ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୭/୧୦ : ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ” ପାଇଁ ଗଜପତି ଜିଲ୍ଲାର ନୋଡାଲ ଅଧିକାରୀ ବିଜୟ କୁମାର ଦାଶ- ଆଇ:ଏ:ଏସ ଆଜି ରାୟଗଡ଼ ବ୍ଲକ ଗ୍ରସ୍ତରେ ଯାଇ ସମ୍ଭାବ୍ୟ ବାତ୍ୟା ପୂର୍ବରୁ କିଭଳି ସବୁ ପ୍ରଶାସନିକ ପ୍ରସ୍ତୁତି ବ୍ୟବସ୍ଥା କରାଯାଇଛି, ସେ ସବୁ ପରିଦର୍ଶନ ଓ ଅନୁଧ୍ୟାନ କରିବା ପାଇଁ ଗ୍ରସ୍ତ କରିଥିଲେ। ।ରାୟଗଡରେ ଗର୍ଭବତୀ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ମା ଗୃହ ବୁଲି ଦେଖିବା ସହ ସିଏଚସି ଏବଂ Continue Reading




