ସୋର,୧୧/୧୧: ବାଲେଶ୍ବର ଜିଲ୍ଲା ସୋର ଥାନା ବାହାନଗା ବ୍ଲକ କୁଚିଆକୋଇଲି ଅରଡ଼ା ଗ୍ରାମର ଜଣେ କଲେଜ ପଢୁଆ ଛାତ୍ର ଅନଲାଇନ ଗେମ ଖେଳି ଜୀବନ ହାରିଥିବା ଜଣାପଡ଼ିଛି। ଛାତ୍ରଜଣଙ୍କ ହେଲେ ଗ୍ରାମର ଶରତ ଚନ୍ଦ୍ର ମଳିକଙ୍କ ସାନ ପୁଅ ଆଶିଷ କୁମାର ମଳିକ(୧୭)। ଆଶିଷ ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ଥିଲେ।ଗତକାଲି କଲେଜରୁ ଫେରିବା ପରେ ଘରଭିତରେ କବାଟ ବନ୍ଦ କରି ରହିଥିଲେ ଆଶିଷ। ତାଙ୍କ ମା ଖାଇବା ପାଇଁ ଡାକିବା ବେଳେ ସେ […]Continue Reading
By Sasmita Sai Bhubaneswar, Nov11 : Inovaare Software Solutions Pvt Ltd, a key player in the healthcare domain within the information technology sector of the USA, has been making significant strides since establishing its operations in Bhubaneswar in 2015. This year, the company celebrated the successful conclusion of its Annual Global Summit, held on the […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୦/୧୧: ରାଜ୍ୟ ଜୈବ ମଣ୍ଡଳ ବୋର୍ଡ ଭୁବନେଶ୍ୱର ଆନୁକୁଲ୍ୟରେ ଗଜପତି ଜିଲ୍ଲାର ରାୟଗଡ ଓ ମୋହନା ବ୍ଲକରେ ଜୈବ ମଣ୍ଡଳ ତଥା ଜୈବ ବିବିଧତା ପରିଚାଳନା ସମିତିର ଦକ୍ଷତା ବୃଦ୍ଧି ସମ୍ପର୍କିତ ଦୁଇ ଦିନିଆ ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହାୟତାରେ ଏବଂ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ “ଲିପିକା” Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୧୦/୧୧: ରେଳ ମାନଚିତ୍ରରୁ କନ୍ଧମାଳ ଜିଲ୍ଲା ବାଦ୍ ପଡ଼ିବା ପ୍ରତିବାଦରେ ଶୁକ୍ରବାର ନଭେମ୍ବର ୧୦ ତାରିଖରେ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏଥି ନିମନ୍ତେ ପୂର୍ବରୁ ଏନେଇ କନ୍ଧମାଳ ବିକାଶ ପରିଷଦର ଆବାହକ ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଫୁଲବାଣୀ ସ୍ଥିତ ବନାନୀ କଳା ପରିଷଦ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୧୧: ରାଜ୍ୟ କଂଗ୍ରେସର ଡାକରାରେ ବୌଦ୍ଧ କଂଗ୍ରେସ କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ପୁରୀ ଶ୍ରୀ ମନ୍ଦିରର ଚାରି ଦ୍ୱାରା ଖୋଲିବା ଦାବୀରେ ବୌଦ୍ଧ ଜଗନ୍ନାଥ ମନ୍ଦିର ଆଗରେ ଗୁୁରୁବାର ସନ୍ଧ୍ୟାରେ ସଂଙ୍କିର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି ।ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱର ଦଳର ନେତା ଓ କର୍ମୀ ମାନେ ସଂଙ୍କିର୍ତ୍ତନ ବଜାର ଏକ ଶୋଭଯାତ୍ରାରେ ଯାଇ ବୌଦ୍ଧ ରଥସାହିସ୍ଥିତ ଜଗନ୍ନାଥ Continue Reading
ବେଙ୍ଗାଲୁରୁ,୧୦/୧୧ : ଭାରତରେ ଆମେରିକାର ନକଲି ଡଲାର୍। ବିଡା ବିଡା ନକଲି ଆମେରିକୀୟ ଡଲାର୍ ପୁଲିସ ହାତରେ ଲାଗିଛି। ଜଣେ ଅଳିଆ ଗୋଟାଳି ୩ ମିଲିୟନ୍ ଡଲାର ଅର୍ଥାତ୍ ୨୫ କୋଟି ଟଙ୍କାର ଆମେରିକୀୟ ଡଲାର୍ ପାଇଛନ୍ତି। କିନ୍ତୁ ଯାଞ୍ଚ ପରେ ଏସବୁ ନକଲି ବୋଲି ଜଣାପଡିଛି।ନଭେମ୍ବର ୧ରେ ବେଙ୍ଗାଲୁରୁର ହେବବଲସ୍ଥିତ ଏକ ଅଳିଆଗଦାରୁ ସଲମାନ ଶେଖ ୨୩ ବଣ୍ଡଲ ଆମେରିକୀୟ ନୋଟ ପାଇଥିଲେ। ଏନେଇ ସୂଚନା ପାଇବା ପରେ ପୁଲିସ ନୋଟଗୁଡିକର ଯାଞ୍ଚ କରିଥିଲା।ସଲମାନ କହିଛନ୍ତି, Continue Reading
JERUSALEM,NOV 10 : Palestinians said Friday a deadly strike hit Gaza’s largest hospital compound as heavy fighting between Hamas and Israel has sent tens of thousands of civilians fleeing their homes. Gaza’s Hamas government, which reported a toll of 13, and the director of the Al-Shifa hospital, blamed Israeli troops for the strike at the […]Continue Reading
NEW DELHI,NOV 10 : The odd-even car rationing scheme will not be implemented from November 13 as the air quality in Delhi has improved following overnight rain, Environment Minister Gopal Rai said on Friday. The scheme permits cars to operate on alternate days based on the odd or even last digit of their registration numbers. […]Continue Reading
ବଲାଙ୍ଗୀର/ଭୁବନେଶ୍ବର,୧୦/୧୧: କୁବେର ଆୟୁର୍ବେଦ ଡାକ୍ତର ତଥା ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଭିଜିଲାନ୍ସ ଏସ୍ପି ଏ ଜେମ୍ସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ବଲାଙ୍ଗୀର ଓ ପୁରୀରେ ସୁଦର୍ଶନଙ୍କ ଘର ସମେତ ଏକକାଳୀନ ୬ ସ୍ଥାନରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ ସୁଦର୍ଶନ ଦୁଇ Continue Reading
କଟକ,୧୦/୧୧ : କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉକ୍ତ ଟ୍ରଙ୍କରେ ଦେଢ଼ କୋଟିରୁ ଅଧିକ ଟଙ୍କା ଥିବା କୁହାଯାଉଛି।ଆଜି ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍ରେ ଭରିବାକୁ ଯାଇଥିଲେ। ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ। ମୋଟ ୧୩ଟି Continue Reading




