Home Articles posted by odadmin (Page 1081)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୧୧ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି କ୍ଷ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଆଗାମୀ ନଭେମ୍ବର ୧୫ ତାରିଖରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ କଲେଜ ଓ ବ୍ଲକସ୍ତରୀୟ ପ୍ରତିଯୋଗିତାମାନ ଆୟୋଜନ କରାଯିବା ନେଇ ନିଷ୍ପତି ହୋଇଥିଲା ।କ୍ରୀଡା, ସଂସ୍କୃତି, ସାମାଜିକ Continue Reading
National News
Karnataka,Nov 14 :  The Karnataka Examination Authority (KEA) has banned all forms of head cover in recruitment exams for boards and corporations in a crackdown on malpractices, such as cheating using Bluetooth devices. The exam body has, however, allowed mangalsutras (beaded necklaces worn by married Hindu women) and toe rings following protests by right-wing Continue Reading
National News
Bihar,Nov 14:  A police sub-inspector was allegedly mowed down by a tractor carrying illegally mined sand in Bihar’s Jamui district. Two people were injured in the incident, including a home guard, and have been admitted to a hospital. The incident happened in Mahulia Tand village of Jamui. The deceased, identified as Prabhat Ranjan, was a […]Continue Reading
Odisha News
ଭୁବନେଶ୍ବର,୧୪/୧୧: ନଭେମ୍ବର ୨୧ ତାରିଖରେ ହେବ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ। ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ହେବାନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଜରିଆରେ ସୂଚୀତ କରିଛନ୍ତି ବିଧାନସଭା ସଚିବ। ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଏହି ପଦ।ସୂଚନାଯୋଗ୍ୟ, ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ କିଛି ଦିନ ତଳେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ବାଚସ୍ପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେଇଥିଲେ।ସେ Continue Reading
Odisha News
ପୁରୀ, ୧୪/୧୧ : ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଲାଗିଲା ନିଆଁ। କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିବା ଜଣାଯାଇଛି। ଅଗ୍ନିଶମ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତକୁ ଆଣିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।ଆଜି ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଟ୍ରେନ୍ର ବଗିଗୁଡ଼ିକର ମରାମତି ସହ ତାହାକୁ ସଫା କରାଯାଉଥିଲା। ଉକ୍ତ ସମୟରେ ଏକ ଏସି ବଗି […]Continue Reading
Odisha News
ଖୋର୍ଦ୍ଧା,୧୪/୧୧: ଆଲୋକର ପର୍ବ ଦୀପାବଳିରେ ପରିବାର ଉପରେ ଘୋଟି ଆସିଲା କଳା ଅନ୍ଧାର। ଦୀପାବଳି ଦିନ ଏକ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲା ପୂରା ପରିବାର। ସ୍ୱାମୀଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରି ନ ଥିବା ପତ୍ନୀ ନେଲେ ଚରମ ନିଷ୍ପତ୍ତି। ସ୍ୱାମୀଙ୍କ ଜୁଇ ଲିଭିବା ପୂର୍ବରୁ ନିଜେ ବି ଝୁଲି ପଡ଼ି ଜୀବନ ହାରିଛନ୍ତି। ଫଳରେ ବାପାମା’ଙ୍କୁ ହରାଇ ଅନାଥ ହୋଇ ପଡ଼ିଛନ୍ତି ୨ ଝିଅ । ଏପରି ଏକ ହୃଦୟ […]Continue Reading
National News
JERUSALEM,NOV 14: Gaza’s Shifa Hospital has become the focus of a dayslong stalemate in Israel’s war against the Hamas militant group. Shifa is Gaza’s largest and best-equipped hospital. Israel, without providing visual evidence, claims the facility also is used by Hamas for military purposes. It says Hamas has built a vast underground command complex center […]Continue Reading
National News
NEW DELHI, NOV 14 : Delhi on Tuesday woke up to ‘severe’ air quality, two days after residents violated the Supreme Court’s firecracker ban on Diwali. Toxic haze enveloped the national capital and most areas recorded a ‘severe’ category air quality index (AQI), according to the Central Pollution Control Board (CCB). At 6 am, the […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୧୧ : ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦିନିକିଆ ବୌଦ୍ଧଜିଲା ଗସ୍ତ କରି ଐତିହାସିକ ରାମଶ୍ୱେର ଓ ଗନ୍ଧରାଢୀ ମନ୍ଦିର ପରିଦର୍ଶନ କରିଛନ୍ତି ।ବୌଦ୍ଧ ସର୍କିଟହାଉସଠାରେ ପ୍ରତିନିଧି ମଣ୍ଡଳୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ଏହି ପ୍ରତିନିଧି ମଣ୍ଡଳୀ ବୌଦ୍ଧ ସହରର କେନ୍ଦ୍ରସ୍ଥଳରେ ଥିବା ସେମାବଂଶୀଙ୍କ ଦ୍ୱାରା ନବମ ଶତାବ୍ଦୀରେ Continue Reading
Odisha News
ଭୁବନେଶ୍ୱର,୧୪/୧୧: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୫ ତାରିଖରୁ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ରଟି କ୍ରମେ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୧୬ ତାରିଖ ବେଳକୁ Continue Reading