Home Articles posted by odadmin (Page 1106)
Odisha News
ରୁପ୍ରା/କେସିଙ୍ଗା,୨୩/୧୦: ଜଣେ ବାଇକ୍ ଚାଳକଙ୍କୁ ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ଯାତ୍ରୀବାହୀ ବସ୍ଟି ରାସ୍ତାରୁ ଖସିପଡ଼ି ଧାନଖେତରେ ଓଲଟି ପଡ଼ିଛି। ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ଜଣାପଡ଼ିଛି।ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରୁ ଏକ ଯାତ୍ରୀବାହୀ ବସ୍ (ଝୁଲେଲାଲ୍) ଭାୟା ରୁପ୍ରା ଦେଇ ବାରବନ୍ଧା ଯାଉଥିଲା। ଅପରାହ୍ନ ପ୍ରାୟ ୨ଟାରେ Continue Reading
Odisha News
ଭୁବନେଶ୍ବର,୨୩/୧୦: ହସ୍ପିଟାଲରେ ସାହାଯ୍ୟ କରିବା ବାହାନାରେ ସମ୍ପର୍କ ଯୋଡ଼ି ଜଣେ ବାୟୁସେନାର ପୂର୍ବତନ ଅଧିକାରୀଙ୍କଠାରୁ ୩୫ ଲକ୍ଷଟଙ୍କା ଲୁଟି ନେଲା ଜଣେ ଡିପ୍ଲୋମା ଛାତ୍ର। ଏକଥା ସହଜରେ ବିଶ୍ବାସ ହେଉନଥିଲେ ବି ସତ। ଏନେଇ ଥାନାରେ ଅଭିଯୋଗକାରୀ କିଶୋର ଗନ୍ତାୟତ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ, ଅନଲାଇନ ଗେମିଙ୍ଗରୁ ଟଙ୍କା ହରାଇଥିବା କିଶୋର ଗନ୍ତାୟତଙ୍କ ଠାରୁ ଲୁଟ୍ କରିବା ଲାଗି ଯୋଜନା କରିଥିଲା ଲୁଟେରା ଅଭିଯୁକ୍ତ ସନ୍ତୋଷ ସାହୁ। ସେ Continue Reading
Odisha News
ଭୁବନେଶ୍ୱର,୨୩/୧୦: ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ। ଓଡ଼ିଶାରେ ଏହି ବାତ୍ୟାର ସେପରି କିଛି ପ୍ରଭାବ ନ ପଡ଼ିଲେ ବି ପୂଜା ପେଣ୍ଡାଲ ଗୁଡ଼ିକ ପ୍ରଭାବିତ ହୋଇପାରନ୍ତି ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମ୍ଡି ଡିଜି।ସେ କହିଛନ୍ତି ଯେ ଆଜି ସନ୍ଧ୍ୟା ପାଖାପାଖି ଗଭୀର ଅବପାତ ସାଇକ୍ଲୋନିକ୍ ଷ୍ଟର୍ମ ବା Continue Reading
Odisha News
କେନ୍ଦୁଝର,୨୩/୧୦: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବିଜେପି ରେଞ୍ଜ ଭେଜିଡିହି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଅଣ୍ଡିରା ହାତୀଛୁଆ (୨ ବର୍ଷ)ର ମୃତ୍ୟୁ ହୋଇଛି।ଏହି ହାତୀଛୁଆ ଗତକାଲି ଅସୁସ୍ଥ ହୋଇଥିଲା। ବନ୍ୟପ୍ରାଣୀ ବିଭାଗର ଡାକ୍ତର ବ୍ରଜରାଜ ଯାଦବଙ୍କ ନେତୃତ୍ବରେ ଏକ ଦୁଇଜଣିଆ ଟିମ୍ ଓ ବାଂଶପାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀ ଶାବକର ଚିକିତ୍ସା କରୁଥିଲେ। ହାତୀଛୁଆଟି ଥଣ୍ଡାରୁ ଅସୁସ୍ଥ Continue Reading
Odisha News
ଭୁବନେଶ୍ୱର, ୨୩/୧୦: ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଆଗାମୀ ୧୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ। ସକ୍ରିୟ ଗଭୀର ଅବପାତଟି ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ରହିଥିବା ବେଳେ ପାରାଦୀପ ଠାରୁ ୪୩୦ କିଲୋମିଟର ଦୂରରେ ଓ ଦୀଘାଠାରୁ ୫୯୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି।ବାତ୍ୟାର ରୂପ ନେବା ପରେ ଏହା ବାଂଲାଦେଶ ଆଡ଼କୁ ଅଗ୍ରସର ହେବ ବୋଲି ଆକଳନ କରାଯାଇଛି। ୨୫ ତାରିଖରେ ସମ୍ଭାବ୍ୟ ବାତ୍ୟା ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ […]Continue Reading
National News Sports News
DHARAMSALA,OCTO 23: In the end, it was a contest that lived up to the hype. From Daryl Mitchell’s success story to Mohammed Shami’s dream return to the playing XI to Mitchell Santner’s stellar spell to Black Caps fielders throwing themselves on the field to the anticlimactic end to Virat Kohli’s quest of equalling Sachin Tendulkar’s […]Continue Reading