Home Articles posted by odadmin (Page 1105)
Odisha News
ନୟାଗଡ଼,୨୬/୧୦: ନୟାଗଡ଼ ସହର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ୟାମ ଗାରମେଣ୍ଟସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ପୋଷାକପତ୍ର ପୋଡ଼ିପାଉଁଶ ହୋଇଯାଇଛି।ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡକୁ କାବୁ କରିବାକୁ ୪ଟି ଦମକଳ ନିୟୋଜିତ ହୋଇଥିଲା। ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ। ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ Continue Reading
Odisha News
ଚିଲିକା,୨୫/୧୦: ଚିଲିକା ଗଣ୍ଡରେ ଟୁରିଷ୍ଟ ଡଙ୍ଗାରୁ ଗଳି ପଡିଲେ ଡଙ୍ଗା ଚାଳକ ବିକ୍ରମ କେଶରୀ ଜାଲି। ନାଉରିଆ ଗଳିପଡ଼ିବା ପରେ ଟୁରିଷ୍ଟ୍ ଡଙ୍ଗାଟି ଚିଲିକା ଗଣ୍ଡରେ ଦିଗହରା ହୋଇ ଚକ୍କର କାଟୁଥିଲା। ଜୀବନ ବଞ୍ଚାଇବା ପାଇଁ ଡଙ୍ଗାରେ ଥିବା ପର୍ଯ୍ୟଟକମାନେ ଆର୍ତ୍ତ ଚିତ୍କାର କରିଥିଲେ।ଖବର ପାଇ ସ୍ଥାନୀୟ ଡଙ୍ଗା ଚାଳକମାନେ ଟୁରିଷ୍ଟମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ଚିଲିକା ଗଣ୍ଡରେ ଗଳି ପଡିଥିବା ଟୁରିଷ୍ଟ ଡଙ୍ଗା ଚାଳକଙ୍କ ପତ୍ତା ମିଳିନି। ଉଦ୍ଧାର ପାଇଁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ର ପ୍ରଭାକର ନାୟକ ଏକ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କରିଛନ୍ତି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମାଆ ଦୁର୍ଗାଙ୍କୁ ମହା ଆଡ଼ମ୍ବର ସହକାରେ ପାଳନ କରିଛନ୍ତି । ନିଜ ବାସଭବନ ରେ ବାସ୍ତୁ ପୂଜା, ଗୃହ ପୂଜା, ନବଗ୍ରହ ପୂଜା, କରିବା ସହିତ ହୋମ ଯଜ୍ଞ ମଧ୍ୟ କରିଛନ୍ତି । ତତ୍ ସହିତ ନୂଆସାହି […]Continue Reading
National News
TIRUVANNAMALAI,OCTO 24: Seven men, including five workers belonging to Assam, were killed when the SUV in which they were travelling collided head-on with a state government bus near Chengam in the district, police said on Tuesday. The accident occurred when the SUV carrying about 11 people, mostly workers, was proceeding to Krishnagiri. It rammed into […]Continue Reading
Odisha News
ଭୁବନେଶ୍ବର,୨୪/୧୦ : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ହାମୁନ ଏକ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ମଙ୍ଗଳବାର ସକାଳ ସାଢେ ୫ଟା ସୁଦ୍ଧା ଏହା ପାରାଦୀପଠାରୁ ୨୩୦ କିଲୋମିଟର ପୂର୍ବ,ଦକ୍ଷିଣ-ପୂର୍ବ ଦିଗରେ ଥିଲା ।ଏହା କ୍ରମଶଃ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ୨୫ […]Continue Reading
Odisha News
ଭୁବନେଶ୍ୱର, ୨୪/୧୦: ଗତକାଲି ସରକାରୀ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଆଇଏଏସ୍ ଭି.କେ ପାଣ୍ଡିଆନ। ଆଜି କ୍ୟାବିନେଟ ମନ୍ତ୍ରୀ ପ୍ୟାହା ମିଳିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସର ପ୍ରାପ୍ତ ୨୦୦୦ ମସିହା ଆଇଏଏସ୍ ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଧ ଭାବେ Continue Reading
Odisha News
ଦିଲ୍ଲୀ,୨୩/୧୦: ଧୀରେ ଧୀରେ ବଢ଼ିଲାଣି ପ୍ରଦୂଷଣ। ଅଳ୍ପ ଶୀତରେ ଗ୍ୟାସ ଚାମ୍ବର ପାଲଟିଗଲାଣି ରାଜଧାନୀ। ଯୁଆଡେ ଚାହିଁବ ସିଆଡେ କେବଳ ଧୂଆଁମୟ ଦେଖାଯାଉଛି। ଅତ୍ୟନ୍ତ ଖରାପ ସ୍ତରକୁ ଖସିଗଲାଣି ବାୟୁର ଗୁଣବତ୍ତା। ଏହାକୁ ସୁଧାରିବା ପାଇଁ ଏବେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଅଣ୍ଟା ଭିଡିଛନ୍ତି। \’ରେଡ୍ ଲାଇଟ୍ ଅନ୍, ଗାଡି ଅଫ୍\’ ଅଭିଯାନ ଆରମ୍ଭ କରିଛନ୍ତି।ଦିଲ୍ଲୀରେ ଶୀତ ବଢ଼ିବା ସହ ବଢ଼ି ଚାଲିଛି ପ୍ରଦୂଷଣ। ଆଗକୁ ଏହା ଆହୁରି ଭୟଙ୍କର ରୂପ ନେଇପାରେ। Continue Reading