Home Articles posted by odadmin (Page 1062)
Odisha News
ଘଟଗାଁ /କେନ୍ଦୁଝର,୧/୧୨ : ତାରିଣୀଦର୍ଶନ ନୋହିଲା। ବାଟରେ ୮ ଜଣଙ୍କୁ ନେଇଗଲା ଯମ। ରାତିରେ ଘରୁ ବାହାରିଥିଲେ। ଭୋର୍ ସମୟରେ ମା’ଙ୍କର ମଙ୍ଗଳଆଳତି ଦେଖିଥାନ୍ତେ। ହେଲେ ତା ଆଗରୁ ସବୁ କିଛି ଓଲଟପାଲଟିଗଲା।ଆଜି ସକାଳେ ଘଟଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ପ୍ରାଣ ହରାଇଛନ୍ତି ୮ ଲୋକ। ଏହାଛଡ଼ା ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଇଛି।ସେମାନଙ୍କୁ କଟକ ବଡ଼ ମେଡିକାଲକୁ Continue Reading
Odisha News
ଭୁବନେଶ୍ୱର, ୧/୧୨ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଏହା ପୁଡୁଚେରୀ ଠାରୁ ୭୯୦, ଚେନ୍ନାଇ ଠାରୁ ୮୦୦ କିମି ଦୂରରେ ଅବସ୍ଥିତ ରହିଛି। ଦିନକ ପରେ ଅର୍ଥାତ ୩ ତାରିଖ ରବିବାର ଏହା ବାତ୍ୟାରେ ରୂପାନ୍ତର ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ।ପାଣିପାଗ ବିଭାଗର ସୂଚନା ଅନୁସାରେ, ସୁଦୃଶ୍ୟ ଲଘୁଚାପଟି ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣପୂର୍ବରେ ଅବପାତ ପରିଣତ ହୋଇଛି। ଏହା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ବୁଧବାର ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଶାସକ ବିଜେଡି ଦଳର ବାଜିମାତ ହୋଇଥିବା ଜଣାପଡିଛି।ବିବରଣୀରୁ ପ୍ରକାଶ ଯେ ୩ ପ୍ରମୁଖ ଦଳର ପ୍ରାର୍ଥୀନୀ ମଧ୍ୟରେବିଜେଡି ଦଳରୁ ଦେବସ୍ମିତା ଶତପଥି ମୋଟ ୩୧୧୧ ଭୋଟ ପାଇଥିବା ବେଳେ, ବିରୋଧୀ ବିଜେପି ପକ୍ଷରୁ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟ ଗଜପତି,୧/୧୨: ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ର ସପ୍ତମ ଦିବସରେ ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ଏବଂ ନାମନଗଡ ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ସମେତ ଝାମୀ ଠାରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଲାଇଭ ଟେଲି- କାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି Continue Reading
Odisha News
ଭୁବନେଶ୍ୱର,୩୦/୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ ଆଜି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି। ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି, ପରବର୍ତ୍ତୀ ସମୟରେ ଏହା ନିଜର ଦିଗ ବଜାୟ ରଖିବା ସହ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ Continue Reading
National News
NEW DELHI,NOV 30: India on Thursday accorded an initial approval to procure an additional batch of 97 Tejas light combat aircraft and 156 Prachand helicopters to boost the overall combat capability of the armed forces, official sources said. The Defence Acquisition Council (DAC) headed by Defence Minister Rajnath Singh also cleared a proposal of the […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୧୧: ବୌଦ୍ଧ ସହର ଗାୟତ୍ରୀ ଶକ୍ତିପୀଠ ନିକଟ ପଡିଆ ଠାରେ ୨୪ କୁଣ୍ଡିୟ ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଶୁଭ ଉଦଘାଟନ ହୋଇଯାଇଛି । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି ମହାଯଜ୍ଞକୁ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ରୂଷିପୁତ୍ର ମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ପ୍ରାରମ୍ଭରେ ଶତାଧିକ ମହିଳା ମହାନଦୀରୁ ଜଳନେଇ ସହରରେ ଏକ କଳସୀ ଶୋଭାଯାତ୍ରାରେ ଯଜ୍ଞ ସ୍ଥଳକୁ ଆଣିଥିଲେ ।ଏହି Continue Reading
Odisha News
ଭୁବନେଶ୍ବର,୩୦/୧୧: ଭିଜିଲାନ୍ସ ଚଢ଼ଉ ବେଳେ ଛାତ ଡେଇଁ ଫେରାର ହୋଇଥିବା ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କୁ ଅବଶେଷରେ ଧରିଛି ଭିଜିଲାନ୍ସ ଟିମ୍। ସେ ତାଙ୍କ ପଡ଼ୋଶୀଙ୍କ ଘରେ ଲୁଚିଥିଲେ। ହେଲେ ଚଢ଼ଉ ତୀବ୍ରତର ହେଉଥିବା ଜାଣି ସେ ବାହାରକୁ ଆସିଥିଲେ। ଭିଜିଲାନ୍ସ ଅଧିକାରୀମାନେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କୁ କାବୁ କରି ନିଜ ହେପାଜତକୁ ନେଇଛନ୍ତି।ସୂଚନାଯୋଗ୍ୟ, କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀ ଘରୁ ଭିଜିଲାନ୍ସ ଚଢ଼ଉ Continue Reading
Odisha News
ହାଇଦ୍ରାବାଦ୍,୩୦/୧୧: ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଦକ୍ଷିଣ ସିନେ ଜଗତର ଅନେକ ବଡ଼ ବଡ଼ କଳାକାରମାନେ ବୁଥ୍ରେ ପହଞ୍ଚି ଭୋଟ୍ ଦେଇଥିବାର ଦେଖିବାକୁ ମିଳିଛି।ଭୋଟ୍ ଦେବା ପାଇଁ ସାଉଥ୍ ସୁପର୍ଷ୍ଟାର୍ ରାମ୍ ଚରଣ ବିମାନ ଯୋଗେ ମୌସୁରରୁ ଆସି ହାଇଦ୍ରାବାଦ୍ରେ ପହଞ୍ଚିଛନ୍ତି। ତାଙ୍କୁ ଗତକାଲି ମୌସୁର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।ସେହିପରି ଅଭିନେତା ଚୀରଞ୍ଜୀବୀ ଆଜି ସକାଳୁ ତାଙ୍କର ମତଦାନ କରି Continue Reading
Odisha News
ମାଲକାନଗିରି,୩୦/୧୧: ବିଷାକ୍ତ ଫଳ ଖାଇ ୧୧ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛି। ଘଟଣା ଘଟିଛି ମାଲକାନଗିରି ବ୍ଲକ ଝରାପାଲି ପଞ୍ଚାୟତ ତେଲିମେଟା ଗାଁରେ। ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଶିଶୁଙ୍କ ମଧ୍ୟରେ ୭ ଜଣ ଝିଅ ଓ ୪ ଜଣ ପୁଅ ଅଛନ୍ତି।ଗତକାଲି ଅପରାହ୍ନ ସମୟରେ ପିଲାମାନେ ଘର ନିକଟରେ ଖେଳୁଥିଲେ। ଏହି ସମୟରେ ଘର ନିକଟରେ ଥିବା ଜଙ୍ଗଲରୁ ପିଲାମାନେ କୌଣସି ଏକ ବିଷାକ୍ତ ଫଳ ତୋଳି ଖାଇ ଦେଇଥିଲେ।ସନ୍ଧ୍ୟା […]Continue Reading