Home Articles posted by odadmin (Page 11)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୭/୧୧ : ଗଜପତି ଜିଲ୍ଲାରେବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବିଳମ୍ବ ହେଉଥିବା ଏବଂ ହିତାଧିକାରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିଧାନସଭା କମିଟି ବୈଠକରେ ସ୍ୱର ଉଠାଇଛନ୍ତି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ।ଏଥିସହ ବାତ୍ୟାରେ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାର ଖର୍ଷଣ୍ଡା ଗ୍ରାମର ଅଙ୍ଗନୱାଡ଼ି କର୍ମୀମାନଙ୍କ ପକ୍ଷରୁ ଉଠାଯାଇଥିବା ସୁଭଦ୍ରା ଯୋଜନା ସମ୍ପର୍କିତ Continue Reading
Business News Top Stories
By Subrat Sarangi Bhubaneswar, Nov. 17: With the historic Balijatra, Kataka expected to attract over one crore visitors this year, TP Central Odisha Distribution Limited (TPCODL), a joint venture of Tata Power and Government of Odisha, has undertaken extensive arrangements to ensure a safe, reliable and uninterrupted power supply across the fairground. Celebrated on the Continue Reading
Business News Top Stories
By Swagatika Mohapatra Bhubaneswar, Nov. 17: The Bansidhar & Ila Panda Foundation (BIPF), in partnership with the Federation of Indian Chambers of Commerce and Industry (FICCI), organised the 15th edition of its annual thought-leadership conclave, IDEATE 2026, in Bhubaneswar on Tuesday, calling for community-led water management to strengthen rural development and Continue Reading
National News
DEHRADUN, NOV 17: Nine people were killed and 26 others injured after a passenger bus plunged into a 100-metre-deep gorge in Uttarakhand’s Tehri Garhwal district early Monday, officials said. The bus, carrying around 30 passengers from Haridwar to Joshimath, went out of control near Gular in Tehri district’s Muni Ki Reti area and fell into […]Continue Reading
Odisha News
ଦେବ୍ରିଗଡ଼, ୧୭/୧୧: ଛତିଶଗଡ଼ରୁ ଓଡ଼ିଶା ଆସି ଦେବ୍ରିଗଡ଼ରେ ପହଞ୍ଚିଛି ମହାବଳ। ଦେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହୋଇଥିବା ମହାବଳର ପରିଚୟକୁ ନିଶ୍ଚିତ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA)। ଏହି ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭରୁ ଆସିଥିବା ସ୍ପଷ୍ଟ ହୋଇଛି।୨୦୨୫ରେ ସେଠାରେ କ୍ୟାମେରା ଟ୍ରାପ୍ ରେ କଏଦ ହୋଇଥିବା ବାଘଟି ଗତ ନଭେମ୍ବର ୯ ତାରିଖରେ ଦେବ୍ରିଗଡ଼ରେ ଠାବ ହୋଇଥିଲା।ଉଭୟ ସ୍ଥାନର କ୍ୟାମେରା ଟ୍ରାପ୍ ଫଟୋକୁ ଯାଞ୍ଚ Continue Reading
Odisha News
କ୍ରିଷ୍ନପଦୋ ରାୟଙ୍କ ରିପୋର୍ଟଙ୍କ ରିପୋର୍ଟମାଲକାନଗିରି, ୧୭/୧୧ : ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ଏବଂ ମୁଖ୍ୟ ବକ୍ତା ଭାବେ Continue Reading
Business News Top Stories
Timely intervention ensures safe evacuation of vessel carrying 27 crew members By Nalini Sahu Paradip, Nov. 17: Demonstrating its operational preparedness and commitment to maritime safety, Paradip Port Authority (PPA) has successfully conducted a maritime assistance and salvage operation to rescue the distressed vessel MV Vishva Uday, carrying 27 crew members, Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୭/୧୧ : ସାମ୍ବାଦିକତା କ୍ଷେତ୍ରରେ କର୍ତ୍ତବ୍ୟବୋଧ ବଳିଷ୍ଠ ହେଲେ ଲୋକପ୍ରିୟତା ଆପେ ଆପେ ଆସେ।ଲୋକପ୍ରିୟତା ଅପେକ୍ଷା କର୍ତ୍ତବ୍ୟବୋଧ ପ୍ରତି ସାମ୍ବାଦିକମାନେ ଅଧିକ ଯତ୍ନବାନ ହୋଇପାରିଲେ ସମାଜର ଉନ୍ନତି ସାଧନ ହୋଇପାରିବ ବୋଲି ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ‘ଜାତୀୟ ପ୍ରେସ ଦିବସ-୨୦୨୬’ ଅବସରରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ବଲାଙ୍ଗିର ଜିଲ୍ଲା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୭/୧୧: ଗଣତନ୍ତ୍ରର ସୁରକ୍ଷା, ଜନସାଧାରଣଙ୍କ ସ୍ୱରକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବା ଏବଂ ସମାଜକୁ ସଚେତନ କରିବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ। ସାମ୍ବାଦିକମାନେ ବହୁ ପ୍ରତିକୂଳ ପରିସ୍ଥିତି, କଷ୍ଟ ଓ ଆହ୍ୱାନର ସମ୍ମୁଖୀନ ହୋଇ ଘଟଣାସ୍ଥଳରୁ ସମ୍ବାଦ ସଂଗ୍ରହ କରିବା ସହ ତାହାକୁ ଲୋକଲୋଚନକୁ ଆଣି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥାନ୍ତି। ଏଭଳି କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ମାନଙ୍କୁ ମୁଁ ହୃଦୟରୁ Continue Reading