Home Articles posted by odadmin (Page 1085)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୧୧: ରାଜ୍ୟ କଂଗ୍ରେସର ଡାକରାରେ ବୌଦ୍ଧ କଂଗ୍ରେସ କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ପୁରୀ ଶ୍ରୀ ମନ୍ଦିରର ଚାରି ଦ୍ୱାରା ଖୋଲିବା ଦାବୀରେ ବୌଦ୍ଧ ଜଗନ୍ନାଥ ମନ୍ଦିର ଆଗରେ ଗୁୁରୁବାର ସନ୍ଧ୍ୟାରେ ସଂଙ୍କିର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି ।ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱର ଦଳର ନେତା ଓ କର୍ମୀ ମାନେ ସଂଙ୍କିର୍ତ୍ତନ ବଜାର ଏକ ଶୋଭଯାତ୍ରାରେ ଯାଇ ବୌଦ୍ଧ ରଥସାହିସ୍ଥିତ ଜଗନ୍ନାଥ Continue Reading
Odisha News
ବେଙ୍ଗାଲୁରୁ,୧୦/୧୧ : ଭାରତରେ ଆମେରିକାର ନକଲି ଡଲାର୍। ବିଡା ବିଡା ନକଲି ଆମେରିକୀୟ ଡଲାର୍ ପୁଲିସ ହାତରେ ଲାଗିଛି। ଜଣେ ଅଳିଆ ଗୋଟାଳି ୩ ମିଲିୟନ୍ ଡଲାର ଅର୍ଥାତ୍ ୨୫ କୋଟି ଟଙ୍କାର ଆମେରିକୀୟ ଡଲାର୍ ପାଇଛନ୍ତି। କିନ୍ତୁ ଯାଞ୍ଚ ପରେ ଏସବୁ ନକଲି ବୋଲି ଜଣାପଡିଛି।ନଭେମ୍ବର ୧ରେ ବେଙ୍ଗାଲୁରୁର ହେବବଲସ୍ଥିତ ଏକ ଅଳିଆଗଦାରୁ ସଲମାନ ଶେଖ ୨୩ ବଣ୍ଡଲ ଆମେରିକୀୟ ନୋଟ ପାଇଥିଲେ। ଏନେଇ ସୂଚନା ପାଇବା ପରେ ପୁଲିସ ନୋଟଗୁଡିକର ଯାଞ୍ଚ କରିଥିଲା।ସଲମାନ କହିଛନ୍ତି, Continue Reading
Odisha News
ବଲାଙ୍ଗୀର/ଭୁବନେଶ୍ବର,୧୦/୧୧: କୁବେର ଆୟୁର୍ବେଦ ଡାକ୍ତର ତଥା ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଭିଜିଲାନ୍ସ ଏସ୍ପି ଏ ଜେମ୍ସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ବଲାଙ୍ଗୀର ଓ ପୁରୀରେ ସୁଦର୍ଶନଙ୍କ ଘର ସମେତ ଏକକାଳୀନ ୬ ସ୍ଥାନରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ ସୁଦର୍ଶନ ଦୁଇ Continue Reading
Odisha News
କଟକ,୧୦/୧୧ : କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉକ୍ତ ଟ୍ରଙ୍କରେ ଦେଢ଼ କୋଟିରୁ ଅଧିକ ଟଙ୍କା ଥିବା କୁହାଯାଉଛି।ଆଜି ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍ରେ ଭରିବାକୁ ଯାଇଥିଲେ। ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ। ମୋଟ ୧୩ଟି Continue Reading
Odisha News
ପୁରୀ, ୧୦/୧୧: ଶ୍ରୀମନ୍ଦିରରେ ମଙ୍ଗଳାଳତୀ ସମୟରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହେବା ଫଳରେ କେତେକ ହବିଷ୍ୟାଳୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ଖବର ମିଳିଛି।ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ୟାଳୀଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ଏଣେ ଆହତ ମହିଳାମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତମାନଙ୍କୁ ତୁରନ୍ତ ମେଡିକାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। Continue Reading
Top Stories
By Sasmita Sai Bhubaneswar, Nov 11:In a significant stride towards nurturing Kho Kho talent in the state, in the presence of Shri Naveen Patnaik, Hon’ble Chief Minister of Odisha, ArcelorMittal Nippon Steel India (AM/NS India) todayinked a Memorandum of Understanding (MoU) with the Government of Odisha to establish a High-Performance Centre in Kho Kho. The […]Continue Reading