୪୬) ଓ ନବନୀତା ଚକ୍ରବର୍ତ୍ତୀ।ସୂଚନା ଅନୁସାରେ ପଶ୍ଚିମବଙ୍ଗର ଖଡ଼ଗପୁର ସହରର ଏକ ପରିବାର ମା’ ଦ୍ବାରଶୁଣୀଙ୍କ ଦର୍ଶନ ପାଇଁ Continue Reading
National News
NEW DELHI,OCTO 21 : The air quality in Delhi deteriorated and slipped into the ‘poor’ category on Saturday. The air quality index (AQI) was recorded at 224, according to the Central Pollution Control Board (CPCB). Meanwhile, the minimum temperature settled at 15.8 degrees Celsius, two days after the city recorded the season’s lowest minimum temperature. Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୧/୧୦: ଗଜପତି ଜିଲ୍ଲାର ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଘରେ ଘରେ ଗଡିବ , ରାଜ୍ୟ ସରକାରଙ୍କ ୩୬ ଟି “ଲକ୍ଷ୍ମ” ବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଲୋକସେବା ଭବନରେ ଉପସ୍ଥିତ ରହି , ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ଦ୍ଵାରା ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନା କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଆଭାଷି ମାଧ୍ୟମରେ Continue Reading
National News
SRIHARIKOTA,OCTO 21: Nerves gave way to smiles at the spaceport here as delays and an anomaly-triggered ‘hold’ forced ISRO scientists to revise the launch schedule of a test vehicle carrying payloads related to the country’s ambitious human space flight mission, Gaganyaan which soared into skies after initial hiccups. Students gather for the launch of Continue Reading
Odisha News
ଭୁବନେଶ୍ୱର,୨୧/୧୦ : ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା। ମା’ଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ବିହୀତ ପୂଜାର୍ଚ୍ଚନା କରାଯିବ। ମନ୍ତ୍ରଧ୍ୱନିରେ ପ୍ରକଂପିତ ହେବ ପୂଜା ମଣ୍ଡପ। ଗତକାଲି ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଛି।ବିଶ୍ୱାସ ରହିଛି ବେଲବୃକ୍ଷରେ ମା’ ବାସ କରନ୍ତି। ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୦/୧୦: ଓଡିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପ-୨୦୨୩-୨୪ ପ୍ରତିଯୋଗିତା ରେ ଗଜପତି ଜିଲ୍ଲାର (୧୭ବର୍ଷରୁ କମ ବାଳକ) ସଫଳତା ହାସଲ କରି ଉପବିଜେତା (ରନର୍ସ-ଅପ) ହୋଇଛନ୍ତି।ଏହି ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ସରକାରୀ କୁଇନ ଓଫ ଉଚ୍ଚବିଦ୍ୟାଳୟ ବ୍ରହ୍ମପୁର ଠାରେ ତା ୧୬/୧୦/୨୦୨୩ ଠାରୁ ୧୮/୧୦/୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା ।କବାଡି ପ୍ରତିଯୋଗିତାରେ ୧୭ ବର୍ଷରୁ କମ ବୟସ ବର୍ଗର ବାଳକ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୨୦/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୋଟଗଡ ବନାଞ୍ଚଳ ର ରେଞ୍ଜର ରମାକାନ୍ତ କହଁର ଙ୍କ ନେତୃତ୍ବରେ ଏହି ଗଣନା କାର୍ଯ୍ୟକ୍ରମ କୋଟଗଡ ସମେତ ଲାସେରି, ସୁବର୍ଣ୍ଣଗିରି, ଶ୍ରୀରାମପୁର ସଂରକ୍ଷିତ ଜଙ୍ଗଲରେ ଥିବା ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ମାନେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୦/୧୦:ସରକାର ଓ ବସ୍ ମାଲିକଙ୍କ ବିବାଦ, କିନ୍ତୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଏହି ପରିପ୍ରେକ୍ଷୀରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଏହି ଡାକରା କୁ ସମର୍ଥନ ଜଣାଇ ବାଲିଗୁଡା ଘରୋଇ ବସ ମାଲିକ ସଂଘ ସମସ୍ତ ଘରୋଇ ବସ ବନ୍ଦ ରଖିଛି କ୍ଷଗୋଟିଏ ପଟେ ପାର୍ବଣ ପାଇଁ ଘର ମୁହାଁ ହୋଇଛନ୍ତି ଲୋକ, ଅନ୍ୟପଟେ ଜରୁରୀ କାମ । ଗୁରୁତର ରୋଗରେ ଆକ୍ରାନ୍ତ ହୋଇ କିଏ ହସ୍ପିଟାଲ ଯିବା […]Continue Reading